ଯେତେବେଳେ ସ୍ଵପ୍ନରେ ମୃତ ବ୍ୟକ୍ତିଙ୍କୁ ଦେଖନ୍ତି, ତେବେ ଆପଣଙ୍କୁ ମିଳିଥାଏ ଏହି 7 ଟି ବିଶେଷ ସଂକେତ ! Vastu Tips

ନମସ୍କାର ବନ୍ଧୁଗଣ , ମୃତ୍ୟୁ ସମସ୍ତଙ୍କ ପାଇଁ ହୋଇଥାଏ , ଆଜିର ମଣିଷ  କାଲି ଦେଖାଯାଇନଥାଏ । କାରଣ ଏହି ପୃଥିବୀରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ଦିନେ ନା ଦିନେ ଛାଡି କୁ ଯିବାକୁ ପଡିଥାଏ । ମଣିଷ ଜୀବନ କୁ ପାଣି ର ଫୋଟକା ସହିତ ତୁଳନା କରାଯାଇଛି , କାରଣ ତାହା କ୍ଷଣ ରେ ଦେଖାଯାଇ ଅନ୍ୟ ଏକ କ୍ଷଣ ଅଦୃଶ୍ୟ ହୋଇଯାଇଥାଏ ।

ମଣିଷ ଜୀବନ ମଧ୍ୟ ସେହି ପରି ହୋଇଥାଏ । ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ସ୍ଵପ୍ନ ରେ ଆପଣ ପ୍ରିୟ ଯିଏ ମୃତ୍ୟୁବରଣ କରିଛନ୍ତି ସେ ଦେଖାଯାଆନ୍ତି ତେବେ  ସେ ଆପଣଙ୍କୁ କିଛି ସଂକେତ ଦେଇଥାନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ  ଶାସ୍ତ୍ର ରେ କଣ କୁହାଯାଇଛି । ଯଦି ଆପଣଙ୍କୁ କେହି ନିଜାର ରୋଗ ଆକ୍ରାନ୍ତ ହୋଇ ମୃତ୍ୟୁ କୁ ପ୍ରାପ୍ତ କରିଛନ୍ତି ।

ମାତ୍ର ରାତି ନିଦ୍ରା ସମୟରେ ଆପଣଙ୍କୁ ଅସୁସ୍ଥ ଥିବା ସ୍ଵପ୍ନ ଦେଖାଯାଇଥାଏ ତେବେ ଏହାର ଅର୍ଥ ଯେ ସେ ବ୍ୟକ୍ତି ଆଉ ଏକ ନୂତନ ଜନ୍ମ ପ୍ରାପ୍ତ କରିଛନ୍ତି ଏବଂ ସ୍ଵପ୍ନ ମାଧ୍ୟମରେ ଆପଣଙ୍କୁ କହିବାକୁ ଚାହୁଛନ୍ତି । ଯଦି ଆପଣଙ୍କ ସୁସ୍ଥ ବ୍ୟକ୍ତି ହଠାତ ମୃତ୍ୟୁବାରାଁ କରିଥାନ୍ତି ଏବଂ ସ୍ଵପ୍ନ ରେ ଆପଣଙ୍କୁ ଅସୁସ୍ତ ଦେଖାଯାଇଥାନ୍ତି , ଏହାର ଅର୍ଥ ହୋଇଥାଏ କି ସେ ବ୍ୟକ୍ତିଙ୍କ କିଛି ଆଶା ରହିଛି ଯାହାକୁ ଆପଣ ପୂର୍ଣ କରିବା ପାଇଁ ସ୍ଵପ୍ନ ମାଧ୍ୟମରେ କହିଥାନ୍ତି ।

ଆପଣଙ୍କ  ସ୍ଵପ୍ନ ରେ ଯଦି ଜୀବିତ ବ୍ୟକ୍ତି ଦେଖା ଦିଅନ୍ତୁ , ତେବେ ଆପଣ ଭୟଭୀତ ହୋଇଯାଆନ୍ତି । ମାତ୍ର  ଏହାର ଅର୍ଥ ଯେ ବ୍ୟକ୍ତି ର ଆୟୁଷ ବୃଦ୍ଧି ହୋଇଥାଏ ଯଥା ତାହାକୁ ଲମ୍ବା ଆୟୁ ମିଳିଥାଏ । ଯଦି ଆପଣଙ୍କ ସ୍ଵପ୍ନ ରେ ମୃତ ବ୍ୟକ୍ତି ଆସିଥାନ୍ତି ତେବେ ଏହାର ଅର୍ଥ ଏହା ହୋଇଥାଏ ଯେ ଆମ ଜୀବନର ଗତି କୁ ନେଇ ଆମ କୁ ସଚେତନ କରିଥାନ୍ତି । ଆମେ କିଛି ଅନୁଚିତ୍ କାର୍ଯ୍ୟ କରିଥାଉ ଯାହା ଭୁଲ ଅଟେ ଏହି ବିଷୟରେ ସେମାନେ କହିଥାନ୍ତି ।

ଆପଣ ସ୍ଵପ୍ନ ରେ ପିତୃଜ ମାନେ ଆସି ଆପଣଙ୍କୁ ଆର୍ଶୀବାଦ କରିଥାନ୍ତି ମାତ୍ର କିଛି କହିନଥାନ୍ତି ତେବେ ଏହାର ଅର୍ଥ ସେ ଆପଣଙ୍କୁ ଆର୍ଶୀବାଦ କରୁଛନ୍ତି । ଯଦି ସ୍ଵପ୍ନରେ ଆପଣଙ୍କୁ ଆପଣ ନିଜର ବ୍ୟକ୍ତି ଭାଉତ ଭୟଙ୍କର ମୁଖ  ଦେଖା ଯାଏ ତେବେ  ଏହାର ଅର୍ଥ ହୋଇଥାଏ କି ସେ ଆପଣଙ୍କୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ଯଦି ଆପଣଙ୍କୁ ସ୍ଵପ୍ନରେ ମୃତ ବ୍ୟକ୍ତି ନିବସ୍ତ୍ର , ଭିକାରି ଭଳି ଦେଖାଯାଇଥାନ୍ତି ।

ତେବେ ଏହାର ଅର୍ଥ ଯେ ତାଙ୍କ କିଛି ଆଶା ଅପୂର୍ଣ୍ଣ ରହିଯାଇଛି ଯାହାକୁ ପୁରା କରିବାକୁ ସେ ସ୍ଵପ୍ନ ଦ୍ଵାରା କହିଥାନ୍ତି । ଯଦି ଆପଣଙ୍କ ଘରେ ମୃତ ବ୍ୟକ୍ତି ଥିବାର ଅନୁଭବ ହୁଏ ତେବେ ଆପଣ ଆମବାସ୍ୟା ଦିନ ପୂଜା କରି ଭିକାରି କୁ ଦାନ କରିବା ଉଚିତ୍ । ଆମ ପୋଷ୍ଟ ଭଲ ଲାଗିଲେ ଆମ ପେଜ୍ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *