Vastu Tips- ତୁଳସୀ ଗଛ ପାଖରେ ଲଗେଇ ଦିଅନ୍ତୁ ଏହି ଚମତ୍କାରୀ ଗଛ ଆଉ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ତୁଳସୀ ଗଛର ଚମତ୍କାରିତା ବିଷୟରେ ଆପଣ ମାନେ ଜାଣିଥିବେ । ଏହାର ପୂଜା କରିଲେ ଜୀବନରେ ସୁଖ ସୌଭାଗ୍ୟର ଆଗମନ ହୋଇଥାଏ । ଏହା ସହ ଶ୍ରୀହରି ଓ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ତୁଳସୀର ପୂଜା କରିବା ମାନେ ସକାଳୁ ଜଳ ଦେବା ଓ ସନ୍ଧ୍ୟାରେ ଶୁଦ୍ଧ ଘିଅର ଦୀପ ଜଳାଇବା । କାରଣ ଏହାକୁ ବହୁତ ଶ୍ରେଷ୍ଠ ମାନାଯାଏ । ପ୍ରତେକ ଘରେ ତୁଳସୀର ପୂଜା କରାଯାଏ ।

ତୁଳସୀ ଗଛ ପାଖରେ ଦୀପ ଜଳାଇବା ସମୟରେ ଦୀପ ତଳେ କିଛି ଚାଉଳ ରଖନ୍ତୁ । ଆଜି ଆମେ ଆପଣଙ୍କୁ କହିବୁ ତୁଳସୀ ଗଛର କେଉଁ ଉପାୟ କରିଲେ ଧନର ବୃଦ୍ଧି ହୋଇଥାଏ । ଏଥିପାଇଁ ଗୁରୁବାର ଦିନ ନାରୀ ମାନେ ହଳଦିଆ ବସ୍ତ୍ର ଧାରଣ କରନ୍ତୁ । ଏହା ପରେ ହଳଦିର ଟୀକା ମଥାରେ ଲଗାନ୍ତୁ ।

ତା ପରେ ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ । ଯଦି ଆପଣ ଘରେ ଦୁଇରୁ ୪ଟି ତୁଳସୀ ଗଛ ଲଗାଇଛନ୍ତି ସେଥିରେ ଜଳ ଦେଇ ପାରିବେ । ଯେତିକି ତୁଳସୀ ଗଛ ଘରେ ରହିବ ସେତିକି ପଜେଟିଭ ଊର୍ଜା ବୃଦ୍ଧି ପାଇବ । ପ୍ରଥମେ ତୁଳସୀ ଗଛର ଚେର ନିଅନ୍ତୁ । ଯେଉଁଠି ଧନ ରଖୁଛନ୍ତି ସେଠାରେ ନେଇକି ରଖନ୍ତୁ ।

ପ୍ରଥମେ ଛେରକୁ ସଫା ପାଣିରେ ଧୋଇ ଗଙ୍ଗା ପାଣିରେ ଧୋଇବେ । ତା ପରେ ଦୀପ ଧୂପ ଦେଇ ପୂଜା କରିବେ । ତା ପରେ ଘରେ ଟଙ୍କା ରଖୁଥିବା ଜାଗାରେ ରଖି ଦିଅନ୍ତୁ । ଯେବେ ଏହି ଚେରକୁ ନେଇକି ଯିବେ ତେବେ ମନରେ ବିଶ୍ଵାସ ରଖିବେ ଆପଣ ମା ଲକ୍ଷ୍ମୀ ଙ୍କୁ ନେଇ ସ୍ଥାପନ କରୁଛନ୍ତି । ତା ହେଲେ ଆପଣଙ୍କ ଘରକୁ ବହୁତ ଜଲ୍ଦି ଧନ ଆଗମନ ହେବ ।

ବ୍ୟାପାରରେ ବୃଦ୍ଧି ହେବ । ପଜେଟିଭ ଉର୍ଜ ସହ ତୁଳସୀ ଚେର ଘରେ ରଖିଲେ ଶ୍ରୀହରି, ମା ଲକ୍ଷ୍ମୀ ଙ୍କ ସହ ଆପଣଙ୍କର ଘରେ ବିରାଜମାନ ହେବେ । ଆପଣଙ୍କ ଘରେ ଧନର ବର୍ଷା ହେବ । ଏମିତି ଭାବି ଧନ ରଖିବା ଜାଗାରେ ତୁଳସୀ ଚେର ରଖି ଦିଅନ୍ତୁ । କିଛି ଦିନ ମଧ୍ୟରେ ଚମତ୍କାରିତା ଦେଖିବେ । ଦ୍ଵିତୀୟ ଉପାୟ ଟି ହେଉଛି ତୁଳସୀ ଗଛର ବହୁତ ଛୋଟ ଗଛ ।

ତୁଳସୀକୁ ସର୍ବ ଶ୍ରେଷ୍ଠ ମାନାଯାଏ । ତୁଳସୀ ଗଛ ମୂଳରେ ଘାସ ଉଠିଥିଲେ ଗୁରୁବାର ଦିନ ସ୍ନାନ କରି ଘରକୁ ଆଣି ଟଙ୍କା ରଖୁଥିବା ଜାଗାରେ ରଖି ଦିଅନ୍ତୁ । ନିଶ୍ଚୟ ଧନର ଆଗମନ ହେବ । ତୁଳସୀର ପୂଜା କରିବା ପରେ ଛୋଟ ତୁଳସୀ ଗଛ ଘରକୁ ଆଣି ଗଙ୍ଗା ପାଣିରେ ଧୋଇ ଦୀପ ଧୂପ ଦେଇ ଧନ ରଖୁଥିବା ଜାଗାରେ ରଖି ଦିଅନ୍ତୁ ।

ଏହି ଉପାୟ କରିବା ପରେ ଆପଣଙ୍କ ଘରେ ଧନ ବା ବ୍ୟାପାର ସମସ୍ଯା ଥାଉ ତାହା ବହୁତ ଜଲ୍ଦି ଦୂର ହୋଇଯିବ । ଘରର ତୁଳସୀ ଗଛରେ ଛୋଟ ଗଛ ନ ଥିଲେ ଆପଣ ଆଖ ପାଖରୁ ଆଣି କରିପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *