Health Tips- ଏହାର 4 ଟି ପତ୍ର ପ୍ରତିଦିନ ଚୋବେଇ ଖାଆନ୍ତୁ, Sugar ପାଇଁ ହୋଇଥାଏ ଅମୃତ !

ନମସ୍କାର ବନ୍ଧୁଗଣ , ଶରୀରରେ ବ୍ଲଡ଼ ସୁଗାର କୁ କମେଇବା ପାଇଁ ଏହି ପତ୍ର ର ସେବନ  ସବୁ ଦିନ କରନ୍ତୁ । ଦେଖିବେ ଏହାକୁ ଖାଇବା ଦ୍ଵାରା ଆପଣଙ୍କ ବ୍ଲଡ଼ ସୁଗାର ନିୟମିତ  ଅବସ୍ଥାକୁ ଆସିଯାଇଥାଏ । ଆଜି  ର ଲୋକମାନଙ୍କ ଭିତରେ ବ୍ଲଡ଼ ସୁଗାର ଅଧିକ ମାତ୍ରା ରେ ଦେଖାଯାଇଥାଏ । ଏହାକୁ ନିୟନ୍ତ୍ରଣ ରଖିବା ପାଇଁ ଅନେକ ଉପାୟ କରିଥାନ୍ତି ଅନେକ ଔଷଧ ର ସେବନ କରି ପଇସା କୁ ପାଣି ପରି କର୍ଚ କରିଥାଉ , କିନ୍ତୁ କୋଣସି ଫାଇଦା ହୋଇନଥାଏ ।

ଆଜି ଆମେ ଆପଣଙ୍କୁ ଏକ ଏମିତି ପତ୍ର  ବିଷୟରେ କହିବୁ ଯାହା ସୁଗାର ପାଇଁ ଅମୃତ ଠାରୁ କମ୍ ନୁହେ । ଆସନ୍ତୁ ଜାଣିବା ଏହା ସମ୍ବନ୍ଧରେ ଡାକ୍ତର ସାଲିମ ଜେଦୀଙ୍କ ମାଧ୍ୟମରେ ସେ ଏହି ପତ୍ର ର ଗୁଣ , ଉପକାରିତା ଏବଂ ବ୍ୟବହାର ବିଷୟରେ କହିଛନ୍ତି । ଏହି ପତ୍ର ର ନାମ ହେଉଛି ତୁଳସୀ ଏହାକୁ ଆୟୁର୍ବେଦ ରେ ଚମତ୍କାରୀ ଔଷଧ ରୂପରେ ବ୍ୟବହାର କରାଯାଇଥାଏ । ଯଦି ଶରୀରରେ କାଶ , ଥଣ୍ଡା , କଫ ହୋଇଥାଏ ତେବେ ଆମେ ତୁଳସୀ  ରସ କୁ ପିଇ ଥାଉ ଏବଂ ଏହା ଚମତ୍କାରୀ ଭାବରେ କାମ କରିଥାଏ ।

ତୁଳସୀ ର ସେବନ କରିବା ଦ୍ଵାରା ଶରୀରରେ ଇମ୍ମୁନିଟି ସିଷ୍ଟମ ବୃଦ୍ଧି ହୋଇଥାଏ । ଆଧୁନିକ ରିସର୍ଚ ରୁ ଜଣାପଡିଛି ଯେ ତୁଳସୀ ବ୍ଲଡ଼ ସୁଗାର କୁ ନିୟନ୍ତ୍ରଣ କରିଥାଏ । ତୁଳସୀ ଆପଣଙ୍କ ଶରୀରରେ ଇଂସୁଲେନ୍ସ କୁ କମ୍ କରିଥାଏ ଯାହା ଫଳ ରେ ଆପଣଙ୍କ ଶରୀର ସଠିକ ମାତ୍ରା ରେ ଇଂସୁଲେନ୍ସ କୁ ନିର୍ଗତ କରିଥାଏ ଏବଂ ଡାଇବେଟିସ ଭଳି ରୋଗ କୁ ହେବାକୁ ଦେଇନଥାଏ ।

ନୋଟିଙ୍ଗା university ରିସର୍ଚ ରେ ଜଣାପଡିଛି ଯେ ଔଷଧ ସହିତ ତୁଳସୀ କୁ ସେବନ କରିବା ଦ୍ଵାରା ବ୍ଲଡ଼ ସୁଗାର ନିୟନ୍ତ୍ରଣ ରେ ରହିଥାଏ । ଯଦି ଆପଣଙ୍କ ବ୍ଲଡ଼ ସୁଗାର ପ୍ରାରମ୍ଭିକ ଅବସ୍ଥା ରେ ରହିଥାଏ ତେବେ ଆପଣ ତୁଳସୀ ଏହି ଉପାୟ କୁ କରିବା ଆପଣଙ୍କ ପାଇଁ  ଫଳପ୍ରଦ ହୋଇଥାଏ । ଧ୍ୟାନ ଦେବେ ଯେ ଔଷଧ ସହିତ ଆପଣ ଏହାକୁ କରିବେ ।

1- ପ୍ରଥମରେ ଆପଣ ତୁଳସୀ ର ଚାରୋଟି ପତ୍ର କୁ ନେଇ ଚୋବେଇ ପରେ ପାଣି  ପିଇବା ଉଚିତ୍ । 2 – ଆପଣ ତୁଳସୀ ର ପତ୍ର କୁ କାଡା ବନେଇ ପିଇପାରିବେ । 3 – ଆପଣ ରାତି ରେ ଶୋଇଲା ପୂର୍ବରୁ ଚାରି ଟି ପତ୍ର କୁ ପାଣି ଭିଜେଇ ସକାଳୁ ଉଠିଲା ପରେ ଏହାକୁ ଛାଣି ପାଣି କୁ ପିଇବା ଦ୍ଵାରା ଆପଣ ବ୍ଲଡ଼ ସୁଗାର ନିୟମିତ ରହିଥାଏ ।

ସବୁ ଦିନ ଏହାକୁ ଏହାକୁ କରିବା ଦ୍ଵାରା ଆପଣ ବ୍ଲଡ଼ ସୁଗାର ନିୟମିତ ରହିଥାଏ , ମାତ୍ର ଔଷଧ ର ସେବନ କରିବା ଉଚିତ୍ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *