ରାବଣ ନାରୀ ମାନଙ୍କ ବିଷୟରେ କହିଥିଲା ଏହି ୩ କଟୁ କଥା, ଖରାପ ଲାଗିଲେ ବି ସତ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରାବଣ ରାମାୟଣ ର ଏକ ପ୍ରମୁଖ ଚରିତ୍ର ଅଟନ୍ତି । ରାବଣ ଲଙ୍କା ର ରାଜା ଥିଲା । ସେ ନିଜର ଦଶ ମସ୍ତକ ପାଇଁ ମଧ୍ୟ ପରିଚିତ ଥିଲା । ଶାସ୍ତ୍ର ଅନୁସାରେ ରାବଣ ମହାପଣ୍ଡିତ ଏବଂ ମହାଜ୍ଞାନୀ ଥିଲେ ।

ଯାହାକୁ ସବୁ କଥା ର ସୂଚନା ଥିଲା । ରାବଣ ଏତେ ଜ୍ଞାନୀ ଥିଲା ଯେ, ତାକୁ ଆଗରୁ ଜଣା ପଡିଯାଉଥିଲା କି ଭବିଷ୍ୟତ ରେ କଣ ଘଟିବାକୁ ଯାଉଛି । ରାବଣ ନିଜର ଅନେକ ଗୁଣ ପାଇଁ ମଧ୍ୟ ପରିଚିତ ଥିଲା । ରାବଣ ରା-କ୍ଷ-ସ ଥିଲା ସତ୍ୟ କିନ୍ତୁ ମାତା ସୀତାଙ୍କ ଅ-ପ-ହ-ର-ଣ ସେ ନିଜର ମ-ର୍ଯ୍ୟା-ଦା ରେ ରହି କରିଥିଲା । ରାବଣ ର ଭୁଲ ଏହା ଥିଲା କି ସେ ନିଜର ଅ-ମ-ର ଓ ନିଜର ସୁନାର ଲଙ୍କା କୁ ନେଇ ଅତ୍ୟନ୍ତ ଅ-ହ-ଙ୍କା-ରୀ ହୋଇଯାଇଥିଲା ଏବଂ ସ୍ୱ-ୟଂ ହିଁ ନିଜ ବି-ନା-ଶ ର କାରଣ ସାଜିଥିଲା ।

ମହାଜ୍ଞାନୀ ରାବଣ ନାରୀ ମାନଙ୍କ ସମ୍ବନ୍ଧରେ ଏଭଳି ୪ଟି କଥା କହିଥିଲେ ଯାହା ବର୍ତ୍ତମାନ ସତ ହେଉଛି । ଏହି କଥା ଗୁଡ଼ିକ କଟୁ ଅଟେ କିନ୍ତୁ ସତ୍ୟ ଅଟେ । ତେବେ ଆସନ୍ତୁ ଏହି ସ-ମ୍ବ-ନ୍ଧ-ରେ ବିସ୍ତାର ରୂପରେ ଜାଣିବା ।

୧- ବନ୍ଧୁଗଣ ପ୍ରଥମ ରେ ହେଉଛି, ମହିଳା ମାନଙ୍କ ର ଲା-ଳ-ସା । ରାବଣ ମ-ରି-ବା ପୂର୍ବରୁ ଏହା କହିଥିଲେ ଯେ, ନାରୀ ମାନେ ବହୁତ ସ୍ୱା-ର୍ଥ-ପ-ର ହୋଇଥାନ୍ତି ଏବଂ ନିଜର ସ୍ୱା-ର୍ଥ କୁ ହାସଲ କରିବା ପାଇଁ ସେମାନେ କିଛିବି କରିପାରିବେ । ଏଥିପାଇଁ ତାଙ୍କୁ ଧୋ-କା ଦେବାକୁ ପଡିଲେ ମଧ୍ୟ ସେ ସଂ-କୋ-ଚ କରନ୍ତି ନାହିଁ ।

୨- ବନ୍ଧୁଗଣ ଦ୍ୱିତୀୟ ରେ ହେଉଛି ଯେ, ମୃ-ତ୍ୟୁ ପୂର୍ବରୁ ରାବଣ ଏହା କହିଥିଲା ଯେ, ନାରୀ ମାନେ ନିଜର କହିଥିବା କୌଣସି କଥା କୁ ସ୍ୱୀକାର କରନ୍ତି ନାହିଁ । ସେଥିପାଇଁ ଏମାନେ କେବେବି ସତ୍ୟ କୁହନ୍ତି ନାହିଁ । ସେଥିପାଇଁ ସେମାନଙ୍କ ସହିତ ଭାବିଚିନ୍ତି ମିଶିବା ଉଚିତ । ନାରୀ ମାନେ କଥା କୁ ଏପଟ ସେପଟ ମଧ୍ୟ କରିଥାନ୍ତି ଏବଂ ଦୁଇ ଜଣଙ୍କ ମଧ୍ୟ ରେ ଝ-ଗ-ଡା ବି କରେଇ ଦେଇଥାନ୍ତି ।

୩- ବନ୍ଧୁଗଣ ତୃତୀୟ ରେ ହେଉଛି, ରାବଣ ମ-ରି-ବା ପୂର୍ବରୁ ଏହା କହିଥିଲା ଯେ, ନାରୀ ମାନଙ୍କ ପେଟରେ କୌଣସି ବି କଥା ରହି ପାରିବ ନାହିଁ । ସେ ଯେତେ ନିଜର ହେଲେ ମଧ୍ୟ ତାଙ୍କ ଗୋ-ପ-ନ କଥା କୁ କେବେ ଲୁ-ଚେ-ଇ ରଖି ପାରନ୍ତି ନାହିଁ । ସେଥିପାଇଁ କୌଣସି ନାରୀ ଉପରେ ଅଧିକ ବିଶ୍ୱାସ କରିବା ଉଚିତ ନୁହେଁ । ନାରୀ ମାନେ ବି-ନା-ଶ ର କାରଣ ମଧ୍ୟ ସାଜିଥାନ୍ତି ।

୪- ବନ୍ଧୁଗଣ ଚତୁର୍ଥ ରେ ହେଉଛି, ରାବଣ ମୃ-ତ୍ୟୁ ପୂର୍ବରୁ ଏହା ମଧ୍ୟ କହିଥିଲା ଯେ, ନାରୀ ମାନେ ଅତି ସହଜ ରେ କାହାର ବି କଥା ରେ ଆସିଯାଇ ଥାଆନ୍ତି ଏବଂ କାହାର ବି ଜା-ଲ-ରେ ଫ-ସି ଯା-ଇ-ଥାନ୍ତି । ସେ ପୁରୁଷ ହେଉ କିମ୍ବା ନାରୀ ର କଥାରେ ଅତି ଶୀଘ୍ର ବିଶ୍ୱାସ କରି ଦେଇଥାନ୍ତି । ବେଳେବେଳେ ଅନ୍ୟ ର କଥା ଶୁଣି ନାରୀ ମାନେ ନିଜର ଓ ନିଜ ପରିବାରର ସ-ର୍ବ-ନା-ଶ ମଧ୍ୟ କରି ଦେଇଥାନ୍ତି । ନାରୀ ମାନେ ଯେତେବେଳେ ରା-ଗି-ଯା-ଇ ଥାନ୍ତି ସେ କାହାକୁ ଛାଡ଼ନ୍ତି ନାହିଁ । ତେଣିକି ସେହି ବ୍ୟକ୍ତି ତାଙ୍କ ସ୍ୱାମୀ ଅଥବା ଯେତେ ନିଜର ହୋଇଥିଲେ ମଧ୍ୟ । ତେବେ ସବୁ ନାରୀ ସମାନ ନୁହଁନ୍ତି। ଏହା ସହିତ ନାରୀ ମାନଙ୍କ ବହୁତ କିଛି ଭଲ ଗୁଣ ମଧ୍ୟ ରହିଥାଏ । ନାରୀ ଠାରୁ ହିଁ ସୃଷ୍ଟି ର ଆରମ୍ଭ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *