Astrology- ଭାଗ୍ୟଶାଳି ବ୍ୟକ୍ତିଙ୍କ ହାତରେ ଥାଏ ଏହି ସଂକେତ ! ଯଦି ଆପଣଙ୍କ ହାତରେ ବି ଅଛି ଏସବୁ ସଙ୍କେତ ତ ଆପଣ ବହୁତ ଲକି…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହାତରେ ସୃଷ୍ଟି ହେଇଥିବା ରେଖା ଆମ ବିଭିନ୍ନ ସଂକେତ ଦେଇଥାଏ । ଆମ ଶାସ୍ତ୍ର ରେ ଏହି ରେଖା ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ହାତରେ x ରେଖା ସୃଷ୍ଟି ହେବା ର ଅର୍ଥ କଣ ହୋଇଥାଏ ଏହା ଆମ କେଉଁ ସଂକେତ ମାନ ଦେଇଥାଏ । ଆଜି ଆମେ ଆପଣଙ୍କୁ x ଅର୍ଥ ସମ୍ବନ୍ଧରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ କହିବୁ । x ଚିହ୍ନ ସାଧାରଣତ ହାତ ର ପାପୁଲି ରେ ହୋଇଥାଏ ବା ହୃଦୟ ରେଖା , ମସ୍ତିସ୍କ ରେଖାର ମଧ୍ୟ ରେ ଏହି ଚିହ୍ନ ରହିଥାଏ ।

ଏହି ପରି x ଚିହ୍ନ ଯେଉଁ ବ୍ୟକ୍ତିଙ୍କ ହାତରେ ହୋଇଥାଏ ସେମାନେ ହୃଦୟ ରୁ ଭାବୁକ ହୋଇଥାନ୍ତି । ଏମାନେ ସବୁ ପରିସ୍ଥିତିରେ ସହାନୁଭୁତି ମନ ର ବ୍ୟକ୍ତି ହୋଇଥାନ୍ତି ସମସ୍ତ କୁ ସାହାଯ୍ୟ କରିବାରେ ଆଗରେ ରହିଥାନ୍ତି । ଏମାନେ ଅଧିକାଂଶ ସମୟ ରେ ହୃଦୟ ଏବଂ ମସ୍ତିସ୍କ ବେଳେ ହୃଦୟ କୁ ଅନୁସରଣ କରିଥାନ୍ତି । ଏହି ବ୍ୟକ୍ତିମାନେ ସହଜ ରେ ଅନ୍ୟ କୁ ନିଜର ମନ ଦେଇ ବସିଥାନ୍ତି ।

ଏହି ବ୍ୟକ୍ତିମାନଙ୍କ ମନ ବହୁତ ବଡ ହେଇଥାଏ ତେଣୁ ଏମାନଙ୍କ କାର୍ଯ୍ୟ ରୁ ଲୋକମାନେ ଏମାନଙ୍କୁ ସ୍ଵଭାବ ସାହାଯ୍ୟ କରିବାର ମନ କୁ ଜାଣିଥାନ୍ତି ଓ ସମସ୍ତେ ଏହି ସ୍ଵଭାବ ବ୍ୟକ୍ତିଙ୍କୁ ପସନ୍ଦ କରିଥାନ୍ତି । ଯଦି ହାତର ହୃଦୟ ରେଖା ଏବଂ ମସ୍ତିସ୍କ ରେଖା ମଧ୍ୟରେ ଜାଗା ନଥାଏ ପରନ୍ତୁ x ଚିହ୍ନ ସୃଷ୍ଟି ହୋଇଥାଏ ।

ଏହାର ଅର୍ଥ ଏହି ବ୍ୟକ୍ତିମାନେ ଅଧିକ ଭାବୁକ ହୋଇଥାନ୍ତି ସାମାନ୍ୟ କଥା ରେ କାନ୍ଦି ପଡନ୍ତି ଓ ଭାବୁକ କାରଣ ରୁ ଏମାନଙ୍କୁ ଅନେକ ଥର କ୍ଷତି ହୋଇଥାଏ । ଏମାନେ ନିଜତ ଅଧିକାର କୁ ନେଇ ଅନ୍ୟମାନଙ୍କ ସହ କଥା କହିବାରେ ମଧ୍ୟ ଅନ୍ୟ ବ୍ୟକ୍ତି ଦୁଃଖିତ ହେଇଯିବେ ଏହା ଭାବି ଚୁପ ଚାପ ସହିଥାନ୍ତି । ଅନ୍ୟ ବ୍ୟକ୍ତି ର ଦୁଃଖ କୁ ଏମାନେ ଦେଖିପାରନ୍ତି ନାହିଁ , ହୃଦୟ ଋ ବହୁତ ସଫା , ନିଷ୍କପଟ , ସ୍ଵଚ ସ୍ଵଭାବ ବ୍ୟକ୍ତି ହୋଇଥାନ୍ତି ।

x ଚିହ୍ନ ଥିବା ବ୍ୟକ୍ତି ଭରସା ର ପାତ୍ର , ଆଖି ବୁଝି ଏମାନଙ୍କ ଉପରେ ଭରସା କରିବା ଯୋଗ୍ୟ ହୋଇଥାନ୍ତି । ଏମାନେ ନିଜର ଇଛା ଅନୁଯାୟୀ ଜଣକ ପସନ୍ଦ କରିଥାନ୍ତି ମାନେ ତାଙ୍କୁ ହିଁ ବିବାହ କରିଥାନ୍ତି । କଥା ରେ ଛିଡା ହେବା ବ୍ୟକ୍ତି ଅଟନ୍ତି । ପ୍ରେମ ରେ ଏମାନେ ଧୋକା ହେଇନଥାନ୍ତି କିନ୍ତୁ ଧୋକା ଖାଇଥାନ୍ତି । x ଚିହ୍ନ ଥିବା ବ୍ୟକ୍ତିମାନଙ୍କ ଭିତରେ ଜୀବନ ରେ କିଛି କରିବାର ଜିଜ୍ଞାସା ରଖିଥାନ୍ତି ।

ଏହି ବ୍ୟକ୍ତିମାନେ ସ୍ଵୟଂ ପରିଶ୍ରମ ରେ ଉପତ କୁ ଉଠିବାର କ୍ଷମତା ରଖିଥାନ୍ତି , ଅନ୍ୟ କୁ ନ ଚାହି ନିଜର କର୍ମ ଦକ୍ଷତା ରେ ଉନ୍ନତ ସ୍ଥାନ କୁ ହାସଲ କରିଥାନ୍ତି । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *