ଭଗବାନଙ୍କ ଆଗରେ ମୁଣ୍ଡ ନୂଆଁଇବା ଦ୍ଵାରା କ’ ଣ ପ୍ରାପ୍ତ ହୋଇଥାଏ ? ଜାଣନ୍ତୁ ଭଗବାନଙ୍କୁ ପ୍ରଣାମ କରିବାର ରହିଛି କେଉଁ ଆଧ୍ୟାତ୍ମିକ ମହତ୍ଵ !

କିଛି ହୃଦୟକୁ ଛୁଉଁ ଥିବା ସତ୍ୟ ବଚନ, ଯାହା ଜାଣିଲେ ନିଜେ କହିବେ ଏତେ ଭଲ କଥା ଆଗରୁ କାହିଁ କେହି କହିଲେ ନାହିଁ? । ଏମିତି କିଛି ଜ୍ଞାନ ରହିଛି, ତାହା ଖରାପକୁ ବି ଭଲରେ ଖରାପ ଦେଖାଯାଇଥାଏ, ଭଲ କୁ ବି ଖରାପରେ ଭଲ ଦେଖାଯାଇଥାଏ । ସବୁ ଦେଖିବାର ଭାବନାର ଖେଳ ଅଟେ । ଯିଏ ଯେପରି ତାକୁ ସେହିପରି ଦେଖାଯାଇ ଥାଏ । ସୃଷ୍ଟି କେବେବି ବଦଳି ଯାଉ ଆମେ କେବେବି ସୁଖୀ ହୋଇପାରିବାନି । କିନ୍ତୁ ଦୃଷ୍ଟି ଅଳ୍ପବି ବଦଳି ଯାଉ ଆମେ ସୁଖୀ ହୋଇ ପାରିବା ।

ଏପରି କୁହ କି ସମସ୍ତେ ଶୁଣିବାକୁ ଚାହଁନ୍ତୁ, ଏପରି କୁହ କି ତୁମକୁ ଶୁଣିବାକୁ ଚାହାଁନ୍ତି । କାହାକୁବି ପରଖିବା ବଦଳରେ ବୁଝିବାକୁ ଚେଷ୍ଟା କର । ଯଦି ଶିଖିବାର ଅଛି ତ କଲମ ଠାରୁ ଶିଖ । ଜେବେବି ଚାଲିଥାଏ ତ ମୁଣ୍ଡ ନୁଆଇଁ କରି ଚାଲିଥାଏ । ଏପରି କମାଅ ନାହିଁ କି ପାପହୋଇ ଯାଉ । ଏପରି ଖର୍ଚ୍ଚ କରନାହିଁ କି ଋଣ ହୋଇଯାଉ । ଏପରି ଚାଲନାହିଁ କି ବିଳମ୍ବ ହୋଇଯାଉ । ଏପରି ଭାବନାହିଁ କି ଚିନ୍ତା ହୋଇଯାଉ ।

ଜଣେ ନାସ୍ତିକ ଜଣେ ଆସ୍ତିକ କୁ କହିଲା ଯଦି ଭଗବାନଙ୍କ ଠାରେ ବହୁତ ଭରସା ଅଛି ନା ଜା ଗୋଟିଏ ପାହାଡ଼ରୁ ତଳକୁ ଡେଇଁପଡ । ଦେଖିବା ତୋର ଭଗବାନ ତତେ ବଂଚାଉ ଅଛି କି ନାହିଁ । ଆସ୍ତିକ ବହୁତ ସୁନ୍ଦର ଉତ୍ତର ଦେଲେ ଏହା ମୋର ଭଗବାନ ଙ୍କର କାମ ଅଟେ କି ସେ ମୋତେ ରକ୍ଷା କରନ୍ତୁ । ଏହା ମୋର କାମ ନୁହେଁ କି ମୁଁ ତାଙ୍କୁ ରକ୍ଷାକରେ ।

ଥରେ ଜଣେ ବ୍ୟକ୍ତି ସନ୍ଥ କୁ ପଚାରିଲା ଆମେ ଭଗବାନଙ୍କ ଆଗରେ କାହିଁକି ମୁଣ୍ଡ ନୂଆଇଥାନ୍ତି । ତ ସନ୍ଥ ବହୁତ ଭଲ ଉତ୍ତର ଦେଲା । ଆମର ଚିନ୍ତା ଆମର ମୁଣ୍ଡରେ ରହିଥାଏ । ଓ ଯେବେ ଆମେ ଭଗବାନଙ୍କର ଆଗରେ ମୁଣ୍ଡ ନୁଆଇଁ କରି ପ୍ରଣାମ କରିଥାଆନ୍ତି ସେ ସବୁ ଚିନ୍ତା ଆମ ମୁଣ୍ଡରୁ ଭଗବାନଙ୍କର ଚରଣକୁ ଚାଲିଯାଇଥାଏ । ଓ ଆମେ ଚିନ୍ତା ର ବୋଝରୁ ମୁକ୍ତ ହେଇଯାଇ ଥାଉ । ଚେଷ୍ଟା କରିବାରେ କେବେ ବି ଭାଙ୍ଗି ପଡନ୍ତୁ ନାହିଁ ।

ଚେଷ୍ଟା ନାହିଁ ତ ପ୍ରତିଷ୍ଠା ନାହିଁ । ଓ ବିରୋଧ ନାହିଁ ତ ପ୍ରଗତି ନାହିଁ । ଏ କଥା ସବୁବେଳେ ମନେ ରଖନ୍ତୁ ଜୀବନ ବନ୍ଧୁ ସହିତ ମପାଯାଇଥାଏ । ତର୍କ ଶତ୍ରୁଙ୍କ ସହିତ ମପାଯାଇ ଥାଏ । ଖୁସିତ ଅଳ୍ପ ସମୟ ପାଇଁ ସାଥି ଦେଇଥାଏ । କିନ୍ତୁ ଧର୍ଜ୍ୟ ସବୁବେଳ ପାଇଁ ସାଥି ଦେଇଥାଏ । ଆତ୍ମା, ପରମାତ୍ମା ଓ ମହାତ୍ମା ଏହି ତିନୋଟି ଶବ୍ଦ ମା ବିନା ଅଧୁରା ଅଟେ । ପ୍ରତେକ ନାରୀ ର ସଂମାନ କର । ଏଥି ପାଇଁ ନୁହକି ସେ ଜଣେ ନାରୀ ଅଟେ । ପରନ୍ତୁ ଏହା ପ୍ରମାଣ କରିବା ପାଇଁ କି ଆପଣଙ୍କର ଯତ୍ନ ଜଣେ ଭଲ ମା ହିଁ କରିଅଛି ।

ଏ ଜୀବନ ଅଟେ ବନ୍ଧୁ କ୍ଷଣ କ୍ଷଣ ରେ ସରିବ । ପାଇବାକୁ କିଛି ନୁହେଁ ନେବା ପାଇଁ କିଛି ନୁହେଁ । ତଥାପି କାହିଁକି ଚିନ୍ତା କରିଥାଅ । ଏଥିରେ କେବଳ ଜୀବନର ବହୁତ ଭଲ ମୁହୂର୍ତ ସାରିଯାଇଥାଏ । ହେ ଜୀବନ କ୍ଷଣ କ୍ଷଣ ରେ ସରିଯାଇଥାଏ ।ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *