ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ଦୁଇଟି ରାଶି ମାନଙ୍କ ବିଷୟରେ ସଂମ୍ପର୍ଣ୍ଣ ଭାବେ କଥା ହେବା ପାଇଁ ଆସିଛୁ । ଯେଉଁ ମାନଙ୍କ ଭାଗ୍ୟ ଏବଂ ଭବିଷ୍ୟତର ଆରମ୍ଭ ର ଚାବିକାଠୀ ଏହି ଦିନରେ ସଂମ୍ପର୍ଣ୍ଣ ଭାବେ ଖୋଲିବା ପାଇଁ ଯାଉଛି । ତେବେ ସେମିତି ରେ ଆସନ୍ତୁ ସେହି ରାଶି ମାନଙ୍କ ବିଷୟ ରେ ଜାଣିବା ।
ପ୍ରଥମେ ଆସୁଛି ତୁଳା ରାଶି । ଏମାନଙ୍କ ଗ୍ରହ ଏବଂ ନକ୍ଷେତ୍ର ଅନୁସାରେ ଏହି ରାଶି ର ଲୋକ ମାନଙ୍କର 2020 ବହୁତ ଭଲ ରେ କଟିବ । ହେଲେ ଏହି ବର୍ଷ ରେ ଆପଣ ମାନଙ୍କ ସ୍ୱାସ୍ଥ ରେ କିଛି ପରିମାଣ ରେ ଅସୁବିଧା ଆସି ପାରେ । ବହୁତ କାମ ରେ ଏହି ବର୍ଷ ରେ ଆପଣ ମାନଙ୍କୁ ସୀାବଧାନତା ରଖିବା ଦରକାର ।
ତେବେ ଆପଣ ମାନେ ଯଦି ମାସ ର ପ୍ରଥମ ସୋମବାର ରେ ଶିବ ମନ୍ଦିର ଜାଆନ୍ତି । ଏବଂ ଶିବ ଲିଙ୍ଗ ରେ ପଇଡ ପାଣି ଚଢାନ୍ତି । ତେବେ ଆପଣ ମାନଙ୍କ ବର୍ଷ ଟି ବହୁତ ଭଲ ରହିବ । କିଛି ଲୋକ ମାନେ ଏମିତି ବି ରହିଛନ୍ତି । ଯେଉଁ ମାନେ ନିଜର କେରିଅର କୁ ନେଇ ବହୁତ ଅସୁବିଧା ରେ ପଡିଛନ୍ତି ।
ତେବେ ସେମାନଙ୍କୁ ଆମେ କହିବା ପାଇଁ ଚାହିଁବୁ କି ଏହି ଦିନ ରେ ସେମାନେ ଚାକିରୀ କ୍ଷେତ୍ର ରେ ସୁଫଳ ମିଳିବା ସହିତ ସେମାନେ ବ୍ୟବସାୟ କ୍ଷେତ୍ର ରେ ବି ବହୁତ ଲାଭ ପାଇବେ । ସେହି ପରି କ୍ଷେତ୍ର ରେ ଦ୍ୱତୀୟ ରେ ରହିଛି କୁମ୍ଭ ରାଶି । ଏହି ରାଶି ର ଲୋକ ମାନଙ୍କ ପାଇଁ ବର୍ଷ ଟି ବହୁତ ଅନୁକୂଳ ରହି ଥିବା ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି ।
ଆପଣ ମାନଙ୍କ ପାଇଁ ଏହି ବର୍ଷ ଟି ଯେତେ ପରିମାଣ ରେ ଭଲ ରହିଛି ଠିକ୍ ସେତିକି ପରିମାଣ ରେ ଖରାର୍ ରହିଛି ଆପଣ ମାନେ କିଛି କାର୍ଯ୍ୟ ରେ ସୁଫଳ ମିଳିବା ବେଳେ କିଛି କାର୍ଯ୍ୟ ଅସଫଳ ମିଳିବ । ସେମିତି ରେ ଆପଣ ମାନଙ୍କ ଜିବନ ର କୈଣସି ଗୋଟିଏ ଗୁରୁତ୍ୱ ପୂର୍ଣ୍ଣ କାର୍ଯୟ ପୂରଣ ହେବ । ଏବଂ ଆପଣ ମାନେ ବୈବାହିକ କ୍ଷେତ୍ର ରେ ବହୁତ ସନ୍ତୁଷ୍ଟ ହେବେ ।