ଧନୀ ହେବାର ଇଚ୍ଛା ଥିଲେ, ତେବେ ଗୁଜୁରାତିର ଏହି ଉପାୟ ବିଷୟରେ ଜାଣନ୍ତୁ

ଆଜି ଆମେ ଗୁଜୁରାତିର ଖାସ ଉପାୟ ବିଷୟରେ ଜାଣିବା । ଆମ ହିନ୍ଦୁ ଶାସ୍ତ୍ରରେ ଗୁଜୁରାତି ଓ ଲବଙ୍ଗ ବିଷୟରେ ବହୁତ କିଛି କୁହାଯାଇଛି । ଏହି ଉପାୟକୁ କରିବାଦ୍ୱାରା ଆପଣଙ୍କର ସବୁ ରାସ୍ତା ଖୋଲି ଯିବ ଓ ଆପଣ ନିଜକୁ ଭାଗ୍ୟବାନ ବୋଲି ଭାବିବେ ।ଆପଣଙ୍କ ଜୀବନରେ ଆପଣ ସୁଖ ସମୃଦ୍ଧି ଲାଭ କରିବେ ।

ଆପଣଙ୍କର ଅଟକି ରହିଥିବା ସବୁ କାର୍ଯ୍ୟ ପୂରଣ ହୋଇଯିବ ।ଏହା ଆପଣଙ୍କୁ ଧ୍ୟାନ ରଖିବା ଦରକାର ଯେ, ଏହି ଉପାୟ କରିବା ସମୟରେ ଯେମିତି ଆପଣଙ୍କୁ କେହିବି ନ ଦେଖନ୍ତୁ । ଯଦି ଆପଣଙ୍କୁ ଲାଗୁଛି କି ଆପଣ ବହୁତ ସମସ୍ୟାରେ ଫସି ଜାଇଛନ୍ତି ଓ ଆପଣଙ୍କୁ କେହି ବି ସାଥ ଦେଉ ନାହାନ୍ତି ତେବେ ଆପଣ ନିଶ୍ଚୟ ଏହି ଉପାୟକୁ କରନ୍ତୁ ।

ଦେଖିବେ ଆପଣଙ୍କ ସବୁ ରାସ୍ତା ଖୋଲି ଯିବ ଓ ଧନର ବର୍ଷା ହେବାରେ ଲାଗିବ ।

ଏବେ ଆସନ୍ତୁ ସେହି ଉପାୟ ବିଷୟରେ ଜାଣିବା:

ଆପଣ ଗୋଟିଏ ସବୁଜ ଗୁଜୁରାତି ନେଇଆସନ୍ତୁ, ଏହି ଗୁଜୁରାତିକୁ ନେଇ ଆପଣ ଆପଣଙ୍କ ପୂଜାଘର ସାମ୍ନାରେ ବସି ଯାଆନ୍ତୁ । ପୂଜାଘର ସାମ୍ନାରେ ବସିଲା ପରେ ଆପଣ ଆପଣଙ୍କ ଦୁଇ ହାତକୁ ଯୋଡି ଆଖି ବନ୍ଦ କରି ” ଓଁ ଶ୍ରୀଙ୍ଗ ଶ୍ରୀ ୟେଈ ନମଃ ” ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ।

ଏହି ମନ୍ତ୍ର ଜପିବା ସମୟରେ ଯେମିତି ଆପଣଙ୍କୁ କେହି ବି ଡିଷ୍ଟର୍ବ ନକରିବେ, ଏଥିପ୍ରତି ଧ୍ୟାନ ଦେବା ଦରକାର । ଜପ କରିସାରିଲାପରେ ଆପଣ ଆପଣଙ୍କ ଡାହାଣ ହାତ ମୁଠିରେ ସେହି ଗୁଜୁରାତିକୁ ସମ୍ପୂର୍ଣ୍ଣ ବନ୍ଦ କରି ରଖନ୍ତୁ । ତାପରେ ସେହି ନିଜ ଘରେ ସାତ ଥର ବୁଲିଯାନ୍ତୁ । ସାତ ଥର ବୁଲି ସାରିବା ପରେ ପୁଣି ସେହି ପୂଜା ଘର ସାମ୍ନାରେ ଆସି ବସିଯାଆନ୍ତୁ ।

ତାପରେ ଗୋଟିଏ ଲାଲ କପଡା ଆଣନ୍ତୁ । ସେହି କପଡ଼ାରେ ସେହି ଗୁଜୁରାତିକୁ ସୂତାରେ ବାନ୍ଧି ଗୋଟିଏ ପୁଟୁଳି ପ୍ରସ୍ତୁତ କରନ୍ତୁ । ସେହି ସୁତା ଲାଲ ରଙ୍ଗର ହୋଇଥିବା ଦରକାର । ସେହି ପୁଟୁଳିକୁ ଘରର ଏକ କୋଣରେ ଲୁଚାଇଦିଅନ୍ତୁ । ଯେମିତି କି ସେହି ପୁଟୁଳିକୁ କେହି ଦେଖିନପାରିବେ ।

ଏହି ଉପାୟକୁ ଆପଣ ଯେ କୌଣସି ଦିନ ଓ ଯେକୌଣସି ସମୟରେ ମଧ୍ୟ କରିପାରିବେ । ସେହି ଦିନ ଠାରୁ ଆପଣ ୨୧ ଦିନ ପରେ ସେହି ପୁଟୁଳିକୁ କାଢିଆଣି ନଦୀରେ ବିସର୍ଜନ କରିଦିଅନ୍ତୁ । ଯଦି ଆପଣଙ୍କ ଆଖପାଖରେ ନଦୀ ନାହିଁ, ତେବେ ସେହି ପୁଟୁଳିକୁ ଆପଣ ଗୋଟିଏ ଅଶ୍ୱତ୍ଥ ଗଛ ମୂଳରେ ମଧ୍ୟ ପୋତିଦେଇ ପାରିବେ । ଏହା କରିବା ଦ୍ୱାରା ନିଶ୍ଚିତ ଭାବରେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *