ଭଗବାନ ଶିବଙ୍କ 6 ଟି ଶୁଭ ସଂକେତ ! କଣ ଆପଣଙ୍କୁ ବି ମୁଳୁଛି ଏମିତି ସଙ୍କେତ ତ ବଦଳିଯିବ ଆପଣଙ୍କ ଭାଗ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭଗବାନ ହେଉଛି ଅନ୍ତରଜ୍ୟାମୀ । ଭଗବାନଙ୍କର ଉପରେ ପ୍ରତ୍ଯେକଟି ଲୋକଙ୍କର ଭରସା ରହିଥାଏ । ସେଥିପାଇଁ ସବୁ ଲୋକ ପ୍ରଭୁଙ୍କ ପୂଜା ଅର୍ଚନା କାର୍ଯ୍ୟରେ ନିଜକୁ ଲିପ୍ତ କରି ରଖିଥାନ୍ତି । ଯଦି ଆପଣଙ୍କୁ ମଧ୍ୟ ମଧ୍ୟ ଭଗବାନଙ୍କର ଏପରି କିଛି ସଂକେତ ମିଳୁଛି । ତେବେ ଆପଣଙ୍କ ସାଥିରେ ଭଗବାନଙ୍କର ଶୁଭ ଦ୍ରୁଷ୍ଟି ରହିଛି । ଆପଣଙ୍କର ପ୍ରତ୍ଯେକଟି ମୂହୁର୍ତ୍ତରେ ସାଥ୍ ଦେବା ପାଇଁ ପ୍ରଭୁ ଭୋଳାନାଥ ଆପଣଙ୍କ ସହିତ ରହିଛନ୍ତି ।

ବ୍ୟକ୍ତିକୁ ପ୍ରଭୁଙ୍କର ପ୍ରଥମ ସଙ୍କେତ ହେଉଛି । ଯଦି କୌଣସି ବ୍ୟକ୍ତି ସ୍ଵପ୍ନରେ ଶିବ ଳିଙ୍ଗ ଦେଖିଥାଏ । ତେବେ ସେହି ବ୍ୟକ୍ତିର ସବୁ ସମସ୍ଯାର ଅନ୍ତ ହେବାର ସମୟ ଆସିଯାଇଛି ବୋଲି ଭଗବାନ ତାଙ୍କୁ ଏହି ସଂକେତ ମାଧ୍ୟମରେ ଜଣାଇ ଦେଇଥାନ୍ତି । ଯଦି ଆପଣ ମଧ୍ୟ ଶିବଳିଙ୍ଗ ସ୍ଵପ୍ନରେ ଦେଖିଥାନ୍ତି । ତେବେ ସକାଳୁ ମନ୍ଦିର ଯାଇ ବେଳ ପତ୍ର ଓ କ୍ଷୀର ଭଗବାନ ଶିବଙ୍କୁ ଅର୍ପଣ କରି ନିଜର ମନସ୍କାମନା ଜଣାଇଦେବା ଉଚିତ ।

ଦିତୀୟରେ ଯଦି ବ୍ୟକ୍ତି ସ୍ଵପ୍ନରେ ଶିବାଳୟ ଅର୍ଥାତ ଶିବଲିଙ୍ଗ ସ୍ଵପ୍ନରେ ଦେଖିଥାଏ । ତେବେ ସେହି ବ୍ୟକ୍ତିର ଶୁଭ ସମୟର ଆସିଯିବାର ଆଗାମୀ ଶୁଭ ସୂଚନା ବ୍ୟକ୍ତିକୁ ମିଳିଥାଏ । ଏହା ଜାଣି ରଖିବା ଉଚିତ କି ଭଗବାନ ଭୋଳାନାଥଙ୍କର ଆଶ୍ରୀବାଦ ଆପଣଙ୍କ ସାଥିରେ ରହିଅଛି ।

ତୃତୀୟରେ ଯଦି ସ୍ଵପ୍ନରେ ସାପର ସ୍ଵପ୍ନ ଦେଖୁଥାନ୍ତି । ଏହା ମଧ୍ୟ ଶୁଭ ସଂକେତ ଅଟେ । ଆପଣଙ୍କର ରହୁଥିବା ଧନ ଜନିତ ସମସ୍ଯାକୁ ପ୍ରଭୁ ଭୋଳାନାଥ ଦୂର କରିବେ । ଚତୁର୍ଥରେ ଯଦି ମନ୍ଦିରର ପୂଜାରୀ, କାହା ଠାରୁ ପ୍ରସାଦ ଗ୍ରହଣ କରୁଛନ୍ତି ।

ତେବେ ଏହା ମଧ୍ୟ ଶୁଭ ସୂଚନା ହୋଇଥାଏ । ଏହା ଘରର ଆର୍ଥିକ ସ୍ଥିତିରେ ଉତ୍ତମ ଫଳ ଦେବାର ସଂକେତ ହୋଇଥାଏ । ପଞ୍ଚମରେ ଯଦି ସ୍ଵପ୍ନରେ ଆପଣ ପାହାଡରେ ଚଢୁଥିବାର ଦେଖିବାକୁ ପାଆନ୍ତି ଓ ଆପଣଙ୍କୁ ପାହାଡ ଚଢିବାରେ ଏକ ବ୍ୟକ୍ତି ସାହାଜ୍ଯ କରୁଛି । ଏହା ମଧ୍ୟ ଦର୍ଶାଇଥାଏ କି ପ୍ରଭୁ ଭୋଳାନାଥଙ୍କର କୃପା ଦ୍ରୁଷ୍ଟି ଆପଣଙ୍କର ଉପରେ ରହିଛି ।

ଷଷ୍ଠରେ ଯଦି ସ୍ଵପ୍ନରେ ଗାଈ କିମ୍ବା ଗାଈ କ୍ଷୀର ଦେବାର ଦେଖିଥାନ୍ତି । ତେବେ ମଧ୍ୟ ପ୍ରଭୁଙ୍କ କୃପା ଆପଣଙ୍କର ଉପରେ ରହିଅଛି । ଏହା ସହିତ ଭଗବାନ ପ୍ରତ୍ଯେକଟି ମୂହୁର୍ତ୍ତରେ ଆପଣଙ୍କର ସାଥିରେ ରହିଛନ୍ତି । ତେଣୁ ଆପଣ ତାପର ଦିନ ସକାଳୁ ଉଠି ଭଗବାନ ଭୋଳାନାଥଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ଉଚିତ ।

ଏହା ସହିତ ଭଗବାନଙ୍କୁ ବେଳ ପତ୍ର ଓ କ୍ଷୀର ଅର୍ପଣ କରିବା ଉଚିତ । କାରଣ ଏହା ଭଗବାନଙ୍କର ଅତ୍ୟନ୍ତ ପ୍ରିୟର ଜିନିଷ ଅଟେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *