Health Tips- ସକାଳର 3 ଟି Healthy Juice ଯାହା ଆପଣଙ୍କୁ 80 ବର୍ଷରେ ବି ରଖେ 22 ବର୍ଷ ପରି ଯବାନ ! ଜାଣନ୍ତୁ କିପରି ଏହାକୁ ବନେଇବେ ?

ନମସ୍କାର ବନ୍ଧୁଗଣ , ଆଜି ଆମେ ତିଆରି କରିବା ବିଶେଷ ଧରଣ ର ଜୁସ ଯାହା କୁ ସେବନ କରିବା ଦ୍ଵାରା ଆମ ଶରୀରର ବହୁତ ଉପକାରୀ ହୋଇଥାଏ । ଏହି ଆଧୁନିକ ଯୁଗରେ ଆମ କୁ ଖାଦ୍ୟ ରେ ବିଶେଷ ପ୍ରୋଟିନ ଏବଂ ପୋଷାକ ମିଳିନଥାଏ । ତେଣୁ ଆମ ପ୍ରାକୃତିକ ଉପରେ ନିଜର ଘରେ  ଜୁସ ତିଆରି କରି ଏହାକୁ ପିଇବା ଆମ ସ୍ଵାସ୍ଥ ପାଇଁ ଉପକାରୀ ହୋଇଥାଏ । ତେଣୁ ମୁଁ ଆଜି ଆପଣଙ୍କୁ ତିନୋଟି ଜୁସ ବିଷୟରେ ଏବଂ ଏହାକୁ କିପରି ପ୍ରସ୍ତୁତ କରାଯାଏ ଏହି ବିଷୟରେ ଜାଣିବା ।  

ପ୍ରଥମେ ଆମେ ତିଆରି କରିବା  ABC ବିଟ ଜୁସ  ଏବଂ ଦ୍ଵିତୀୟ ରେ ତିଆରି କରିବା   ସବୁଜ ପୋଷାକ ଥିବା ଜୁସ ଶେଷ ରେ ତିଆରି କରିବା ଗାଜର ଜୁସ । ଏହି ତିନୋଟି ଜୁସ ର ଗୁରୁତ୍ଵପିର୍ଣ୍ଣ ବିଷୟ ହେଉଛି ଏହାକୁ ଆମେ କେବଳ ପାଞ୍ଚ ମିନିଟ୍ ରେ ତିଆରି କରିପାରିବା ।  ଏହି ଜୁସ କୁ ଆମେ ସନ୍ଧ୍ୟା ସମୟରେ ସେବନ କରୁଥିବା ଟି ‘ କଫି ବଦଳରେ ଏହାକୁ ନେଇପାରିବା ।

ଏହାକୁ ଆମେ ସକାଳେ ବାୟାମ ଯୋଗ କରିବା ପରେ ଏହାକୁ ନେଇପାରିବେ । ଯଦି ଆପଣ କୋଣସି ଦିନ ଉପବାସ ରହିବାକୁ ଚାହିଥାନ୍ତି , ତେବେ ଦିନ ସାରା ଆପଣ ଏହାକୁ ପିଇ ରହିବା ଦ୍ଵାରା ଏହା ଆପଣଙ୍କ ଶରୀରରେ ଭିତରେ ସମସ୍ତ ପ୍ରକ୍ରିୟାକୁ ସଞ୍ଚାଳିତ କରିଥାଏ । ଏବେ ଆସନ୍ତୁ ଜାଣିବା ଏହି ପ୍ରଥମ ଜୁସ କୁ କିପରି ପ୍ରସ୍ତୁତ କରିବା ।

ଆମେ ପ୍ରଥମ ଜୁସ କରିବା ପାଇଁ ଆମ କୁ ଦରକାର ହୋଇଥାଏ ବିଟ , ସେଓ ଏବଂ ସ୍ଵାଦ ପାଇଁ ଅଦା । ଏହି ତିନୋଟି ଜିନିଷ କୁ ଛୋଟ ଖଣ୍ଡ ରେ ପରିଣତ କରି ଘରେ ଥିବା ଗ୍ରାଇଣ୍ଡର ସାହାଯ୍ୟ ରେ ଏହାର ଜୁସ ପ୍ରସ୍ତୁତ କରିପାରିବେ । ଏହି ଜୁସ ଆପଣ ସିଧା ସଳଖ  ନ ପିଇ ପାଟି ଭିତରେ କିଛି ସମୟ ରଖି ଏହାକୁ ପିଇବା ଦ୍ଵାରା ଏହା ଆମ ପାଇଁ ବହୁତ ଉପକାରୀ ହୋଇଥାଏ ।

ଦ୍ଵିତୀୟ ଜୁସ ହେଉଛି ସବୁଜ ଜୁସ ଏହାକୁ ତିଆରି କରିବା ପାଇଁ ଆବଶ୍ୟକ ଜିନିଷ ହେଲା ଲାଉ , ପାଳଙ୍ଗ ଶାଗ ଦୁଇଟି ସେଓ ଆପଣ ସବୁ ବେଳେ ଏହା ମନେ ରଖିବ ଯେ ଜୁସ ତିଆରି କରିବା ସମୟରେ 80%ଭାଗ ପନିପରିବା ଏବଂ 20% ପ୍ରତିଶତ ଫଳ ନେଇବା ଆମ ଶରୀର କୁ  ସମପରିମାଣ ରଖିଥାଏ । ଏବେ ଏହି ସମସ୍ତ ଜିନିଷ କୁ ଛୋଟ ଖଣ୍ଡରେ ପରିଣତ କରି ଗ୍ରାଇଣ୍ଡର ସାହାଯ୍ୟ ଜୁସ ପ୍ରସ୍ତୁତ କରିନେବେ ।

ଏହି ଜୁସ ପ୍ରସ୍ତୁତ କରିବା ପରେ ଶେଷରେ ଲେମ୍ବୁ ପକେଇ ଏହାର ସେବନ କରନ୍ତୁ । ଏବେ ଜାଣିବା ଶେଷ ଜୁସ ବିଷୟରେ ଏହାକୁ କରିବା ପାଇଁ ଆବଶ୍ୟକ ଜିନିଷ ହେଲା ଗାଜର , ଅମୃତ ଭଣ୍ଡା , କମଳା  ଏହି ସବୁ ଜିନିଷ କୁ ପୂର୍ବ ପରି କାଟି ଖଣ୍ଡ କରି ଜୁସ ପ୍ରସ୍ତୁତ  କରିବେ ଏହି ଜୁସ କୁ ସକାଳେ ବ୍ରେକଫାଷ୍ଟ ବଦଳରେ ମଧ୍ୟ ପିଇପାରିବା । ଏହି ତିନୋଟି ଜୁସ କୁ ନିଶ୍ଚିତ ତିଆରି କରି ସେବନ କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।                                                                        

Leave a Reply

Your email address will not be published. Required fields are marked *