ନାରୀ ମାନେ ପ୍ରଥମେ କେବେ ଋତୁମତୀ ହେଲେ ? ସେ ନାରୀ ବନ୍ଧ୍ୟା ଓ ବିଧବା ହୋଇଥାଏ !

ବନ୍ଧୁଗଣ ପ୍ରତ୍ଯେକ ଝିଅଙ୍କର ମାସକୁ ମାସ ମାସିକ ଧର୍ମ ହୋଇଥାଏ । ତେବେ ଝିଅ ମାନଙ୍କର ପ୍ରଥମ ଋତୁସ୍ରାବ ଯେଉଁ ବାରରେ, ମାସ ଓ ତିଥିରେ ହୋଇଥାଏ । ତାହାର ପ୍ରଭାବ ସେହି ଝିଅ ମାନଙ୍କ ଉପରେ ପଡିଥାଏ । ତେବେ କେଉଁ ବାର, ମାସ ଓ ତିଥିର ପ୍ରଭାବ ଝିଅଙ୍କ ଉପରେ କଣ ସବୁ ପ୍ରଭାବ ପକାଇଥାଏ ଚାଲନ୍ତୁ ଜାଣିବା ।
ନାରୀ ମାନେ ପ୍ରଥମ ଋତୁମତୀ ପ୍ରତିପଦ ତିଥିରେ ହେଲେ । ସେମାନେ ଚିର ରୋଗିଣୀ ହୋଇଥାନ୍ତି ।

ଦିତୀୟା ତିଥିରେ କନ୍ୟା ପ୍ରଥମ ଋତୁମତୀ ହେଲେ ସେ ଉଦାସିନୀ ହେବା ସହ ତା’ ର ସ୍ମରଣ ଶକ୍ତି ହ୍ରାସ ପାଇଥାଏ । ତୃତୀୟା ତିଥିରେ ପ୍ରଥମ କରି ଋତୁମତୀ ହେଲେ । ସେହି ନାରୀ ପୁତ୍ରହୀନା ଓ ବନ୍ଧ୍ୟା ହୋଇଥାଏ । ଚତୁର୍ଥୀ ତିଥିରେ ପ୍ରଥମ ଋତୁମତୀ ହେଲେ । ସେହି କନ୍ୟାର ଗର୍ଭ ନଷ୍ଟ ହୋଇଥାଏ । ବା ପିଲା ଜନ୍ମ ପରେ ମୃତ ପିଲା ଜନ୍ମ ହୋଇଥାଏ ।

ପଞ୍ଚମୀ ତିଥିରେ ପ୍ରଥମ କରି ଋତୁମତୀ ହେଲେ । ସେହି କନ୍ୟା ମୃତ୍ୟୁବତ ଜୀବନଯାପନ ଧାରଣ କରିବା ସହ ତା’ ର ଅଳ୍ପ ଆୟୁଷ ମଧ୍ୟ ହୋଇଥାଏ । ଷଷ୍ଠୀ ତିଥିରେ ପ୍ରଥମ କରି ଋତୁମତୀ ହେଲେ । ସେହି କନ୍ୟାର ଜନ୍ମ ବିଫଳ ଯାଇଥାଏ । ସେ ଚିରରୋଗିଣୀ ହୋଇଥାଏ ।

ସପ୍ତମୀ ତିଥିରେ ପ୍ରଥମ କରି ଋତୁମତୀ ହେଲେ । ସେହି କନ୍ୟାକୁ ବନ୍ଧ୍ୟା ଦୋଷ ଲାଗିଥାଏ । ଅଷ୍ଟମୀ ତିଥିରେ ପ୍ରଥମ ଋତୁମତୀ ହେଲେ ସେହି କନ୍ୟା ସଦା ଶୁଖିଣି ଓ ଐଶ୍ଚର୍ଜ୍ୟଶାଳୀନୀ ହୋଇଥାଏ । ନବମୀ ତିଥିରେ ପ୍ରଥମ ଋତୁମତୀ ହେଲେ । ସେହି କନ୍ୟା ସୁଖ ଭାଗିନୀ, ନିରୋଗୀ ଓ ପତି ସୁହାଗିନୀ ହୋଇଥାଏ ।

ଦଶମୀ ତିଥିରେ ପ୍ରଥମ ଋତୁମତୀ ହେଲେ । ସେହି କନ୍ୟା କୁଳଟା ଓ ରାକ୍ଷସୀ ପ୍ରକୃତିର ହୋଇଥାଏ । ଏକାଦଶ ତିଥିରେ ପ୍ରଥମ ଋତୁମତୀ ହେଲେ । ସେହି କନ୍ୟା କୁଳଘାତିନୀ ଓ ଡାକିନୀ ପ୍ରକୃତିର ହୋଇଥାଏ । ଦ୍ଵାଦଶୀ ତିଥିରେ ପ୍ରଥମ ଋତୁମତୀ ହେଲେ । ସେହି କନ୍ୟା ଧାର୍ମିକ ଓ ଧର୍ମଶିଳା ହୋଇଥାଏ ।

ତ୍ରୟୋଦଶୀ ତିଥିରେ ପ୍ରଥମ ଋତୁମତୀ ହେଲେ ପତିପରାୟଣା ଓ ସଧବା ହୋଇଥାଏ । ଚତୁର୍ଦ୍ଧଶୀ ତିଥିରେ ପ୍ରଥମ ଋତୁମତୀ ହେଲେ । ସେହି କନ୍ୟା ଦୁଃଖୀ ଓ ଲକ୍ଷ୍ମୀହୀନା ହୋଇଥାଏ । ପୂର୍ଣ୍ଣମୀ ତିଥିରେ ପ୍ରଥମ ଋତୁମତୀ ହେଲେ । ସେହି କନ୍ୟା ଭାଗ୍ୟବତୀ ହୋଇଥାଏ ।

ଅମାବାସ୍ୟା ତିଥିରେ ପ୍ରଥମ ଋତୁମତୀ ହେଲେ । ସେହି କନ୍ୟା ଗର୍ବିତା ଓ ରୋଗିଣୀ ହୋଇଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *