ଭଗବାନ ଶ୍ରୀ କୃଷ୍ଣ କୁହନ୍ତି 3 ପ୍ରକାରର ଭୋଜନ କେବେ ବି କରିବା କଥା ନୁହେଁ, କମିଯାଏ ଆୟୁଷ

ନମସ୍କାର ବନ୍ଧୁଗଣ , ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ମଣିଷ ପାଇଁ ତିନି ପ୍ରକାରର ଭୋଜନ ବିଷ ରେ ପରିଣତ ହୁଏ । ଏହି ପ୍ରକାରର ଭୋଜନ ଆୟୁଷ କୁ କମ୍ କରିଥାଏ ଓ ଶରୀର ରେ ରୋଗ କୁ ସୃଷ୍ଟି କରିଥାଏ । ମଣିଷ କୁ ଏଭଳି ଭୋଜନ ଗ୍ରହଣ କରିବା କଥା ନୁହେଁ , କାରଣ ଏହା ଦ୍ଵାରା ମଣିଷ ର ଭାଗ୍ୟ ଦୁର୍ଭାଗ୍ୟ ରେ ପରିବର୍ତ୍ତନ ହୋଇଯାଏ । ପ୍ରାଚୀନ କାଳ ର ଲୋକମାନେ ଏହି ଭୁଲ କୁ କରି ନିଜର ଧନ , ସମ୍ପତି ଠାରୁ ହାତ ଛଡା ଓ ଆୟୁଷ କମ୍ ହେଇଛି ।

ଆମ ହିନ୍ଦୁ ଶାସ୍ତ୍ର ରେ ଅନେକ ବିଷୟର ବର୍ଣ୍ଣନା କରାଯାଇଛି । ପ୍ରାଚୀନ କଳାର ଲୋକମାନେ ସୁସ୍ଥ ଓ ଦୀର୍ଘାୟୁ ଜୀବନ ଅତିବାହିତ କରୁଥିଲେ । ଆମ 18 ଟି ପୁରାଣ ରହିଛି ତହି ମଧ୍ୟରୁ ଗରୁଡ ପୁରାଣ ଅନ୍ଯତମ ଅଟେ । ଭଗବାନ ଶ୍ରୀ କୃଷ୍ଣ ଗରୁଡଙ୍କୁ ଜୀବନ ଓ ମୃତ୍ୟୁ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିଥିଲେ ଓ ଏହାକୁ ଗରୁଡ ତାଙ୍କ ପୁରାଣ ରେ ବର୍ଣ୍ଣନା କରିଛନ୍ତି । ମଣିଷର ଜନ୍ମ କଣ ପାଇଁ ହୋଇଥାଏ ଓ ମୃତ୍ୟୁ ପରେ ମଣିଷ କେଉଁ ଠାକୁ ଯାଇଥାଏ ।

ଏହି ସବୁ ବିଷୟରେ ଗରୁଡ ପୁରାଣ ବର୍ଣ୍ଣନା କରିଛି ଆଜି ଆମେ ଆପଣଙ୍କୁ ତିନି ପ୍ରକାର ଭୋଜନ ଯାହା ଆମ ପାଇଁ ବିଷ ହୋଇଥାଏ ଏହା ସମ୍ବନ୍ଧରେ କହିବୁ । ଭଗବାନ କହିଛନ୍ତି ଯେ ଏହି ପୃଥିବୀରେ ବାସ କରୁଥିବା ସମଗ୍ର ଜୀବଜନ୍ତୁ ଓ ମଣିଷ କୁ ଶରୀର ର ଚଳେଇବା ପାଇଁ ଭୋଜନ କରିବା ଦରକାର , କିନ୍ତୁ ଶାସ୍ତ୍ର ରୀ ଭୋଜନ କରିବାର  ବିଧିନିୟମାନ ରହିଛି  ।

ଶାସ୍ତ୍ରଗତ ନିୟମକୁ ପାଳନ କରିବା ଦ୍ଵାରା ଆମେ ଇଶ୍ଵରଙ୍କ ଆର୍ଶୀବାଦ ପ୍ରାପ୍ତ କରିଥାଉ । ଏହା ସହିତ ମା ‘ ଲକ୍ଷ୍ମୀଙ୍କ କରୁଣା ଘରେ ସର୍ବଦା ରହିଥାଏ । ଭାଗବାନ ଶ୍ରୀ କୃଷ୍ଣ କୁହନ୍ତି ଯେ ଅନିୟମିତ ଆହାର ଭୋଜନ କରିବା ଦ୍ଵାରା ମଣିଷ ଶରୀରର କ୍ଷତି ହୁଏ ଓ  ମଣିଷ କମ୍ ବୟସରେ ବୁଢା ଦେଖାଯାଇଥାଏ । ମଣିଷକି ଭୋଜନ କରିବା ପୂର୍ବରୁ ହାତ ଓ ଗୋଡ କୁ ଭଲଭାବରେ ସଫା କରି ଭୋଜନ ଗ୍ରହ କରିବା ଶାସ୍ତ୍ର ନିୟମ ହୋଇଥାଏ ।

ତାହା ଦ୍ଵାରା ମଣିଷ ଶରୀର ରୁ ରୋଗ ଦୂର ରେ ରୁହେ ଓ ମଣିଷ ଦୀର୍ଘାୟୁ ହୁଏ ।  ଭୋଜନ ଗ୍ରହଣ  କରିଥିବା ସମୟରେ ପୂର୍ବ ଦିଗ କୁ ମୁଖ କରି ଖାଇବା  ଶାସ୍ତ୍ର ବିଧି ହୋଇଥାଏ । 1- ମଣିଷ କୁ ଅଇଠା ଭୋଜନ ବା ଅନ୍ୟମାନେ ପାଦ ଦେଇ ଯାଇଥିବା ଭୋଜନ କୁ କେବେ ଗ୍ରହଣ କରି କଥା ନୁହେଁ । କାରଣ ଏହା ଶରୀର ର ପାଇଁ ବିଷାକ୍ତ ଅଟେ ।

2- ଭୋଜନରେ ଚୁଟି ବାହାରିଲେ ଏପରିକା ଖାଦ୍ୟ କୁ ଖାଇବା ଅନୁଚିତ୍ ହୋଇଥାଏ । 3- ଅନ୍ୟ ପାଇଁ ବାଡିଥିବା ଭୋଜନ କୁ ଖାଇବା କଥା ନୁହେଁ । କାରଣ ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଅନ୍ୟ ଭୋଜନ ହଜମ ହୋଇନଥାଏ । ତେଣୁ ଏହି ତିନି ପ୍ରକାରର ଭୋଜନ କୁ କେବେ ଗ୍ରହଣ କରନ୍ତୁ ନାହିଁ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ  ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ , କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *