ଆପଣ ମଧ୍ୟ କାହାକୁ ଦେଇ ବସିଛନ୍ତି କି ଆପଣଙ୍କର ହୃଦୟ ! ଜାଣନ୍ତୁ କେଉଁ ବୟସରେ ମିଳିବ ଆପଣଙ୍କର ପ୍ରକୃତ ପ୍ରେମ…True Love

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ କ୍ରେଜି ମାଇଣ୍ଡ ଗେମ୍। ଏହି ଗେମ୍ ଦ୍ୱାରା ଆମେ ଆପଣ ମାନଙ୍କୁ ଆପଣଙ୍କ ବାହାଘର କେତେ ବୟସ ରେ ହେବ କହିଦେଇ ପାରିବୁ। ଏଥିପାଇଁ ଆପଣଙ୍କୁ ୧୦ଟି ପ୍ରଶ୍ନ ର ଉତ୍ତର ଦେବାକୁ ପଡିବ । ଯଦି ଆପଣ ଏହି ପ୍ରଶ୍ନ ଗୁଡିକ ଅନୁସାରେ ଆମକୁ ସଠିକ ଉତ୍ତର ଦେବେ ତେବେ ଆମେ ଆପଣଙ୍କୁ ଆପଣଙ୍କର ବିବାହ କେତେ ବୟସ ରେ ହେବ ତାହା ଆମେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।
୧- କଣ ଆପଣ ଙ୍କୁ କେବେ ପ୍ରେମ ହୋଇଛି ?

 


1-ନା-୧
2-ହଁ-୪
3-ବୋଧ ହୁଏ-୨
4- ମୋତେ ଜଣା ନାହିଁ-୩

୨- ଯଦି ଆପଣ ଙ୍କୁ ଟାଇମ ଟ୍ରାଭେଲ ର ସୁଯୋଗ ମିଳେ ତେବେ ଆପଣ କେଉଁଠି କି ଯିବା ପାଇଁ ପସନ୍ଦ କରିବେ
1-ଭବିଷ୍ୟତ-୩
2-ଅତୀତ-୨
3-ଜଣା ନାହିଁ-୧
4- ବର୍ତ୍ତମାନ ରେ ରହିବାର ଅଛି-୪

୩-ନିଜ ବାଲ୍ୟକାଳ କୁ ଗୋଟିଏ ଶବ୍ଦ ରେ ବୟାନ କରନ୍ତୁ।
1-ବହୁତ ଭଲ-୪
2-ଟିକେ ଉଲଝନ-୧
3-ଦୁଃଖୀ-୨
4-ସାଧାରଣ-୩

 

୪- ଆପଣଙ୍କ ଜୀଵନ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଆପଣଙ୍କ ପାଇଁ କଣ?
1-ପାଠ ପଢା-୨
2- ସାଙ୍ଗ ମାନେ-୧
3- ପରିବାର-୪
4- କିଛି ଅନ୍ୟ ଜିନିଷ-୩

୫- ଆପଣ କେତେ ବର୍ଷର ଅଛନ୍ତି।
1-୧୬ ରୁ କମ-୨
2-୧୬-୨୫-୩
3-୨୬-୩୩-୪
4-୩୪ ରୁ ଅଧିକ-୧


୬- କୌଣସି ଏକ ରଙ୍ଗ ବାଛନ୍ତୁ।
1-ନୀଳ-୨
2-ନାଲି-୩
3-ହଳଦିଆ-୪
4-ନାରଙ୍ଗୀ-୧

୭- ଆପଣ ରିଲେସନସିପ ବିଷୟ ରେ କଣ ଭାବନ୍ତି।
1-ଏହା ସବୁ ବେକାର-୧
2-ଏହା ବହୁତ ଦ୍ଵନ୍ଦ ଭରା ଥାଏ-୨
3-ସର୍ଵଦା ସପୋର୍ଟ ମିଳେ-୩
4-ଜୀଵନ ର ଗୁରୁତ୍ୱପୂର୍ଣ୍ଣ ଅଂଶ-୪

୮- ପ୍ରେମ କଣ ଥରେ ହୁଏ ।
1-ନା-୧
2-ହଁ-୩
3-ବୋଧ ହୁଏ-୪
4-ମୁଁ ଜାଣିନି-୨

୯- ଆପଣଙ୍କ ର କେତେ ସାଙ୍ଗ ଅଛନ୍ତି।
1-୧୦ ରୁ କମ-୧
2-୧୦-୨୫-୩
3-ପ୍ରାୟତଃ ୪୦-୨
4-ଗଣି ନାହାନ୍ତି-୪

୧୦- ଆପଣ ନିଜ ଡେଟ ରେ କେଉଁ ଆଡେ ଯିବାକୁ ପସନ୍ଦ କରିବେ।
1- କୌଣସି ରୋମାଣ୍ଟିକ ସ୍ଥାନ-୨
2-ଜଣା ନାହିଁ-୧
3-କ୍ୟାଣ୍ଡେଲ ନାଇଟ ଡିନର-୪
4-ପାର୍କ-୩

ଯଦି ଆପଣଙ୍କୁ ୧୦-୧୫ ପଏଣ୍ଟ ମିଳିଛି ତେବେ ଆଜକୁ ପ୍ରାୟ ୬ ବର୍ଷ ପରେ ଆପଣଂକୁ ନିଜ ଜୀଵନ ସାଥୀ ମିଳିବ।

ଯଦି ଆପଣ ଙ୍କୁ ୧୬-୨୦ ପଏଣ୍ଟ ମିଳିଛି ତେବେ ଆପଣ ଙ୍କୁ ଆଜକୁ ପ୍ରାୟଃ ୫ ବର୍ଷ ପରେ ଜୀଵନ ସାଥି ମିଳି ପାରେ ।

ଯଦି ଆପଣଙ୍କୁ ୨୧-୩୦ ଭିତରେ ପଏଣ୍ଟ ମିଳିଛି ତେବେ ଆପଣ ଙ୍କୁ ପ୍ରାୟଃ ୩ ବର୍ଷ ପରେ ଜୀଵନ ସାଥି ମିଳିବାର ସମ୍ଭାବନା ରହିଛି।

ଯଦି ଆପଣ ଙ୍କୁ ୩୧-୩୫ ଭିତରେ ପଏଣ୍ଟ ମିଳିଛି ତେବେ ଆପଣ ଙ୍କୁ ଦୁଇ ବର୍ଷ ପରେ ଆପଣଙ୍କ ଜୀଵନ ସାଥି ମିଳିବ।

ଯଦି ଆପଣ ଙ୍କୁ ୩୬-୪୦ ଭିତରେ ପଏଣ୍ଟ ମିଳିଛି ତେବେ ଆପଣ ଙ୍କୁ ଆପଣଙ୍କ ଜୀଵନ ସାଥୀ ଏକ ବର୍ଷ ପରେ ମିଳିବ

Leave a Reply

Your email address will not be published. Required fields are marked *