Chanakya Niti- ଏହି 10 ଜଣଙ୍କ ଘରେ କେବେ ବି ଭୁଲରେ ମଧ୍ୟ କରିବେ ନାହିଁ ଭୋଜନ, ଲାଗିଥାଏ ପାପ

ଚାଣକ୍ୟଙ୍କ ନୀତି ଅନୁସାରେ କିଛି ଲୋକଙ୍କ ଘରେ ଭୋଜନ କରିବା ଉଚିତ୍ ନୁହେଁ । କାରଣ ସେମାନଙ୍କ ଘରେ ଭୋଜନ କରିବା ଦ୍ଵାରା ମନ ଓ ମସ୍ତିଷ୍କ ଦୂଷିତ ହୋଇଥାଏ । ଏହି କଥା ଗରୁଡ ପୁରାଣରେ ମଧ୍ୟ ଉଲ୍ଲେଖ ଅଛି ।

ଆଜିର ଯୁବାପିଢି ଏହି କଥାରେ ବିଶ୍ଵାସ କରୁ ନ ଥିଲେ ମଧ୍ୟ ଗରୁଡ ପୁରାଣରେ ଲିଖିତ ବିଷୟ ଆଜିର ଜୀବନରେ ଅନେକ ମାତ୍ରାରେ ସଠିକ ସାବ୍ୟସ୍ତ ହେଉଛି । ତେବେ ଚାଲନ୍ତୁ ଜାଣିବା କେଉଁ ଲୋକଙ୍କ ଘରେ ଭୋଜନ କରିବା ଅନୁଚିତ ।

୧- ଅନୁଚିତ ସୁଧ ନେଉଥିବା ବ୍ୟକ୍ତିଙ୍କ ଘରେ

ଅଧିକାଂଶ ଲୋକ ଅସହାୟ ଲୋକଙ୍କ ପରିସ୍ଥିତିର ଲାଭ ଉଠାଇ ସେମାନଙ୍କ ଠାରୁ ଆବଶ୍ୟକତା ଠାରୁ ଅଧିକ ସୁଧ ନେଇଥାନ୍ତି । ଏପରି କରୁଥିବା ବ୍ୟକ୍ତିଙ୍କ ଘରେ ଭୋଜନ କଲେ ଆପଣଙ୍କ ମନ ଓ ମସ୍ତିଷ୍କ ଦୂ-ଷି-ତ ହୋଇପାରେ । ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ ସେମାନଙ୍କ ଘରେ ଭୋଜନ ନ କରିବାକୁ ଉପଦେଶ ଦିଅନ୍ତି ।

୨- ଚୋ-ର ବା ଅନ୍ୟ ଅ-ପ-ରା-ଧୀ-ଙ୍କ ଘରେ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ଅ-ଦା-ଲ-ତ ଦ୍ଵାରା ଦୋ-ଷୀ ସାବ୍ୟସ୍ତ ହୋଇ ସାରିଛି ବା ଅ-ପ-ରା-ଧୀ ବୋଲି ନା-ମ ପାଇ ସାରିଛି, ଏପରି ବ୍ୟକ୍ତିଙ୍କ ଘରେ ମଧ୍ୟ କେବେ ଭୋଜନ କରନ୍ତୁ ନାହିଁ । କୁହାଯାଏ ଏପରି ବ୍ୟକ୍ତିଙ୍କ ଘରେ ଭୋଜନ କରିବା ଦ୍ଵାରା ତାର ମ-ନ୍ଦ କର୍ମର ଫଳ ଆପଣଙ୍କ ଉପରେ ପଡିପାରେ ।

୩- କ୍ରୋ-ଧୀ ବ୍ୟକ୍ତିଙ୍କ ଘରେ

ଯେଉଁ ବ୍ୟକ୍ତି ଅତ୍ୟନ୍ତ କ୍ରୋ-ଧୀ ସ୍ଵଭାବର ହୋଇଥାନ୍ତି ତାଙ୍କ ଘରେ ମଧ୍ୟ ଭୋଜନ ନ କରିବାକୁ ଆଚାର୍ଯ୍ୟ ଚାଣକ୍ୟ ଉପଦେଶ ଦେଇଛନ୍ତି । କ୍ରୋଧୀ ବ୍ୟକ୍ତି କ୍ରୋଧରେ ଭୁଲ ଓ ଠିକ ମଧ୍ୟରେ ପାର୍ଥକ୍ଯ ଜାଣି ପାରେ ନାହିଁ । ସେଥିପାଇଁ କ୍ରୋ-ଧୀ ବ୍ୟକ୍ତିଙ୍କ ଘରେ ଭୋଜନ କଲେ ଆପଣଙ୍କ ଭିତରେ ମଧ୍ୟ ତାର କ୍ରୋ-ଧ ସ୍ଵଭାବ ପ୍ରବେଶ କରିପାରେ ।

୪- ସଂକ୍ରମଣ ଜନିତ ରୋଗରେ ପୀ-ଡି-ତ ଲୋକ ଘରେ

ଯଦି କେଉଁ ବ୍ୟକ୍ତି ଦୀର୍ଘ ସମୟ ଧରି କୌଣସି ସଂକ୍ରମିତ ରୋଗରେ ପୀ-ଡି-ତ ଅଛନ୍ତି ତେବେ, ତାଙ୍କ ଘରେ ମଧ୍ୟ ଭୋଜନ କରିବାରୁ ବଞ୍ଚିତ ରହିବା ଉଚିତ । କାରଣ ତାଙ୍କ ରୋଗର ଜୀବାଣୁ ବାତାବରଣ ଦ୍ଵାରା ଆପଣଙ୍କ ମଧ୍ୟକୁ ଆସିପାରେ ।

୫- ଚ-ରି-ତ୍ର-ହୀ-ନ ସ୍ତ୍ରୀ ଘରେ

ଚ-ରି-ତ୍ର-ହୀ-ନ ସ୍ତ୍ରୀ ର ଅର୍ଥ ଯେଉଁ ସ୍ତ୍ରୀ ସଂପୂର୍ଣ୍ଣ ଭାବେ ନିଜ ଇଚ୍ଛାରେ ଅ-ଧା-ର୍ମି-କ ଆ-ଚ-ର-ଣ କରିଥାଏ । ଚାଣକ୍ୟ ତାଙ୍କ ନୀତିରେ ଲେଖିଛନ୍ତି, ଯେଉଁ ବ୍ୟକ୍ତି ଏପରି ସ୍ତ୍ରୀ ଘରେ ଭୋଜନ କରେ ସେ ମଧ୍ୟ ତା ପା-ପ-ର ସ-ହ-ଭା-ଗୀ ହୋଇଥାଏ । ସେଥିପାଇଁ ଏପ୍ରକାର ସ୍ତ୍ରୀ ଘରେ ବା ସେ ରୋଷେଇ କରିଥିବା ଖାଦ୍ଯ ଭୋଜନ କରିବାକୁ ବାରଣ କରନ୍ତୁ ।

୬- ନି-ର୍ଦ-ୟ ବ୍ୟକ୍ତିଙ୍କ ଘରେ

ଯେଉଁ ବ୍ୟକ୍ତି ନି-ର୍ଦ-ୟ, ଅନ୍ୟର ଭାବନାକୁ ବୁଝେ ନାହିଁ ଓ ସମସ୍ତଙ୍କୁ କ-ଷ୍ଟ ଦେଉଥାଏ, ସେପରି ବ୍ୟକ୍ତି ଘରେ ମଧ୍ୟ କେବେ ଭୋଜନ କରନ୍ତୁ ନାହିଁ । ଏପରି ବ୍ୟକ୍ତିଙ୍କ ନି-ର୍ଦ-ୟ ସ୍ଵଭାବ ବଳରେ ଅର୍ଜିତ ଧନରେ ତିଆରି ଖାଦ୍ଯ ଖାଇଲେ ଆପଣଙ୍କ ସ୍ଵଭାବ ମଧ୍ୟ ସେହି ବ୍ୟକ୍ତି ପରି ହୋଇଯାଇ ପାରେ । କାରଣ ଯେପରି ଖାଦ୍ଯ ଆପଣ ଖାଆନ୍ତି ଆପଙ୍କ ସ୍ଵଭାବ ମଧ୍ୟ ସେହିପରି ହୋଇଯାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *