Health Tips- ଏହି 3 ଟି ଜିନିଷକୁ ସବୁ ଦିନ ଖାଆନ୍ତୁ, Liver ର ସବୁ ରୋଗ ହେଇଯିବ ଗାୟବ !

ନମସ୍କାର ବନ୍ଧୁଗଣ ,  ଆସନ୍ତୁ ଜାଣିବା ଲିଭର ଜମା ହେଇଯାଇଥିବା ଆବର୍ଜନା କୁ  କିପରି ବାହାର କୁ କରିବା  ଓ ଆପଣଙ୍କ ଲିଭର କୁ ଫିଟ୍ ଓ ସୁସ୍ଥ ରଖିବେ ।  ଆଜି ଆମେ ଆପଣଙ୍କୁ ଡାକ୍ତର ସଲିମ ଜେଦୀଙ୍କ  ତିନୋଟି ଘରୋଇ ଉପାୟ କହିବୁ ଯାହା ଆମ ଲିଭର ରହିଥିବା ମଇଳା କୁ ବାହାର କରିବାରେ ସାହାଯ୍ୟ କରିଥାଏ । ଆମେ ଯେବେ ଖାଦ୍ୟ ଖାଇଥାଉ ସେଥିରେ ଭଲ ନିଉଟ୍ରିସନ୍ ରହିଥାଏ ଓ ଖରାପ ଟକସିନ ମଧ୍ୟ ରହିଥାନ୍ତି ।

ଲିଭର ଆମ ଶରୀରରେ ଖରାପ ଜିନିଷ କୁ ରଖିବାକୁ ଦେଇନଥାଏ ଏହା  ଶରୀର ର ଭିତରେ ଛଣା ( filtter ) ପରି  କାମ କରିଥାଏ । ଆମେ ଯେଉଁ ସବୁ ତେଲ ଜାତୀୟ , ଅଦରକାରୀ , ଚର୍ବି ଜାତୀୟ ଖାଦ୍ୟ କୁ ଖାଇଥାଉ ତାହା କୁ ଶରୀର ରୁ ବାହାର କୁ ବାହାର କରିବାର କାର୍ଯ୍ୟ ଲିଭର କରିଥାଏ । ଲିଭର ମଧ୍ୟ ସୀମିତ ସୀମା ରହିଥାଏ ଆବର୍ଜନା କୁ ବାହାର କୁ ବାହାର କରିବାର ।

ଯଦି ଆମେ ଏହାର ସୀମା ବାହାରେ ତେଲ ଜାତୀୟ ଖାଦ୍ୟ ଖରାପ ଖାଦ୍ୟ ର ସେବନ କରୁ ତେବେ ଲିଭର ଏହାକୁ ବାହାର କରି ପାରେ ନାହିଁ । ତେଣୁ ଆମ ଏମିତି କିଛି କରିବା ଦରକାର ଯାହା ଫଳ ରେ କି ଆମ ଲିଭର ଭିତରେ ଥିବା ଆବର୍ଜନା ଆପେ  ବାହାର କୁ ଆସିବା ଉଚିତ୍ ଓ ଲିଭର ସୁସ୍ଥ ରହିବା ଦରକାର । 1-ପ୍ରଥମ ଜିନିଷ ହେଉଛି ହଳଦୀ ଆପଣଙ୍କୁ ଦୈନନ୍ଦିକ ଜୀବନ ରେ ହଳଦୀ ର ସେବନ କରିବା ଉଚିତ୍ ।

କାରଣ ରିସର୍ଚ ରୁ ଜଣାଯାଇଛି ଯେ ହଳଦୀ ରେ ଏନ୍ଟି ଗୁଣ ରହିଛି ଯାହା ଲିଭର ଜମା ହେଇଥିବା ଟକସିନ୍ କୁ ବହର କରିବାରେ ସାହାଯ୍ୟ କରିଥାଏ । ଆପଣ ଏହାକୁ ଏକ ଗ୍ଳାସ ଗରମ ପାଣି ରେ ଏକ ଚାମୁଚ ହଳଦୀ ଓ ଗୋଲ ମରୀଚ ମିଶେଇ ଏହି ପାଣି କୁ ପିଇବା ଦ୍ଵାରା ଆପଣଙ୍କ ଲିଭର ରେ ରହିଥିବ ଆବର୍ଜନା ବାହାର କୁ ଆସିଥାଏ  ।

2- ଆପଣଙ୍କୁ ଅଁଳା ଓ କଲରା ଖାଇବା ଉଚିତ୍ ଅଁଳା ରେ ଭିଟାମିନ – ସି ରହିଥାଏ । ଭିଟାମିନ – ସି  ଲିଭର କୁ ଭଲ ଭାବରେ କାମ କରିବାରେ ସାହାଯ୍ୟ କରିଥାଏ ଓ ଲିଭର ରେ ଥିବା ଆବର୍ଜନା କୁ ନିର୍ଗତ କରିଥାଏ ।   କଲରା କୁ ଖାଇବା ଦ୍ଵାରା ଲିଭର ପାଖ ରେ ଜମି ଯାଇଥିବା ଚର୍ବି କୁ କମେଇଥାଏ । ଆପଣ କଣ କରିବେ ନା ଏକ ଗ୍ଳାସ ଗରମ ପାଣିରେ ଏକ ଚାମୁଚ ଅଁଳା ରସ ଓ ଏକ ଚାମୁଚ କଲରା ରସ ମିଶେଇ ଏହି ପାଣି କୁ ପିଇବା ଉଚିତ୍ ।

ଖାଇବାର ଏକ ଘଣ୍ଟା ପୂର୍ବରୁ ଏହାକୁ ପିଇବା ଉଚିତ୍ ହୋଇଥାଏ ।3- ରସୁଣ କୁ ସକାଳେ ଖାଲି ପେଟ ରେ ଖାଇବା ଉଚିତ୍ , ଆପଣ ଦୁଇଟା ରସୁଣ କୁ ଖାଇ ପାଣି ପିଇବା ଦ୍ଵାରା ଆପଣଙ୍କ  ଲିଭର ରେ ଜମି ଥିବା ଆବର୍ଜନା ନିର୍ଗତ ହୋଇଥାଏ  । ଆମ ପୋଷ୍ଟ କୁ ଶେୟାର କରନ୍ତୁ ଓ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ । 

Leave a Reply

Your email address will not be published. Required fields are marked *