Diabetes ପାଇଁ ରାମବାଣ ଉପାୟ ! ସୁଗାର 380 ହେଉ ବା 480 କିବା 30 ବର୍ଷ ପୁରୁଣା କେବଳ 7 ଦିନରେ ହେବ କଣ୍ଟ୍ରୋଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନ ସମୟରେ ଡାଇବେଟିସ ପ୍ରାୟତଃ ଲୋକ ମାନଙ୍କ ପାଖରେ ଦେଖିବାକୁ ମିଳୁଛି । ଡାଇବେଟିସ ରୋଗ ହେବାର ଅନେକ କାରଣ ରହିଥାଏ । ରାତି ଅନିଦ୍ରା ହେବା, ଠିକ ସମୟରେ ଖାଦ୍ୟ ଗ୍ରହଣ ନକରିବା, ଅଧିକ ମାତ୍ରାରେ ସ୍ଟ୍ରେସ ନେବା, ପାଣିର ଅଧିକ ପରିମାଣରେ ନପିଇବା ଓ ମିଠା ଜାତୀୟ ଖାଦ୍ୟର ବହୁଳ ସେବନ କରିବା ଏପରି ଅନେକ କାରଣରୁ ଡାଇବେଟିସ ରୋଗ ହୋଇଥାଏ ।

ଡାଇବେଟିସ ମଣିଷକୁ ଭିତରୁ ଫମ୍ପା କରିଦିଏ । ଯାହାକୁ ଧୀର ମୃତ୍ୟୁ ମଧ୍ୟ କୁହାଯାଇଥାଏ । ରକ୍ତରେ ସୁଗାର ମାତ୍ରା ଠିକ କରି ଡାଇବେଟିସ ନିୟନ୍ତ୍ରଣ କରିବା ପାଇଁ ବହୁତ ଭଲ ଘରୋଇ ଉପଚାର ଆଜି ଜାଣିବାକୁ ପାଇବେ । ଏକ ଗ୍ଯାସରେ ଏକ ଗ୍ଲାସ ପାଣି ନିଅନ୍ତୁ । ସେଥିରେ ଏକ ଚାମଚ ମେଥି ଦାନା ମିଶାନ୍ତୁ । ମେଥିରେ ଅନେକ ଫାଇବର ରହିବା ସହ ଏହା ଇନସୁଲିନର ସେନ୍ସିଟିଭକୁ ବଢାଇଥାଏ । ତାପରେ ସେଥିରେ ୧୫ ରୁ ୨୦ଟି ଭୃଶଙ୍ଗ ପତ୍ର ମିଶାନ୍ତୁ ।

ଏହାର ସେବନ ଦ୍ଵାରା ବ୍ଲଡ୍ ରେ ସୁଗାର କଣ୍ଟ୍ରୋଲ ହୋଇ ରହିଥାଏ । ସେଥିରେ ଏକ ଇଞ୍ଚର ଅଦା କାଟି ପକାନ୍ତୁ । ଏହା ମଧ୍ୟ ଡାଇବେଟିସ ଉପରେ ପ୍ରଭାବଶାଳୀ ରହିଥାଏ । ଏଥିରେ ଅଧ ଚାମଚ ଡାଲଚିନି ଗୁଣ୍ଡ ମିଶାନ୍ତୁ । ଡାଲଚିନି ଗୁଣ୍ଡ ମଧ୍ୟ ଡାଇବେଟିସ ପାଇଁ ରାମବାଣ ଭଳି କାର୍ଯ୍ୟ କରିଥାଏ ।

ଏହି ପାଣିକୁ ଫୁଟାଇ ଅଧା କରିଦିଅନ୍ତୁ ଯେପରି ସମସ୍ତ ପୋଷକ ତତ୍ଵ ଏହି ପାଣି ମଧ୍ୟକୁ ଚାଲି ଆସିବ । ତାପରେ ଏହାକୁ ଅନ୍ୟ ଏକ ପାତ୍ରରେ ଛାଣି ରଖିଦିଅନ୍ତୁ । ଡାଇବେଟିସ ରୋଗୀଙ୍କ ପାଇଁ ଚମତ୍କାରୀ ପାଣି ପ୍ରସ୍ତୁତ ହୋଇଗଲା । ଆପଣ ଏହାକୁ ସକାଳେ ପ୍ରସ୍ତୁତ କରି ଖାଲି ପେଟରେ ଏହାର ସେବନ କରନ୍ତୁ । ଏଥିରେ କୌଣସି ପ୍ରକାର ଚିନୀ, ଗୁଡ କିମ୍ବା ମହୁ ମିଶ୍ରଣ କରନ୍ତୁ ନାହିଁ ।

ଏହାର କିଛି ଦିନ ସେବନ ଦ୍ଵାରା ରକ୍ତରେ ସୁଗାର ମାତ୍ରା କମିଯାଇଥାଏ । ଡାଇବେଟିସ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣ ହୋଇ ଯାଇଥାଏ । ଏହି ଔଷଧୀୟ ପାଣିର ସେବନ ଦ୍ଵାରା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇବ । ଆପଣ ଏକ ସପ୍ତାହ ପର୍ଯ୍ୟନ୍ତ ଏହାର ସେବନ ଦ୍ଵାରା ସୁଗାର ନରମାଲ ଅବସ୍ତାକୁ ଆସିଯିବ ।

ଏହା ସହିତ ଡାଇବେଟିସକୁ କଣ୍ଟ୍ରୋଲ୍ କରି ରଖିବା ପାଇଁ କେତେକ ଯୋଗ ଆସନ ମଧ୍ୟ କରନ୍ତୁ । ପ୍ରଥମେ ହେଉଛି କପାଳ ଭାରତୀ, ଧନୁରାସନ,  ପଶ୍ଚିମତା ଆସନ ଏହି ଭଳି କିଛି ଯୋଗାସନ ପ୍ରତିଦିନ ନିୟମିତ ଭାବରେ କରିବା ଦ୍ଵାରା ଆପଣଙ୍କ ଡାଇବେଟିସକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରି ରଖିପାରିବେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ପସନ୍ଦ ଆସିଥାଏ । ତେବେ ନିହାତି ଭାବେ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *