Samudrika Shastra- ମହିଳାଙ୍କ ଏହି 5 ଟି ଅଙ୍ଗ ବଡ ଥିଲେ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ

ନମସ୍କାର ବନ୍ଧୁଗଣ , ମୁ ଆଜି ଆପଣମାନକ ପାଖରେ ସ୍ତ୍ରୀମାନକର କିଛି ଏଭଳି ଅଙ୍ଗପ୍ର୍ୟତାଙ୍ଗ ବିଷୟରେ କହିବାକୁ ଚାହେ ତାହା ଦ୍ଵାରେଆ ସେମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଆଜି ଯାଏ ସ୍ତ୍ରୀମାନକୁ ବୁଜିବା ପୁରୁଷ ମାନକ ପାଇଁ ବହୁତ କଷ୍ଟଜନିତ ବିଷୟ ଅଟେ । ମାତ୍ର ୧୮ ବର୍ଷରୁ ପୁରୁଣା ସାମୁଦ୍ରିକ ଶାସ୍ତ୍ରରେ ସ୍ତ୍ରୀ ମାନକ ବିଷୟରେ ଲେଖାଯାଇନେ ଯେ କିନ୍ତୁ ସେମାନକୋ  ଅଙ୍ଗପ୍ର୍ୟତାଙ୍ଗ ବିଷୟରେ ଲେଖାଇଯାଇଛି ।

ସ୍ତ୍ରୀମାନକର ଯଦି ପାଞ୍ଚଟି ଅଙ୍ଗ ବଡ ଥାଏ ତେବେ ସେ ସ୍ତ୍ରୀ ତାର ସ୍ଵାମୀ ଓ ପରିବାର ପାଇଁ ସୌଭାଗ୍ୟଶାଳୀ ଅଟେ । ସାମୁଦ୍ରିକ ଶାସ୍ତ୍ର ସ୍ତ୍ରୀମାନକର  ଅଙ୍ଗ ବିଷୟରେ ବର୍ଣ୍ଣନା କରିଥାଏ । ପ୍ରତେକ ସ୍ତ୍ରୀ ତାର କିଛି ବିଶେଷଗୁଣ ନେଇଥାଏ । ଯାହା ପୁରୁଷକୁ ପସନ୍ଦ ଆସିଥାଏ। ଏବଂ କେଉଁ ଗୁଣ ଓ ସୁନ୍ଦରତା କେଉଁ ପୁରୁଷକୁ ପସନ୍ଦ ଆସିଥାଏ । ଏହି ବିଷୟରେ ସାମୁଦ୍ରିକ ଶାସ୍ତ୍ରର ଲେଖାଯାଇଛି । 

ପ୍ରଥମରେ ହେଉଛି ଲମ୍ବା ଓ ମଜବୁତ ଚୁଟି ଆମେ ସମସ୍ତେ ଜାଣିଛୁ ଯେ ଲମ୍ବା ଚୁଟି ଥିବା ସ୍ତ୍ରୀ ଦେଖିବାକୁ ଅତି ସୁନ୍ଦର ଏହି ପୁରୁଷ ମାନକୁ ଅତି ପସନ୍ଦ ହୋଇଥାଏ । ଏହାବ୍ୟଥିତ ଶାସ୍ତ୍ରରରେ ମଧ୍ୟ  ଲମ୍ବା ଚୁଟି ଥିବା ସ୍ତ୍ରୀମାଙ୍କୁ ପାଦ୍ବିନୀର ଉପାଧି ଦିଆଯାଇଛି । ସେମାନେ  ଉଞ୍ଚକୋଟିର ସ୍ତ୍ରୀ ହୋଇଥାନ୍ତି । ଏମାନେ ସ୍ଵାମୀମାନକ ପାଇଁ ଅତ୍ୟଧିକ ଭାଗ୍ୟଶାଳୀ ହୋଇଥାନ୍ତି ।

ଏହାର ଉଦାହରଣ ହେଉଛି ଭଗବତୀ ଦେବୀ ଇଏ ମଧ୍ୟ ଲୋମଭା ଚୁଟି ସହ ଦେଖାଯାଇଥାନ୍ତି।  ଲମ୍ବା ବେକ ଥିବା ସ୍ତ୍ରୀ ଶୋଭ୍ୟଶାଳୀ ଅଟନ୍ତି । ଏମାନେ ଧନ ସମ୍ପତିର ଓ ସମବୃଦ୍ଧି କୁ ନେଇକି ଆସିଥାନ୍ତି । ତାଙ୍କ ସ୍ଵାମୀ ମଧ୍ୟ ତାଙ୍କ ପାଇଁ ଅତ୍ୟଧିକ ଖୁସି ହୋଇଥାନ୍ତି ।ତ୍ଵିତୀୟ ହେଉଛି ସୁନ୍ଦର  ଆଖି ଥିବା ସ୍ତ୍ରୀ ଏହି ସ୍ତ୍ରୀ କେବଳ ସ୍ଵାମୀ ପାଇଁ ନୁହେ ପୁରା ପରିବାର ପାଇଁ ଶୋଭ୍ୟଶାଳୀ ଅଟେ । ଏଭଳି ସ୍ତ୍ରୀ ଯେକୋଣସି ପରିସ୍ଥିତିରେ ମଧ୍ୟ ପରିବାରକୁ ଭାଙ୍ଗି ନିଜ ସୁବିଚାରରେ ପରିବାରକୁ ଏକଜୁଟ କରି ରଖିଥାଏ ।

ଛୁଆ ପିଲାମାନଙ୍କୁ ଭଲ ସଂସ୍କାର ଦେଇଥାନ୍ତି । ଶାଶୁ ଶଶୁର ମାନକୁ ଓ ପୁରା ପରିବାରର ଦାୟିତ ବହନ କରିଥାନ୍ତି । ଯେଉମାନକର ଜଙ୍ଗ ଚୌଡା ଥାଏ । ସେମାନେ ଅତି ଶୋଭାଗ୍ୟଶାଳୀ  ଅଟନ୍ତି । ଏହି ଦ୍ଵାରା ସ୍ଵାମୀର ଧନ , ଘର ଓ ସମ୍ପତି ବୃଦ୍ଧି ହେଇଥାଏ । ଯେଉ ମାନକ ପାଦ ଭୂମି କୁ ସ୍ପର୍ଶ କରିଥାଏ । ସେଇ ସ୍ତ୍ରୀମାନେ ଘର ପରିବାର ସହିତ ସ୍ଵାମୀ ପାଇଁ ମଧ୍ୟ ଶୋଭାଗ୍ୟଶାଳୀ ଅଟନ୍ତି।

ଏହା ଛଡା ଆଗୁଳିର ମଧ୍ୟ ଆକାର ଚିକଣ ଥିବା ସ୍ତ୍ରୀକୁ ଭାଗ୍ୟଶାଳୀ କୁହାଯାଇଥାଏ । ଶେଷ ରେ ହେଉଛି ଲମ୍ବା ନାକ ଥିବା ସ୍ତ୍ରୀ ଏମାନେ ଶାନ୍ତ ଓ ଭଲ ସ୍ଵୋଭାବ ଜନିତ ହୋଇଥାନ୍ତି । ଏମାନେ ଯେକୋଣସି ପରିସ୍ଥିକୁ ନ ଢରି ଆଗକୁ ଯିବାର କ୍ଷମତା ରଖିଥାନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଓ ସୋବ୍ସ୍କୃବ କରନ୍ତୁ ।

Leave a Reply

Your email address will not be published. Required fields are marked *