Astrology- S ନାମ ଥିବା କୁମ୍ଭ ରାଶି ବ୍ୟକ୍ତିଙ୍କ ଜୀବନର ରହସ୍ୟ ! S ନାମର ଲୋକମାନେ ଜ୍ଲାଡି ଦେଖନ୍ତୁ…

ବନ୍ଧୁଗଣ ଦୁନିଆରେ ରହିଥିବା ପ୍ରତେକ ବ୍ୟକ୍ତି, ଜୀବଜନ୍ତୁ ଙ୍କର କିଛି ନା କିଛି ନାମ ରହିଥାଏ । ନାମରୁ ହିଁ ଦୁନିଆରେ ବ୍ଯକ୍ତିର ପରିଚୟ ମିଳିଥାଏ । ପ୍ରତେକ ବ୍ୟକ୍ତିଙ୍କର ନାମର କିଛି ନା କିଛି ଅର୍ଥ ରହିଥାଏ । ଆଜି ଆମେ ଆପଣଙ୍କୁ କହିବୁ S ନାମର ବ୍ୟକ୍ତିଙ୍କ ବିଷୟରେ କିଛି ଖାସ କଥା । S ନାମର ବ୍ୟକ୍ତିଙ୍କ ସ୍ଵଭାବ ବିଷୟରେ କଥା ହେଲେ ଜାଣି ନିଅନ୍ତୁ ଯେପରି ସିଂହ ଝାମ୍ପ ମାରିବ ପୂର୍ବରୁ ଯେପରି ଗୋଟେ ପାଦ ପଛକୁ ଯାଇଥାଏ,

ସେହିପରି ଜୀବନ ଆପଣଙ୍କୁ ପଛକୁ ଟାଣିବାକୁ ଚେଷ୍ଟା କରିଥାଏ ତେବେ ଆପଣ ଧିକ ଶକ୍ତିଶାଳୀ ହୋଇ ଆଉ ଏକ ପାଦ ଆଗକୁ ବଢିଥାନ୍ତି । S ନାମର ବ୍ୟକ୍ତି କଠିନ ସ୍ଥିତିରେ ରାସ୍ତା ଖୋଜିବା ବଦଳରେ ନିଜର ନୂଆ ରାସ୍ତା ବନାଇଥାନ୍ତି । ଏମାନଙ୍କୁ କାହାର ସହାନୁଭୂତିର ଆବଶ୍ୟକ ପଡେ ନାହି । ଏମାନେ ସିଂହ ସମାନ ହୋଇଥାନ୍ତି ଯେପରି ଜଙ୍ଗଲରେ ସିଂହ ଗର୍ଜନ କରିଥାଏ । ଏମାନେ କାହା ସହ ଶତ୍ରୁତା ରଖିବାକୁ ପସନ୍ଦ କରନ୍ତି ନାହି । ଏମାନେ ନିଜ ପରିଚୟ ନିଜେ ସୃଷ୍ଟି କରିଥାନ୍ତି ।

ଏମାନେ ନିଜର ଛବି ଏମିତି ପ୍ରସ୍ତୂତ କରିଥାନ୍ତି କି ଯେଉଁ ସ୍ଥାନକୁ ଯାଇଥାନ୍ତି ସେଠାରେ ନିଜ ଛାପ ପକାଇଥାନ୍ତି । ଏମାନେ ଦୁନିଆରେ ଅଲଗା ପରିଚୟ ଓ ନିଜର ଖ୍ଯାତି ଓ ସମ୍ମାନ ସୃଷ୍ଟି କରିଥାନ୍ତି । ଏମାନେ ଯଶ ଓ ଖ୍ଯାତି ର ଅଧିକାରୀ ହୋଇଥାନ୍ତି । ଏମାନେ ନିଜର ଯସ ପାଇଁ ବହୁତ କିଛି କରିଥାନ୍ତି । ଏହି ନାମର ବ୍ୟକ୍ତି ନିରନ୍ତର ପରିଶ୍ରମ କରିଥାନ୍ତି ।

ଗୋଟିଏ ଦିନ ନିଜର ନାମ ଦୁନିଆରେ ବିଖ୍ୟାତ କରିଥାନ୍ତି । ଏମାନଙ୍କୁ ତାଙ୍କ ନାମରେ ଦୁନିଆ ଜାଣିଥାଏ । ଏମାନେ ଅନେକ ବ୍ୟକ୍ତିଙ୍କ ମଧ୍ୟରୁ ଗୋଟିଏ ହୋଇଥାନ୍ତି । ଏହି ଲୋକ ସେଲ୍ଫମେଡ ହେବା ସହ ନିଜ ବଳରେ ସବୁ କିଛି ପାଇଥାନ୍ତି । ଏମାନେ ଦେଖାଇ ହେବାରେ ପସନ୍ଦ କରନ୍ତି ନାହି । ଏମାନଙ୍କର ସ୍ଵଭାବ ବହୁତ ଭଲ ହେବା ସହ ବିଶ୍ଵସନୀୟ ହୋଇଥାନ୍ତି ।

ଏମାନଙ୍କର ସମ୍ପର୍କରେ ଯିଏ ଆସିଥାନ୍ତି ତାଙ୍କୁ ନିଜର କରିଥାନ୍ତି । ଏମାନେ ଦେଖିବାକୁ ଖୁବ ସୁନ୍ଦର, ବୁଦ୍ଧିମାନ, ଆକର୍ଷକ ହୋଇଥାନ୍ତି । ଏମାନଙ୍କୁ ଶ୍ରେଷ୍ଠ ଓ ସମ୍ମାନିତ ବ୍ୟକ୍ତି ହେବାର ଇଚ୍ଛା ବହୁତ ଅଧିକ ରହିଥାଏ । ସୋସିଆଲ ଲାଇଫରେ ଏମାନେ ହସ ହସ ମୁହଁ ଓ ସହଜରେ ମିଶି ଯାଉଥିବା ଲୋକଙ୍କ ଭଳି ହୋଇଥାନ୍ତି । ଏମାନେ ରଚନାତ୍ମକ ହୋଇଥାନ୍ତି ।

ଏମାନେ କାହାର ଅଧୀନରେ ରହି କାମ କରନ୍ତି ନାହି । ନିଜ ଲାଇଫର ନିସ୍ପତି ବୁଦ୍ଧିମାନର ସହ ନେଇଥାନ୍ତି । କଥା କହିବାର ଶୈଳୀରେ ଅନ୍ୟକୁ ଆକର୍ଷିତ କରିଥାନ୍ତି । ଯେ କେହି ବି ଏମାନଙ୍କର କଥା କହିବାର ଶୈଳୀ ଦେଖି ଫ୍ୟାନ୍ସ ହୋଇ ଯାଇଥାନ୍ତି । ଏମାନେ କାହା ବିଷୟରେ ଭୂଲ କୁହନ୍ତି ନାହି ।

କାହା ଲାଇଫରେ ହସ୍ତକ୍ଷେପ କରନ୍ତି ନାହି । ବନ୍ଧୁଙ୍କୁ ସହଯୋଗ କରିବାରେ ଆଗରେ ରହିଥାନ୍ତି । ଏମାନଙ୍କ ହୃଦୟରେ ଥାଏ ତାହା କହିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *