ସ୍ତ୍ରୀର କେଉଁ ଅଙ୍ଗ ଛୁଇଁଲେ ପୁରୁଷ ହୋଇଯାଏ ଭିକାରି, ପୁରୁଷ ମାନେ ଏହାକୁ ନିଶ୍ଚୟ ଦେଖନ୍ତୁ…

ନମସ୍କାର ବନ୍ଧୁଗଣ, ମହିଳା ମାନେ ପୂଜନୀୟ ଏବଂ ସମ୍ମାନୀୟ ଅଟନ୍ତି । କାରଣ ସେମାନଙ୍କ ଅବଦାନ ସଂସାର ପାଇଁ ବହୁତ ଅମୂଲ୍ୟ ଅଟେ । ତେଣୁ ନାରୀ ସଂସାରର ଶ୍ରେଷ୍ଠ ଅଟେ । ଯଦି ଆପଣ ନାରୀକୁ ଅସମ୍ମାନ କରିବେ ତେବେ ନର୍କରେ ପଡିବା ସହ ଦରିଦ୍ର ହୋଇ ଜୀବନ ବିତାଇବେ । ତେବେ ଆସନ୍ତୁ ଜାଣିବା ଗୋଟିଏ ସ୍ତ୍ରୀର କେଉଁ ଅଙ୍ଗକୁ ପୁରୁଷ ଛୁଇଁଦେବା ଦ୍ଵାରା ପୁରୁଷ ଭିକାରି ହୋଇଯାଏ । ଯଦି ଦରିଦ୍ର ହେବାକୁ ଚାହୁଁନାହାନ୍ତି ତେବେ ଆମର ଏହି ପୋଷ୍ଟଟିକୁ ଆଉ ବିଳମ୍ବ ନକରି ଦେଖନ୍ତୁ ।

ସମୁଦ୍ର ଶସ୍ତ୍ର ଅନୁଯାୟୀ ଯେଉଁ ମହିଳାଙ୍କ ଆଖି ବଡ ବଡ ହୋଇଥାଏ ସେମାନେ ବହୁତ ଦୟାଳୁ ହୋଇଥାନ୍ତି । ଦାନ କରିବା ପାଇଁ ସବୁବେଳେ ତାଙ୍କ ମନ ଖୋଲା ଥାଏ । ଏଭଳି ନାରୀ ଯେଉଁ ଘରକୁ ଯାଇଥାନ୍ତି ସେହି ଘରେ କେବେ ମଧ୍ୟ ଧନର କମି ହୋଇନଥାଏ । ସ୍ତ୍ରୀର ମଥା ଚଉଡା ଥିଲେ ସେମାନଙ୍କୁ ବହୁତ ଶୁଭ ମନାଯାଏ । କାରଣ ଏମାନେ ଆସୁଥିବା ସମସ୍ତ ଅସୁବିଧା ତଥା ସମସ୍ୟାକୁ ବହୁତ ସହଜରେ ସେସବୁର ସାମ୍ନା କରିଥାନ୍ତି ।

ଯେଉଁ ମହିଳାଙ୍କ କେଶ ଲମ୍ବା ହେବା ସହ ଏକ ଦିବ୍ୟ ଚମକ ରହିଥାଏ ସେଭଳି ସ୍ତ୍ରୀ ଘରକୁ ସୁଖର ଆଗମନ କରିବାର କାରଣ ହୋଇଥାନ୍ତି । ଘରକୁ ସମ୍ପତ୍ତିର ଆଗମନ କରାଇଥାନ୍ତି । ଏଭଳି ସ୍ତ୍ରୀଙ୍କ ପାଦ ଘରେ ପଡୁ ପଡୁ ଘର ଆନନ୍ଦରେ ଭରିଯାଏ । ଏମାନଙ୍କ ଭାଗ୍ୟ ଏତେ ଭଲ ହୋଇଥାଏ କି ସବୁକିଛି ଏମାନଙ୍କୁ ଆପେ ଆପେ ମିଳିଯାଏ ।

ଯେଉଁ ମହିଳାଙ୍କ କାନ ଲମ୍ବା ହେବା ସହ ଉପରୁ ଚଉଡା ଏବଂ ତଳୁ ମୁନିଆ ହୋଇଥାଏ ସେମାନେ ବହୁତ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ଅଧିକ ପରିଶ୍ରମୀ ମଧ୍ୟ ହୋଇଥାନ୍ତି । ଯେଉଁ ମହିଳାଙ୍କ ପାଦ ଲମ୍ବା ହୋଇଥାଏ ସେମାନଙ୍କୁ ବହୁତ ଶୁଭ ମନାଯାଏ । ପାଦ ଲମ୍ବା ଥିବା ମହିଳା ମାନଙ୍କୁ ଲକ୍ଷ୍ମୀଙ୍କ ସ୍ୱରୂପ ମନାଯାଏ । ଏଭଳି ସ୍ତ୍ରୀ ଥିବା ଘରେ କେବେ କଳହ ହୋଇନଥାଏ । ବାସ  ସେହି ଘରେ ସବୁବେଲେ ସୁଖ ଶାନ୍ତି ଏବଂ ସମୃଦ୍ଧି ବନି ରହିଥାଏ ।

ଯେଉଁ ମହିଳାଙ୍କ ବେକ ସାମାନ୍ୟ ଲମ୍ବା ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ କାମକୁ ଥରେ ହାତକୁ ନେଇଥାନ୍ତି ତାହାକୁ ନିଜର ଶତ ପ୍ରତିଶତ ଦେଇ ପୁରା କରିଥାନ୍ତି । ଏମାନେ ଭରସା କରିବାର ପାତ୍ରୀ ହୋଇଥାନ୍ତି । ଏଭଳି ସ୍ତ୍ରୀ କେବେ କାହା ଉପରେ ନିର୍ଭର କରନ୍ତି ନାହିଁ ।

ଆପଣଙ୍କୁ କୌଣସି ସ୍ତ୍ରୀର ନାଭିକୁ ସ୍ପର୍ଶ କରିବା ଉଚିତ ନୁହେଁ । ସ୍ତ୍ରୀର ନାଭିରେ ମାଆ କାଳୀଙ୍କ ବାସ ହୋଇଥାଏ । ନାଭି ଆମ ଶରୀରର କେନ୍ଦ୍ର ଅଟେ । ତେଣୁ ପୁରୁଷ ମାନେ ସ୍ତ୍ରୀର ନାଭିକୁ କେବେ ଛୁଇଁବା ଉଚିତ ନୁହେଁ ନଚେତ କଙ୍ଗାଳ ହୋଇଯିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *