ଶିବଙ୍କ ପ୍ରିୟ ପବିତ୍ର ଶ୍ରାବଣ ମାସରେ ଭୁଲରେ ବି କରନ୍ତୁ ନାହିଁ ଏହି 7 ଟି କାମ, ସାରା ଜୀବନ ପସ୍ତେଇବେ

ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ଶ୍ରାବଣ ମାସର ଖୁବ୍ ମହତ୍ତ୍ଵ ରହିଛି। ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ହୋଇଥିବାରୁ ଏହି ସମୟରେ ବିଶେଷ ବିଧିବିଧାନ ସହ ଶିବଙ୍କ ପୂଜା କରିବା ବିଶେଷ ଫଳଦାୟକ ଅଟେ।

ମାତ୍ର ଏପରି କିଛି କାର୍ଯ୍ୟ ରହିଛି ଯାହା ଆପଣ ଶ୍ରାବଣ ମାସରେ କରିବା ହେତୁ ଭଗବାନ ଶିବଙ୍କ କୃପାରୁ ବଞ୍ଚିତ ରହିଯିବେ। ତେବେ ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ ଗୁଡ଼ିକ ଶ୍ରାବଣ ମାସରେ କରିବା ଅନୁଚିତ୍ ଅଟେ।

୧- ସାତ୍ତ୍ୱିକ ଆହାର

ସର୍ବ ପ୍ରଥମେ ଶ୍ରାବଣ ମାସରେ ଖାଦ୍ୟପେୟକୁ ନେଇ ଖୁବ୍ ସାବଧାନତା ଅବଲମ୍ବନ କରାଯାଏ। ଏହି ମାସରେ ଆମିଷ ଭୋଜନ ବର୍ଜିତ ଅଟେ। ଏପରିକି ପିଆଜ ରସୁଣ ମଧ୍ୟ ଖାଇବା ଅନୁଚିତ୍ ଅଟେ। ଶ୍ରାବଣ ମାସରେ କେବଳ ସାତ୍ତ୍ୱିକ ଆହାର କରିବା ଉଚିତ୍। ସେଥିପାଇଁ ଖାଦ୍ୟ ପ୍ରସ୍ତୁତି ସମୟରେ ଏଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ରହିଛି।

୨- ବାଇଗଣ ଭୋଜନ

ସବୁଜ ପନିପରିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ଅଟନ୍ତି। ମାତ୍ର ସବୁଜ ପନିପରିବା ଖାଉଥିବା ଲୋକେ ଶ୍ରାବଣ ମାସରେ ବାଇଗଣ ଖାଇବା ଅନୁଚିତ୍ ଅଟେ। କାରଣ ବାଇଗଣକୁ ଅଶୁଦ୍ଧ ପରିବା ବୋଲି ମାନାଯାଏ। ସେଥିପାଇଁ ଦ୍ୱାଦଶୀ ଏବଂ ଚତୁର୍ଦ୍ଦଶୀରେ ମଧ୍ୟ ବାଇଗଣ ଖାଇବା ବାରଣ କରାଯାଇଛି।

୩- ଦୁଗ୍ଧ ସେବନ

ଶ୍ରାବଣ ମାସରେ ଦୁଗ୍ଧ ସେବନ କରିବା ବନ୍ଦ କରି ଦିଅନ୍ତୁ। ଏହି ମାସରେ ଦୁଗ୍ଧରେ ଭଗବାନ ଶିବଙ୍କ ଅଭିଷେକ କରାଯାଏ। ଯେପ୍ରକାର ଭାଦ୍ରବ ମାସରେ ଦହି ସେବନ ବର୍ଜିତ ଅଟେ ସେପ୍ରକାର ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ସମ୍ମାନ ଦେଇ ଦୁଗ୍ଧ ସେବନ ମଧ୍ୟ ବାରଣ କରିବା ଉଚିତ୍।

୪- ଅପମାନ କରିବା

ଶ୍ରାବଣ ମାସରେ ଯେକୌଣସି ବ୍ୟକ୍ତିଙ୍କୁ ମଧ୍ୟ ଅ-ପ-ମାନି-ତ କରିବାରୁ ବଞ୍ଚିତ ରୁହନ୍ତୁ ଓ ଏହା ସହ ଏହି ପବିତ୍ର ମାସରେ ସମସ୍ତ ପ୍ରକାର ମ-ନ୍ଦ ଭାବନାରୁ ନିଜକୁ ଦୂରେଇ ରଖନ୍ତୁ। ବିଶେଷ କରି ଗୁରୁଜନ, ମାତାପିତା, ଜୀବନସାଥି, ଭାଇ ଭଉଣୀ ଓ ଦ୍ଵାର ପାଖେ ଆସିଥିବା ଲୋକଙ୍କ ଭୁଲ୍ ରେ ମଧ୍ୟ ଅପମାନ କରନ୍ତୁ ନାହିଁ। ଏହା ଦ୍ବାରା ଭଗବାନ ଶିବ ରୁଷ୍ଟ ହୋଇଯାନ୍ତି।

୫- ଗାଈ ବା ଷଣ୍ଢକୁ ମାରିବା

ଶ୍ରାବଣ ମାସରେ କୌଣସି ଗାଈ ଓ ଷଣ୍ଢକୁ ମା-ର-ନ୍ତୁ ନାହିଁ କି ଗୋଡ଼ ମା-ର-ନ୍ତୁ ନାହିଁ। ଏହି ମାସରେ ଘରର ଦ୍ୱାର ପାଖେ ଆସିଥିବା କୌଣସି ଗାଈ କିମ୍ବା ଷଣ୍ଢଙ୍କୁ ମା-ଡ଼ ମା-ରି ତ-ଡ଼ି ଦେବା ମଧ୍ୟ ଅନୁଚିତ୍ ଅଟେ। ବରଂ ସେମାନଙ୍କୁ କିଛି ନା କିଛି ଅବଶ୍ୟ ଖାଇବାକୁ ଦିଅନ୍ତୁ। ଷଣ୍ଢକୁ ମା-ରି-ବା ଅର୍ଥ ଭଗବାନ ଶିବଙ୍କ ସବାରୀ ନନ୍ଦୀର ଅପ-ମାନ କରିବା ସହ ସମାନ ଅଟେ। ଯାହା ଭଗବାନ ଶିବଙ୍କୁ ରୁଷ୍ଟ କରିପାରେ।

୬- ତେଲ ଲଗାଇବା

ଶ୍ରାବଣ ମାସରେ ଶରୀରରେ ବିଲକୁଲ୍ ମଧ୍ୟ ତେଲ ଲଗାଇବା ଉଚିତ୍ ନୁହେଁ। ଏହା ଦ୍ବାରା ଭଗବାନ ଶିବ କ୍ରୋ-ଧି-ତ ହୋଇ ଯାଆନ୍ତି ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ଏହି ମାସରେ ଭୁଲ୍ ରେ ମଧ୍ୟ ଶରୀରର କୌଣସି ଅଙ୍ଗରେ ତେଲ ଲଗାନ୍ତୁ ନାହିଁ। ଭୋଜନ ପାଇଁ ମଧ୍ୟ ଶୁଦ୍ଧ ପାତ୍ରର ବ୍ୟବହାର କରିବା ଉଚିତ୍।

୭- ମ-ଦ୍ୟ- ପା-ନ

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କୁ ମହାଦେବ ଓ ମହାକାଳ ମଧ୍ୟ କୁହାଯାଏ। ଶ୍ରାବଣ ମାସରେ ଖରାପ କାର୍ଯ୍ୟ କଲେ କିମ୍ବା ଖରାପ ଅଭ୍ୟାସ ଆରମ୍ଭ କଲେ ଭଗବାନ ଶିବ କେବେ ମଧ୍ୟ କ୍ଷମା କରନ୍ତି ନାହିଁ। ସେଥିପାଇଁ ଶ୍ରାବଣ ମାସରେ ମ-ଦ୍ୟ- ପା-ନ କରନ୍ତୁ ନାହିଁ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *