Astrology-ଯଦି ଆପଣଙ୍କ ରାଶି କୁମ୍ଭ ରାଶି ! ତେବେ ଅକ୍ଟୋବର ମାସରେ ହେବାକୁ ଯାଉଥିବା ବଡ ପରିବର୍ତ୍ତନ ବିଷୟରେ ଜାଣି ରଖନ୍ତୁ…           

ନମସ୍କାର ବନ୍ଧୁଗଣ ,   ଆଜି ଆମେ ଜାଣିବା ଗ୍ରହମାନଙ୍କ ଗୋଚର କୁ ଏହି ବର୍ଷ ର କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ବିଷୟରେ । ଅକ୍ଟୋବରରେ କୁମ୍ଭ ରାଶି ର ବ୍ୟକ୍ତିମାନଙ୍କ ଜୀବନ ରେ ନବ ଗ୍ରହମାନଙ୍କ ସ୍ଥିତି କିଛି ଏପରି ପ୍ରକାରର ରହିବା । ରାଶିର ମାଲିକ ଅଟନ୍ତି ଶନିଦେବ , ଦ୍ଵିତୀୟରେ ବିରାଜିତ ଅଛନ୍ତି ସୂର୍ଯ୍ୟଙ୍କ ସହିତ ବୃହସ୍ପତି ଓ ଆପଣଙ୍କ ତୃତୀୟ ଶୁକ୍ର , ରହୁ ଏବଂ  ବୁଧ ଦେବ ।

ଆପଣଙ୍କ  ପଞ୍ଚମ ରେ ମଙ୍ଗଳ , ନବମ ରେ କେତୁଦେବ । ତେଣୁ ସବୁଠୁ ପ୍ରଥମେ ଆମେ ଜାଣିବା ଆପଣଙ୍କ ସ୍ଵାସ୍ଥ ସମ୍ବନ୍ଧରେ । କୁମ୍ଭ ରାଶି ର ବ୍ୟକ୍ତିମାନଙ୍କ ପ୍ରଥମରେ ଶନିଦେବ ଉଦୟ ହେଇଥିବାରୁ ଆପଣଙ୍କୁ ସ୍ଵାସ୍ଥ ଜନିତ ସମସ୍ୟା ଦେଖାଯିବ ନାହିଁ , ମାତ୍ର ବୁଧ ରାହୁଙ୍କ ସହିତ ରହିବା ଦ୍ଵାରା ଆପଣଙ୍କୁ ଚର୍ମ ଜନିତ ରୋଗ ହେବାର ସମ୍ଭାବନା ରହିଥାଏ । ସେଥିପାଇ ଆପଣଙ୍କୁ ଏହି ମାସ ରେ ସାମାନ୍ୟ ଧ୍ୟାନ ଦେବାକୁ ପଡିଥାଏ ଖାଇବା ପିଇବା ଏବଂ ଚର୍ମ ଉପରେ ।

ଶନିଦେବ ଆପଣଙ୍କ ଇମ୍ମୁନିଟି ସିଷ୍ଟମ କୁ ମଜବୁତ କରୁଛନ୍ତି । ଛାତ୍ର ଛାତ୍ରୀଙ୍କ ପାଇଁ ଏହି ମାସ ବହୁତ କଷ୍ଟକର ରହିଥାଏ । କାରଣ ଆପଣଙ୍କ ତୃତୀୟ ଘରେ ମଙ୍ଗଳଙ୍କ ସହ ବୁଧଙ୍କ ରହିବା ଠିକ ହୋଇନଥାଏ ତେଣୁ ଏହି ମାସ ରେ ଛାତ୍ରମାନେ ଯଦି କୋଣସି ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତି , ଏଥିରେ ସଫଳତା ହେବାର ସମ୍ଭାବନା କମ୍ ରହିଥାଏ ।

କୁମ୍ଭ ରାଶିମାନଙ୍କ ପ୍ରେମ ଜୀବନରେ ଅବୁଝାମଣା ଦେଖାଯିବ , ତେଣୁ ପ୍ରେମ ସମ୍ବନ୍ଧରେ ଉଭୟ ଭଲ ବୁଝାମଣା ରଖିବା ଉଚିତ୍ , ନଚେତ୍ ସାମାନ୍ଯ ବିଷୟ ଆପଣଙ୍କ ପ୍ରେମ ସମ୍ପର୍କକୁ ଭାଙ୍ଗି ଦେଇପାରେ ।  ଏହି ରାଶିମାନଙ୍କ ବୈବାହିକ ଜୀବନ ରେ ବିଶେଷ ପ୍ରଭାବ  ପଡିଛି ସପ୍ତମରେ ସୂର୍ଯ୍ୟଙ୍କ ଆଗମନ ରୁ  ଯେଉଁମାନଙ୍କ  ବୈବାହିକ ଜୀବନ ରେ  ଅସୁବିଧା ରହିଥାଏ ଅକ୍ଟୋବର ମାସର ପରଠାରୁ ସେମାନଙ୍କ ଜୀବନ ସୁଖ ଶାନ୍ତି ରେ ପରିପୂର୍ଣ୍ଣ ହେବାକୁ ଯାଉଛି ।

ଏହି ମାସ ରେ ଆପଣଙ୍କ ଘରେ ବିବାହ ର ପ୍ରସ୍ତାବ ପଡିପାରେ ଏବଂ ତାହା ସଫଳ ବି ହେଇପାରେ । 6 ଅକ୍ଟୋବର  ପରେ ଆପଣଙ୍କ ଆଶା ରହିଥାଏ ତାହା ସଫଳ ହେଇଥାଏ । ଯେକୋଣସି କାମ , ବା ଜିନିଷ ଯନ୍ତ୍ର ଆପଣ କିଣିବାକୁ ଚାହିଛନ୍ତି , ତାହା ଆପଣ ପାଇଁ ବହୁତ ଭଲ ରହିବ । ପରେ ଶୁକ୍ର ଆପଣ ଅତି ଉତ୍ତମ ଫଳ ପ୍ରଦାନ କରିବେ , ଆପଣ ବ୍ୟବସାୟ ବାଣିଜ୍ୟ ରେ ଅର୍ଥ ଉପାର୍ଜନ କରିଥାନ୍ତି ।

ଆପଣଙ୍କ ବୃଦ୍ଧି ରେ ଆପଣ ଲକ୍ଷ୍ୟ କୁ ହାସଲ କରିପାରିବେ , ଯେ କୋଣସି କାର୍ଯ୍ୟ ଆରମ୍ଭ କରିଲେ ମଧ୍ୟ ଦୁଇ ଗୁଣ ଲାଭ ପାଇବେ । ଯେଉଁମାନଙ୍କ ପାଖ ରେ ଚାକିରୀ ନାହିଁ ଏହି ମାସ ରେ ଚାକିରୀ ର ଯୋଗ ବନୁଅଛି । ଆମ ପୋଷ୍ଟ କୁ ଅନ୍ୟମାନଙ୍କୁ ଶେୟାର କରନ୍ତୁ । ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *