Health Tips- ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କ କାଶ, ଥଣ୍ଡା, ଜ୍ୱର ଗୋଟେ ଦିନରେ ଭଲ ହୋଇଯିବ, ପିଅନ୍ତୁ ଏହି କାଢା

ବନ୍ଧୁଗଣ ଥଣ୍ଡା, କାଶ ପିଲାଙ୍କ ଠାରୁ ଆରମ୍ଭ କରି ବୁଢା ଯାଏଁ ସମସ୍ତେ ପୀଡିତ ହୋଇଥାନ୍ତି । କିଛି ଲୋକଙ୍କୁ ଶିତ ଦିନରେ ଏହି ସମସ୍ଯା ଲାଗି ରହିଥାଏ । ଏମିତିରେ ବାରମ୍ବାର ମେଡ଼ିସିନ ନେବା ଦ୍ଵାରା ଆମ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଏହି ସବୁ ମେଡ଼ିସିନର ଅନେକ ସାଇଡ ଇଫେକ୍ଟ ମଧ୍ୟ ରହିଥାଏ । ଖାସ କରି କୋଟ ପିଲା ଓ ବୃଦ୍ଧଙ୍କୁ ବାରମ୍ବାର ମେଡ଼ିସିନ ଦେଲେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଖାରପ ପ୍ରଭାବ ପଡିଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛୁ ଯାହାର ପ୍ରୟୋଗ ଦ୍ଵାରା ଥଣ୍ଡା, କାଶ ରୁ ଆରାମ ମିଳିଥାଏ । ଏହି ରେମେଡି ବନାଇବା ଏପାଇଁ ଏକ ପାତ୍ରରେ ଏକ ଗ୍ଳାସ ପଣି ନିଅନ୍ତୁ । ପାଣି ଗରମ ହେବା ପରେ ଏଥିରେ 10ରୁ 12ଟି ଗୋଲମରୀଚ ପକାନ୍ତୁ । ଗୋଲମରୀଚ ଗଳା ପାଇଁ ବହୁତ ଭଲ ରେମେଡି ଅଟେ । ଗୋଲମରିଚକୁ ଅଳ୍ପ ଛେଚି ଏଥିରେ ପକାନ୍ତୁ । ଏହା ଇମ୍ୟୁନିଟି ସିଷ୍ଟମକୁ ବଢାଇଥାଏ । ଏହା ପରେ 2ଟି ଲବଙ୍ଗକୁ ଅଳ୍ପ ଛେଚି ପାଣିରେ ପକାନ୍ତୁ ।

ଏହା ପରେ ଏକ ଚାମଚ ଜୁଆଣୀ ମିଶାନ୍ତୁ ଯାହା ଥଣ୍ଡା, କାଶ, କା ରୁ ତୁରନ୍ତ  ଆରାମ ଦେଇଥାଏ । ଏହା ପରେ ଅଧ ଚାମଚ ସୁଣ୍ଠି ପାଉଡର ମିଶାନ୍ତୁ । ଅଦା ଥଣ୍ଡା, କାଶ ପାଇଁ ବହୁତ ଲାଭଦାୟକ ଅଟେ । ଏବେ ଆପଣ ଏଥିରେ 5ରୁ 6ଟି ତୁଳସୀ ପାତ୍ର ମିଶାନ୍ତୁ । ଯାହା ଥଣ୍ଡା, କାଶ, କମେଇବା ସହ ଇମ୍ୟୁନିଟି ପାୱାର ବଢାଇଥାଏ ।

ପରେ ଏଥିରେ ଆଡ କରନ୍ତୁ କଞ୍ଚା ହଳଦୀ ଏକ ଚାମଚ । ଏହା ଦ୍ଵାରା କଫ, କାଶରୁ ଆରମ ମିଳିବ । ଏହା ପରେ କିଛି ଗୁଡ ଆଡ କରନ୍ତୁ ଯାହା ଗଲା ଜନିତ ସମସ୍ଯା ଦୂର କରିଥାଏ । ଶିତ ଦିନରେ ଏହାର ପ୍ରୟୋଗ କରିଲେ ଥଣ୍ଡା, କାଶ, ଜ୍ଵର ଭଳି ସମସ୍ଯା କେବେ ବି ହେବ ନାହି । ଗୁଡର ସ୍ଵାଦ କାରଣରୁ ଏହି ରେମେଡି ଟେଷ୍ଟି ହୋଇଥାଏ ।

ଏହା ପରେ ଆପଣ ଏଥିରେ 2ଟି ଗୁଜୁରାତି ହାଲକା ଛେଚି ମିଶାନ୍ତୁ । ଏହି ସବୁ ଜିନିଷକୁ ଭଲରେ ମିକ୍ସ କରି ଫୁଟାନ୍ତୁ । ଏହି ପାଣି ଅଧା ଗ୍ଳାସ ହେବ ଯାଏଁ ଏହାକୁ ଫୁଟାନ୍ତୁ । ଏହା ପରେ ଅନ୍ୟ ଏକ ପାତ୍ର କୁ ଛାଣି ନିଅନ୍ତୁ । ଏହି କାଢା କୁ ଯଦି ଆପଣ ବୁଢା ଲୋକଙ୍କୁ ଦେଉଛନ୍ତି ତେବେ ଦିନକୁ 2 ଥର ଦୁଇ ଚାମଚ ଏହାର ସେବନ କରି ପାରିବେ ।

ଯଦି ଛୋଟ ପିଲା ମାନଙ୍କୁ ଦେଉଛନ୍ତି ତେବେ ଦିନକୁ 2 ଥର ଏକ ଚାମଚ ଏହାର ସେବନ କରନ୍ତୁ । ବଜାର ରେ ମିଳୁଥିବା ମେଡ଼ିସିନ ଅପେକ୍ଷା ଏହି ରେମେଡି ବହୁତ ଅଧିକ ଫାଇଦା ଦେଇଥାଏ । ଏହା ଦ୍ଵାରା ଆପଣଙ୍କୁ କିଛି ସାଇଡ ଇଫେକ୍ଟ ହେବ ନାହି । 2ରୁ 3 ଦିନ ଏହାକୁ ଆପଣ ଷ୍ଟୋର କରି ରଖିପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *