ବର୍ତ୍ତମାନ ଭାରତର ଶିକ୍ଷାମନ୍ତ୍ରୀ କିଏ ଅଛନ୍ତି ? GK Question with answer

ବନ୍ଧୁଗଣ ଆମ ଦେଶ ଦୁନିଆରେ ଅନେକ ସାରା ଗୁରୁତ୍ଵପୂର୍ଣ୍ଣ କଥା ରହିଛି । ଯାହାର ଜ୍ଞାନ ଆମ ପାଖରେ ରହିବା ନିତାନ୍ତ ଜରୁରୀ ହୋଇଥାଏ । କାରଣ ଜ୍ଞାନର ଆବଶ୍ୟକା ସମସ୍ତ କ୍ଷେତ୍ରରେ ଦରକାର ପଡିଥାଏ । ଯେଉଁ ବ୍ୟକ୍ତି ପାଖରେ ଅଧିକ ଜ୍ଞାନ ରହିଥାଏ । ସେହି ବ୍ୟକ୍ତି ସବୁ କ୍ଷେତ୍ରରେ ଆଗୁଆ ରହିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଭାରତର କିଛି ପ୍ରମୁଖ ଲୋକଙ୍କର ନାମ ଆଜି ଆମେ ଆପଣଙ୍କୁ ଏହି ସାଧାରଣ ଜ୍ଞାନ ପୋଷ୍ଟ ମାଧ୍ୟମରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହି ବିଷୟରେ ଏଠାରେ ଆଲୋଚନା କରିବା ।

1- ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର;- ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦୀ ।

2- ବର୍ତ୍ତମାନ ଭାରତର ରାଷ୍ଟ୍ରପତି କିଏ ଅଛନ୍ତି ?

ଉତ୍ତର;- ଭାରତର ରାଷ୍ଟ୍ରପତି ହେଉଛନ୍ତି ଦ୍ରୌପଦୀ ମୁର୍ମୁ ।

3- ବର୍ତ୍ତମାନ ଭାରତର ଉପରାଷ୍ଟ୍ରପତି କିଏ ଅଛନ୍ତି ?

ଉତ୍ତର;- ଭାରତର ଉପରାଷ୍ଟ୍ରପତି ହେଉଛନ୍ତି ଏମ୍ ଭେଙ୍କିୟା ନାଇଡୁ ।

4- ବର୍ତ୍ତମାନ ଭାରତର ଅର୍ଥମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର;- ଭାରତର ଅର୍ଥମନ୍ତ୍ରୀ ହେଉଛନ୍ତି ନିର୍ମଳା ସୀତାରମଣ ।

5- ବର୍ତ୍ତମାନ ଭାରତର ବୈଦେଶିକ ମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର;- ଭାରତର ବୈଦେଶିକ ମନ୍ତ୍ରୀ ହେଉଛନ୍ତି ସୁବ୍ରମଣମ ଜୟ ଶଙ୍କର ।

6- ବର୍ତ୍ତମାନ ଭାରତର ଶିକ୍ଷାମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର;- ଭାରତର ଶିକ୍ଷାମନ୍ତ୍ରୀ ହେଉଛନ୍ତି ରମେଶ ପୋଖରିୟାଲ ନିଶାଙ୍କ ।

7- କେଉଁଟି ଦୁଇ ଅଙ୍କ ବିଶିଷ୍ଟ ସବୁଠାରୁ ବଡ ସଂଖ୍ୟା ?

ଉତ୍ତର;- 99 ହେଉଛି ଦୁଇ ଅଙ୍କ ବିଶିଷ୍ଟ ସବୁଠାରୁ ବଡ ସଂଖ୍ୟା ।

8- କେଉଁଟି ସବୁଠାରୁ ଛୋଟ ଯୁଗ୍ମ ସଂଖ୍ୟା ?

ଉତ୍ତର;- 2 ହେଉଛି ସବୁଠାରୁ ଛୋଟ ଯୁଗ୍ମ ସଂଖ୍ୟା ।

9- କେଉଁଟି ସବୁଠାରୁ ଛୋଟ ଅଯୁଗ୍ମ ସଂଖ୍ୟା ?

ଉତ୍ତର;- 1 ହେଉଛି ସବୁଠାରୁ ଛୋଟ ଅଯୁଗ୍ମ ସଂଖ୍ୟା ।

10- କିଏ ପ୍ରବୋଧ ଭାରତ ପତ୍ରିକା ଆରମ୍ଭ କରିଥିଲେ ?

ଉତ୍ତର;- ସ୍ଵାମୀ ବିବେକାନନ୍ଦ ପ୍ରବୋଧ ଭାରତ ପତ୍ରିକା ଆରମ୍ଭ କରିଥିଲେ ।

11- ବର୍ତ୍ତମାନ ଭାରତର ରେଳମନ୍ତ୍ରୀ କିଏ ଅଛନ୍ତି ?

ଉତ୍ତର;- ଭାରତର ରେଳମନ୍ତ୍ରୀ ହେଉଛନ୍ତି ଅଶ୍ଵିନୀ ବୈଷ୍ଣବ ।

ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ବହୁ ମାତ୍ରାରେ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *