Jyotish Shastra- 12 ଜୁଲାଇ, ପବିତ୍ର ରଥଯାତ୍ରା, ଏହି 5 ଟି ରାଶିରେ ରାଜଯୋଗ, ମିଳିବ ବଡ ଖୁସି ର ଖବର, ଆପଣଙ୍କ ରାଶି ଅଛି କି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଥିବା ୫ଟି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟ ରେ । ଏହି ରାଶି ମାନଙ୍କ ଉପରେ ପ୍ରଭୁ ଜଗନ୍ନାଥ ଙ୍କ କୃପାଦୃଷ୍ଟି ପଡ଼ିବାକୁ ଯାଉଛି ।

ପ୍ରଭୁ ଜଗନ୍ନାଥ ଏମାନଙ୍କ ଉପରେ ଧନର ବର୍ଷା କରିବାକୁ ଯାଉଛନ୍ତି ଏବଂ ଏହା ସହିତ ପ୍ରଭୁ ନୀଳାଚଳ ଙ୍କ କୃପା ରୁ ଏହି ରାଶି ମାନଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି । ଏହି ବର୍ଷର ରଥଯାତ୍ରା ପର୍ବ ଟି ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ ହେବାକୁ ଯାଉଛି । ଅର୍ଥାତ ଆସନ୍ତା ରଥଯାତ୍ରା ପର୍ବ ରେ ଏହି ରାଶି ର ବ୍ୟକ୍ତି ମାନଙ୍କ ଭାଗ୍ୟ ଚମକିବାକୁ ଯାଉଛି ।

ଏହି ରାଶି ଥିବା ବ୍ୟକ୍ତି ମାନଙ୍କର ରାଜଯୋଗ ର ସମ୍ଭାବନା ମଧ୍ୟ ରହିଛି ଏବଂ ଶୁଭ ସମୟର ଆଗମନ ହେବାକୁ ଯାଉଛି । ଏମାନଙ୍କ ଜୀବନ ରେ ଘଟିବାକୁ ଯାଉଛି ଏକ ଅଦ୍ଭୁତ ସଂଯୋଗ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ କଣ ଏବଂ ଏହି ବର୍ଷ ରଥଯାତ୍ରା ରେ ପ୍ରଭୁ ଜଗନ୍ନାଥ ଙ୍କ କୃପା ରୁ ଏମାନଙ୍କ ଜୀବନ ରେ କଣ ସବୁ ପରିବର୍ତ୍ତନ ଘଟିବ ।

୧.ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ବର୍ଷ ରଥଯାତ୍ରା ରେ ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ପ୍ରଭୁ ଜଗନ୍ନାଥ ଙ୍କ କୃପା ଦୃଷ୍ଟି ବିଶେଷ ଭାବରେ ରହିବ । ଏହି ରାଶି ଥିବା ବ୍ୟକ୍ତି ମାନେ ଯେଉଁ ସବୁ ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳତା ଲାଭ କରିବେ । ଏହି ରାଶି ର ବ୍ୟକ୍ତି ମାନଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ ।

୨. ଏହି ରାଶି ଥିବା ବ୍ୟକ୍ତି ମାନଙ୍କୁ ଚାକିରୀ କ୍ଷେତ୍ରରେ ବହୁତ ଉନ୍ନତି ମିଳିବାକୁ ଯାଉଛି । ଏହି ରାଶି ଥିବା ବ୍ୟକ୍ତି ମାନଙ୍କ ରୋଜଗାର ରେ ବୃଦ୍ଧି ହେବାକୁ ଯାଉଛି ଏବଂ ଏହା ସହିତ ବ୍ୟାପାର ଏବଂ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଏହି ରାଶି ଥିବା ବ୍ୟକ୍ତି ମାନଙ୍କୁ ସଫଳତା ମିଳିବାକୁ ଯାଉଛି ଏବଂ ଏମାନେ ସଫଳତା ର ଚରମ ସୀମା ପ୍ରାପ୍ତ କରିବାକୁ ଯାଉଛନ୍ତି ।

୩. ପ୍ରେମ ସମ୍ପର୍କ ହେଉ ଅଥବା ବିବାହିତ ଜୀବନ । ଦୁଇ କ୍ଷେତ୍ରରେ ଏହି ରାଶିର ବ୍ୟକ୍ତି ମାନେ ବହୁତ ଖୁସି ପାଇବାକୁ ଯାଉଛନ୍ତି ଏବଂ ଏମାନଙ୍କ ଜୀବନ ରେ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି । ଏମାନଙ୍କ ପ୍ରେମ ସମ୍ପର୍କ ଦିନକୁ ଦିନ ନିବିଡ଼ ହେବ ଏବଂ ଏମାନଙ୍କ ବିବାହିତ ଜୀବନ ହସଖୁସିରେ ପରିପୂର୍ଣ୍ଣ ହେବ ଏହାସହିତ ଏହି ରାଶିର ବ୍ୟକ୍ତି ମାନଙ୍କୁ ସନ୍ତାନ ଯୋଗ ମଧ୍ୟ ରହିଛି ।

୪. ଏହି ରାଶିର ବ୍ୟକ୍ତି ମାନଙ୍କୁ କୌଣସି କ୍ଷେତ୍ରରେ ଲଟେରୀ ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି ଏହା ସହିତ ଏହି ବ୍ୟକ୍ତି ମାନଙ୍କ ଜୀବନରେ ଥିବା କୌଣସି ଖାସ ବ୍ୟକ୍ତି ଙ୍କ ଠାରୁ ଉପହାର ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି । ଯେଉଁମାନେ ଅବିବାହିତ ଅଛନ୍ତି ସେମାନଙ୍କ ବହୁତ ଶୀଘ୍ର ବିବାହ ର ଯୋଗ ରହିଛି । ସଂକ୍ଷେପରେ କହିବାକୁ ଗଲେ ଏହି ରାଶି ଥିବା ବ୍ୟକ୍ତି ମାନେ ଶିକ୍ଷା, ବ୍ୟାପାର,ବାଣିଜ୍ୟ,ଚାକିରୀ, ପ୍ରେମ ସମ୍ପର୍କ, ବିବାହିତ ଜୀବନ ଆଦି କ୍ଷେତ୍ରରେ ସଫଳତା ହାସଲ ହେବାକୁ ଯାଉଛି ।

୫. ଆପଣଙ୍କ ମଧ୍ୟରୁ ଯଦି ଏହି ରାଶିର କୌଣସି ବ୍ୟକ୍ତି ଥିବେ । ତେବେ ଆପଣ କୌଣସି ବ୍ୟକ୍ତି ଙ୍କ କଥାରେ ପଡ଼ି ନିଜ ଜୀବନ ର କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ ନିଷ୍ପତ୍ତି ନିଅନ୍ତୁ ନାହିଁ ଏବଂ ସମସ୍ତ କାର୍ଯ୍ୟ ଭାବି ଚିନ୍ତି କରନ୍ତୁ । ପ୍ରଭୁ ଜଗନ୍ନାଥ ଙ୍କ କୃପା ରୁ ଭାଗ୍ୟ ଆପଣଙ୍କ ସମ୍ପୂର୍ଣ୍ଣ ସାଥ ଦେବ ଏବଂ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ପ୍ରତିଷ୍ଠା ହେବ । ଏହି ବର୍ଷ ରଥଯାତ୍ରା ପର୍ବ ଟି ଆପଣଙ୍କ ପାଇଁ ଶୁଭଦାୟକ ରହିବ ।

ତେବେ ବନ୍ଧୁଗଣ ସେହି ଭାଗ୍ୟଶାଳୀ ୫ ଟି ରାଶି ହେଉଛନ୍ତି, ‘ମେଷ ରାଶି’, ‘ସିଂହ ରାଶି’,  ‘ତୁଳା ରାଶି’, ‘ମକର ରାଶି’ ଏବଂ ‘କୁମ୍ଭ ରାଶି’ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *