Health Tips- ମାତ୍ର ଗୋଟିଏ ମିନିଟରେ ପାଟିର ଦୁର୍ଗନ୍ଧ ଗାୟବ ! ଜାଣନ୍ତୁ ଏହି 4 ଟି ଜବରଦସ୍ତ ଉପାୟ

ନମସ୍କାର ବନ୍ଧୁଗଣ , ଆଧୁନିକ ଯୁଗରେ ଲୋକମାନେ ଅସ୍ତ ବ୍ୟସ୍ତ ଜୀବନଯାପନ କରୁଛନ୍ତି । ବଜାରରେ ବିକ୍ରି କରାଯାଉଥିବା ଫାଷ୍ଟ ଫୁଡ ର ସେବନ କରିଥାନ୍ତି , ମାତ୍ର ଅଧିକ ତେଲ ମସଲା ଜିନିଷ ଅତି ସହଜ ରେ ହଜମ ହେଇପାରି ନଥାଏ , ଯାହା ଫଳ ରେ ମୁହଁ ରୁ ଦୁର୍ଗନ୍ଧ ନିର୍ଗତ ହୋଇଥାଏ ମୁହଁ ରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ସମସ୍ତକ ମଧ୍ୟରେ ଦେଖାଯାଇଥାଏ । ସାଧାରଣତ ଲୋକମାନେ ଯେବେ ଆମ ମୁହଁ ରୁ ଦୁର୍ଗନ୍ଧ ବାହାରିବା ର ଦେଖିଥାନ୍ତି ତେବେ ସେମାନେ କୁହନ୍ତି ନାହିଁ ।

ମାତ୍ର ପଛରେ ଆମମାନଙ୍କ ବିଷୟରେ ବଚସା କରନ୍ତି । ଆଉ କିଛି ଲୋକମାନେ ଦୁର୍ଗନ୍ଧ ବାହାରୁଥିବା ବ୍ୟକ୍ତିଙ୍କ ସହ କଥା ହେବାକୁ ଇଛା କରିନଥାନ୍ତି । ଏହା ଦ୍ଵାରା ବ୍ୟକ୍ତି ନିରାଶ ହୋଇଥାଏ । ମୁହଁ ରୁ ଦୁର୍ଗନ୍ଧ ବାହାରିବା ଆମ ବ୍ୟକ୍ତିଗତ ଜୀବନ ଉପରେ ଖରାପ ପ୍ରଭାବ ପକାଏ , ତେଣୁ ଏହାର କାରଣ କଣ ଆମେ ପ୍ରାୟତ ଜାଣି ନ ଥାଉ । ଯଦି ପ୍ରଶ୍ନ ଅଛି ତେବେ ତାହାର ଉତ୍ତର ନିଶ୍ଚିତ ଭାବରେ ରହିଥାଏ ।

ଆଜି ଆମେ ଆପଣାଙ୍କୁ ଏହାର କାରଣ ଏବଂ ସମାଧାନ ସମ୍ବନ୍ଧରେ କହିବାକୁ ଇଛା କରୁଛୁ , ତେବେ ଆମ ପେଜ କୁ ଶେଷ ଯାଏ ପଢନ୍ତୁ । ଏହି ସମସ୍ଯା ର ଅନେକ କାରଣ ରହିଥାଏ ଯଥା ମୁହଁ ରେ ବ୍ୟକ୍ଟେରିଆ ରହିବା , ଖାଦ୍ୟ ହଜମ ନ ହେବା , ଆପଣ ଭଲ ଭାବରେ ହାନ୍ତ ସଫା କରନ୍ତି ନାହିଁ , ଜିଭ କୁ ସଫା କରନ୍ତି ନାହିଁ , ଖାଦ୍ୟ ଖାଇଲା ପରେ ଆପଣାମାନେ କୁଳା କରି ନ ଥାନ୍ତି ।

ସନ୍ଧ୍ୟା ଓ ରାତି ସମୟରେ ଶୋଇଲା ପୂର୍ବରୁ ମୁହଁ ରେ ପାଣି ଦେଇ କୁଳା କରି ନ ଥାନ୍ତି । ଆପଣଙ୍କୁ ଲିଭର ଜନିତ ରୋଗ ରହିଥାଏ ବା ଆପଣ ନିଶା ଦ୍ରବ୍ଯ ର ସେବନ କରିଥାନ୍ତି । ଏହି ସବୁ କାରଣ ଯୋଗୁ ଆପଣଙ୍କ ମୁହଁ ରୁ ଦୁର୍ଗନ୍ଧ ବାହାରିଥାଏ । ଆଜି କାଲି ମାର୍କେଟ ରେ ଅନେକ ମେଡ଼ିସିନ ଦାନ୍ତ ସଫା କରିବା ଜିନିଷ ବାହାରିଛି ଯାହାକୁ ବ୍ଯବହାର କରିବା ଦ୍ଵାରା ଆମ ଦାନ୍ତ ସଫା ଏବଂ ମୁହଁ ରୁ ଦୁର୍ଗନ୍ଧ ବନ୍ଦ ହେଇଥାଏ ।

କିନ୍ତୁ ଯଦି ଆପଣ ଘରେ କିଛି ନିୟମ କୁ ପାଳନ କରନ୍ତି ତେବେ ଆପଣଙ୍କ ମୁହଁ ରୁ କେବେ ବି ଦୁର୍ଗନ୍ଧ ବାହାରିବ ନାହିଁ । 1 – ଦିନ କୁ ଦୁଇ ଥାଏ ଦାନ୍ତ ସଫା କରନ୍ତୁ । 2 – ଦାନ୍ତ ଘୋଷିଲା ପରେ ଜିଭ ସଫା ନିହାତି କରନ୍ତୁ । 3 – ଯେତେ ବେଳେ ବି ଖାଦ୍ୟ ଖାଇବେ ତେବେ ତୁରନ୍ତ ଯାଇ କୁଳି କରିବେ । 4 – ଭୋଜନ କରିଲା ପରେ ଜୁଆଣି ର ସେବନ କରନ୍ତୁ ।

5 – କୁଳି କରିଲା ପରେ ମଧ୍ୟ କିଛି ଖାଦ୍ୟ ଦାନ୍ତ ରେ ରହିଥାନ୍ତି ତେଣୁ ଚୁଇଙ୍ଗମ କୁ ଖାଇବା ଦ୍ଵାରା ଆମ ଦାନ୍ତ ରେ ଥିବା ଜିନିଷ ବାହାର କୁ ଆସିଯାଇଥାନ୍ତି । 6- ପାଣି ରେ ଡାଲ ଚିନୀ ମିଶେଇ ଏହି ପାଣି ରେ କୁଳା କରିବା ଦ୍ଵାରା ମୁହଁ ର ଦୁର୍ଗନ୍ଧ ଦୂର ହୋଇଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *