Vastu Shastra- ବିବାହ ପରେ ଝିଅ ମାନେ ବାପଘରୁ ଏହି 3 ଟି ଜିନିଷ ଭୁଲରେ ବି ଆଣିବେନି, ସ୍ଵାମୀ ହେଇଯାଏ ବର୍ବାଦ, ବିବାହିତା ମାନେ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସବୁ ବାପା ଓ ମା ଙ୍କ ବହୁତ ବଡ ଇଚ୍ଛା ଥାଏ କି ତାଙ୍କ ଝିଅକୁ ଭଲ ଘର ଓ ଭଲ ବର ଦେଖିକରି ବିବାହ କରାଇବେ । ସେଥିପାଇଁ ଝିଅ ବିବାହ ପାଇଁ ଉପଯୁକ୍ତ ହେଲା ମାତ୍ରେ ଝିଅର ବିବାହ ପାଇଁ ବର ଖୋଜିବା ଆରମ୍ଭ ହୋଇଯାଇଥାଏ । ଝିଅ ବିବାହ ହେଲା ପରେ ଝିଅ ତଥା ଝିଅର ଶାଶୁ ଘର ଲୋକଙ୍କ ପାଇଁ ଝିଅ ଘର ଲୋକମାନେ ବିଶେଷ କିଛି ଜିନିଷ ଉପହାର ସ୍ୱରୂପ ଦେଇଥାନ୍ତି । ଏହି ବିବାହର ମାଙ୍ଗଳିକ ମୂହୁର୍ତ୍ତରେ ଆପଣଙ୍କୁ କିଛି କଥା ପ୍ରତି ଧ୍ୟାନ ଦେବା ପାଇଁ ପଡିବ ।

ଆପଣଙ୍କ ଝିଅ ବାହା ହୋଇ ଶାଶୁ ଘରକୁ ଯିବା ସମୟରେ କେବେ ହେଲେ ଭୁଲରେ ଏହି ଜିନିଷ ଝିଅକୁ ଦେଇ ଶାଶୁ ଘର ବିଦା କରିବା ଉଚିତ ହୋଇନଥାଏ । ଝିଅକୁ ଶାଶୁଘରକୁ ବିଦା ସମୟରେ ବ୍ୟବହାର ହୋଇଥିବା ସିନ୍ଦୁର କିମ୍ବା ଗୋଡ ମୁଦି କେବେ ଦେବା ଉଚିତ ହୋଇନଥାଏ । ଏହାଦ୍ବାରା ଝିଅର ଅମଙ୍ଗଳ ହୋଇଥାଏ । ଭଗବାନ ଗଣେଶ ବିଘ୍ନ ନାଶକ ହୋଇଥାନ୍ତି ।

ସମସ୍ତ ଭକ୍ତଙ୍କର ବାଧା ବିଘ୍ନ ଭଗବାନ ଦୂର କରିଥାନ୍ତି । ସେଥିପାଇଁ ଝିଅ ବିଦା ହେବା ସମୟରେ ବହୁତ ଲୋକ ଝିଅକୁ ଉପହାର ସ୍ୱରୂପ ଭଗବାନ ଗଣେଶଙ୍କର ଫୋଟ କିମ୍ବା ମୂର୍ତ୍ତି ଦେଇଦେଇଥାନ୍ତି । ଏଠାରେ ଜାଣି ରଖିବା ଉଚିତ ମା ଲକ୍ଷ୍ମୀ ଓ ଭଗବାନ ଗଣେଶ ଦୂହିଁଙ୍କର ଏକା ସାଙ୍ଗରେ ରହିବା ଦ୍ଵାରା ହିଁ ଘରକୁ ଧନ ଆସିଥାଏ । ଘରର ଝିଅ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ଧରା ଯାଇଥାଏ ।

ତେଣୁ ଯେତେବେଳେ ଆପଣ ଝିଅ ବିଦା କରୁଛନ୍ତି ସେତେବେଳେ ଯଦି ଝିଅକୁ ଗଣେଶ ଦେଇ ବିଦା କରିବେ । ତେବେ ଝିଅର ବାପ ଘର ଲୋକଙ୍କୁ ଧନହାନୀ ହେବ । ସେଥିପାଇଁ ଏଭଳି ଭୁଲ୍ କେବେ ମଧ୍ୟ କରିବା ଉଚିତ ନୁହେଁ । ଯଦି ଆପଣ ଏପରି ଭୁଲ କରିଦେଇଛନ୍ତି । ତେବେ ଆପଣଙ୍କ ବାହା ହୋଇଥିବା ସେହି ଝିଅ ଏକ ଗଣେଶ ମୂର୍ତ୍ତି ଆପଣଙ୍କୁ ଉପହାର ରୂପେ ଦେବେ  ତାହେଲେ ଆପଣ ଏହି ଖରାପ ଅବସ୍ଥାରୁ ମୁକୁଳି ପାରିବେ ।

ନଚେତ ଆପଣ ଚାହିଁଲେ ଭଗବାନ ଗଣେଶଙ୍କର ଅନ୍ୟ ଏକ ନୂଆ ମୂର୍ତ୍ତି ମଧ୍ୟ ଆଣି ଘରେ ସ୍ଥାପନ କରିପାରିବେ । ଯେଉଁ ଗଣେଶଙ୍କର ମୂର୍ତ୍ତି ଘରକୁ ଆଣିବେ ତାଙ୍କ ଶୁଣ୍ଢ ବାମ ଦିଗକୁ ହୋଇଥିବା ଦରକାର । ଗଣେଶଙ୍କର ହାତରେ ଲଡୁ ଓ ପାଖରେ ମୂଷା ରହିଥିବା ନିହାତି ଦରକାର । ଆପଣ ଯଦି କାହାକୁ ତୋଫା ସ୍ୱରୂପ ଗଣେଶଙ୍କର ମୂର୍ତ୍ତି ଦେବାକୁ ଚାହୁଁଛନ୍ତି ତେବେ ଦେଇପାରିବେ କିନ୍ତୁ ଏକା ସହିତ ମା ଲକ୍ଷ୍ମୀ ଓ ଗଣେଶଙ୍କର ମୂର୍ତ୍ତି କେବେ ମଧ୍ୟ ଦେବାର ଭୁଲ୍ କରିବେ ନାହିଁ ।

ଏହା କରିବା ଦ୍ଵାରା ଆପଣ କାଙ୍ଗାଳ ହୋଇପାରନ୍ତି । ବିବାହିତ ଝିଅଙ୍କୁ ଧଳା ରଙ୍ଗର ଶାଢୀ କିମ୍ବା ଡ୍ରେସ୍ କେବେ ମଧ୍ୟ ଦେବା ଉଚିତ ହୋଇନଥାଏ । ଏହା କରିବା ଦ୍ଵାରା ଝିଅର ସ୍ଵାମୀର ଅମଙ୍ଗଳ ହୋଇବ । ଏହା ସହ ଚାବି, ଛୁରି ଓ ଝାଡୁ ଏପରି ଜିନିଷ ଝିଅକୁ ଦେବା ଉଚିତ ହୋଇନଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *