ପୁରୁଷଙ୍କ ଠାରେ ଯୌନ ଅକ୍ଷମତା ! ଜାଣନ୍ତୁ କାରଣ ଓ ନିରାକରଣ (Dr Biswajit Nanda)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେତେକ ପୁରୁଷଙ୍କ ଠାରେ ଯୌନ ଅକ୍ଷମତା ପ୍ରକାଶ ପାଇଥାଏ । ଯାହାକୁ ନେଇ ଯୁବପିଢୀ ବହୁତ ଚିନ୍ତିତ ରହିଥାନ୍ତି । ପୁରୁଷଙ୍କ ଠାରେ ଯୌନ ଅକ୍ଷମତା ସେତେବେଳେ ପ୍ରକାଶ ପାଇଥାଏ । ଯେତେବେଳେ ପୁରୁଷଙ୍କର ପେନିସଟି ପ୍ରପର ଭାବେ ହାର୍ଡ ହୋଇନଥାଏ । ସେତେବେଳେ ପୁରୁଷଙ୍କ ଠାରେ ଇରେକଟାଇଲ୍ ଡିସଫଙ୍କସନ ବା ଯୌନ ଅକ୍ଷମତା ଦେଖାଯାଇଥାଏ ।

ଯଦି ପୁରୁଷଙ୍କ ଶରୀର ପୁରୁଷ ହରମୋନ ବା ଟେଷ୍ଟୋଷ୍ଟିରନ ହରମୋନ କମିଯାଇଥାଏ । ତେବେ ଯୌନ ଅକ୍ଷମତା ଦେଖାଯାଇଥାଏ । ଯଦି ପେନିସକୁ ବ୍ଲଡ୍ ଫ୍ଲୋ କମିଯାଇଥାଏ । ତେବେ ମଧ୍ୟ ଯୌନଅକ୍ଷମତା ଦେଖାଯାଇଥାଏ । ଯଦି ଶରୀରର ସ୍ନାୟୁ ଗୁଡିକର ଡାମେଜ ହୋଇଯାଇଥାଏ । ତେବେ ମଧ୍ୟ ପୁରୁଷଙ୍କ ଠାରେ ଯୌନ ଅକ୍ଷମତା ଦେଖାଯାଇଥାଏ ।

ଯଦି କୌଣସି ପୁରୁଷ ମାନସିକ ଭାବେ ଷ୍ଟ୍ରେସରେ ରହୁଛନ୍ତି । ତେବେ ମଧ୍ୟ ଏରେକଟାଇଲ ଡିସଫଙ୍କସନ ଦେଖାଯାଇଥାଏ । ବୟସ ବଢିବା ସହିତ ଶରୀରରେ ହାର୍ମୋନାଲ୍ ପରିବର୍ତ୍ତନ ଦେଖାଯାଇଥାଏ । ପ୍ରାୟତଃ ୪୦ ବର୍ଷ ପରେ କେତେକ ପୁରୁଷଙ୍କ ଠାରେ ଯୌନ ଅକ୍ଷମତା ଦେଖାଯାଇଥାଏ । ଯେଉଁ ବ୍ୟକ୍ତି ମାନଙ୍କର ଡାଇବେଟିସ, ମେଦବହୁଳ ବା କୋଲେଷ୍ଟ୍ରଲ୍ ଜନିତ ସମସ୍ଯା ରହିଥାଏ ।

ସେମାନଙ୍କ କ୍ଷେତ୍ରରେ ଯୌନ ଅକ୍ଷମତା ଦେଖାଦେବାର ସମ୍ଭାବନା ଅଧିକ ରହିଥାଏ । ଯେଉଁ ପୁରୁଷ ମାନଙ୍କର ଯୌନ ଅକ୍ଷମତା ୩୦ ରୁ ୪୦ ବର୍ଷ ଭିତରେ ଦେଖାଯାଇଥାଏ । ସେମାନଙ୍କ ଆଗାମୀ ବୟସରେ କାର୍ଡିଆକ ଡିଜିଜ ବା ହୃଦରୋଗ ହେବାର ସମ୍ଭାବନା ରହିଥାଏ । ଯେଉଁ ପୁରୁଷ ମାନଙ୍କର ମଦ୍ୟପାନ, ଧୃମ ପାନ ପ୍ରତିଦିନ ସେବନ କରିବାର ଖରାପ ଅଭ୍ଯାସ ରହିଥାଏ ।

ସେମାନଙ୍କ ଠାରେ ମଧ୍ୟ ଯୌନ ଅକ୍ଷମତା ହୋଇଯିବାର ଚାନ୍ସ ରହିଥାଏ । ଯେଉଁ ମାନେ ପ୍ରପର ଭାବେ ସୁଷମ ଖାଦ୍ୟର ଆହରଣ କରିନଥାନ୍ତି । ତେବେ ସେମାନଙ୍କ କ୍ଷେତ୍ରରେ ସ୍ନାୟୁ ଜନିତ ସମସ୍ଯା ଦେଖାଯାଇଥାଏ । ସ୍ନାୟୁ ସମସ୍ଯା ହୋଇଲେ ଏହାର ଖରାପ ଅସର ପେନିସ ଉପରେ ପଡିଥାଏ । ଯାହା ଦ୍ଵାରା ଇରେକଟାଇଲ୍ ଡିସଫଙ୍କସନ ମଧ୍ୟ ହୋଇଥାଏ । ଯୌନ ଅକ୍ଷମତାର ପୀଡିତ ଥିବା ବ୍ୟକ୍ତି ମାନଙ୍କର ଡାଇଗ୍ନୋସିଷ୍ କରିବା ଏତେ ସହଜ ପକ୍ରିୟା ହୋଇନଥାଏ ।

ସେଥିପାଇଁ ସେଥିରେ ପୀଡିତ ଥିବା ବ୍ୟକ୍ତି ଓ ତାଙ୍କ ପାର୍ଟନର ଙ୍କ ଠାରୁ ପ୍ରପର ସମସ୍ଯା ଡାକ୍ତର ବୁଝି ସମସ୍ଯାକୁ ଠିକ କରିବା ପାଇଁ କେତେକ ଟେଷ୍ଟ ଯେପରି ବ୍ଲଡ୍, ସୁଗାର ଓ ଥାଇରାଏଡ୍  ଆଦି ଟେଷ୍ଟ ମାଧ୍ୟମରେ ତାହାକୁ ଠିକ ଭାବେ ପରୀକ୍ଷଣ କରାଯାଇ ସମସ୍ଯାର ସମାଧାନ କରାଯାଇଥାଏ ।

ଇରେକଟାଇଲ୍ ଡିସଫଙ୍କସନରେ ପୀଡିତ ଥିବା ବ୍ୟକ୍ତିଙ୍କୁ ପେନିସ ରେ ଠିକ ଭାବରେ ବ୍ଲଡ୍ ଫ୍ଲୋ କରିବା ପାଇଁ କିଛି ମେଡ଼ିସିନ ଡାକ୍ତର ପେସେଣ୍ଟଙ୍କୁ ଖାଇବାକୁ ଦେଇନଥାନ୍ତି । ଯାହାକୁ ଖାଇବା ଦ୍ଵାରା ୮୦ ପ୍ରତିଶତ ଲୋକଙ୍କର ଯୌନ ଅକ୍ଷମତା ଦୂର ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *