Chanakya Niti- ସକାଳୁ ଉଠିବା ମାତ୍ରେ ଧରନ୍ତୁ ସ୍ବାମୀଙ୍କର ଏହି 1 ଅଙ୍ଗ, ବିନା ପରିଶ୍ରମରେ ହିଁ ହେଇଯିବେ କୋଟିପତି

ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ରହିଛି ଯେ ପତ୍ନୀଙ୍କୁ ଏହି କାର୍ଯ୍ୟ ନିୟମିତ ଭାବେ କରିବା ଉଚିତ । ରାତିରେ ଶୋଇବା ସମୟରେ ବା ସକାଳୁ ଉଠି ଜଣେ ସ୍ତ୍ରୀ ତା ସ୍ବାମୀଙ୍କ ଚରଣ ଅବଶ୍ୟ ସ୍ପର୍ଶ କରିବା ଉଚିତ ।

ଜଣେ ସ୍ତ୍ରୀ ତା ସ୍ବାମୀଙ୍କୁ ଭଗବାନଙ୍କ ସ୍ୱରୂପ ରୂପେ ମାନିଥାଏ ଓ ତାଙ୍କର ସେବା କରିଥାଏ । ସେଥିପାଇଁ ସ୍ବାମୀଙ୍କୁ ପତି ପରମେଶ୍ଵର ମଧ୍ୟ କୁହାଯାଏ । ସେହିପରି ସ୍ତ୍ରୀକୁ ମଧ୍ୟ ଘରର ଲକ୍ଷ୍ମୀ ବୋଲି ମାନାଯାଏ ଓ ତଦନୁଯାୟୀ ଉଚିତ୍ ସମ୍ମାନ ମଧ୍ୟ ପ୍ରଦାନ କରାଯାଏ । ମାତ୍ର ଆପଣ କଣ ଜାଣିଛନ୍ତି କି ଯେଉଁ ପତ୍ନୀ ରାତିରେ ପତିଙ୍କର ଏହି ଅଙ୍ଗକୁ ସ୍ପର୍ଶ କରିଥାଏ ସେ ବିଶେଷ ଲାଭ ପ୍ରାପ୍ତ ହୋଇଥାଏ । 

ତେବେ ସେହି ଅଙ୍ଗ ଆଉ କିଛି ନୁହେଁ, ମାତ୍ର ପତିଙ୍କ ଚରଣ ଅଟେ । ଆଜ୍ଞା ହଁ, ପତ୍ନୀ ପ୍ରତିଦିନ ପତିଙ୍କ ଚରଣ ସ୍ପର୍ଶ କରିବା ଦ୍ଵାରା ଘରେ ସମ୍ପନ୍ନତା ଆସିଥାଏ । ଏହାର ଏକ କାରଣ ମଧ୍ୟ ରହିଛି ।ଶାସ୍ତ୍ରାନୁସାରେ ଯେପରି ଆପଣ ଜାଣିଛନ୍ତି, ମା ଲକ୍ଷ୍ମୀ ଭଗବାନ ବିଷ୍ଣଙ୍କ ସହ ସାଗରରେ ଶେଷ ନାଗଙ୍କ ଶଯ୍ୟାରେ ବିରାଜମାନ ରୁହନ୍ତି ଓ ଭଗବାନ ବିଷ୍ଣଙ୍କ ଚରଣକୁ ପଦ୍ମ ଫୁଲରେ ସ୍ପର୍ଶ କରୁଥିବାର ଦେଖାଯାନ୍ତି ।

ଏହି କାରଣରୁ ମହିଳାଙ୍କୁ ଧାନ ଦେବୀ ମା ଲକ୍ଷ୍ମୀଙ୍କ ସ୍ଥାନ ପ୍ରାପ୍ତ ହୋଇଛି । ଅର୍ଥାତ ଏହି ମାନ୍ୟତା ଅନୁସାରେ ଯେଉଁ ସ୍ତ୍ରୀ ନିଜ ସ୍ବାମୀଙ୍କ ଚରଣ ସ୍ପର୍ଶ କରେ ସେହି ଘରେ ସର୍ବଦା ମା ଲକ୍ଷ୍ମୀ ବିରାଜମାନ ରୁହନ୍ତି ବା ସଦାକାଳ ପାଇଁ ସେହି ଘରେ ବାସ କରନ୍ତି ।

ତେବେ ଏପରି କରିବା ପଛରେ ଗ୍ରହମାନଙ୍କର ମଧ୍ୟ ଏକ ବିଶେଷ ମହତ୍ଵ ରହିଛି । କୁହାଯାଏ ଯେ ପୁରୁଷଙ୍କ ଗୋଡରୁ ନେଇ ଲିଙ୍ଗ ପର୍ଯ୍ୟନ୍ତ ଭାଗ ଶନିଦେବଙ୍କ ଅଟେ ଓ ସ୍ତ୍ରୀର ହାତବନ୍ଧରୁ ଆଙ୍ଗୁଠି ଯାଏ ଥିବା ଭାଗ ଶୁକ୍ରଦେବଙ୍କର ଅଟେ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯେବେ ଶନିଙ୍କ ଉପରେ ଶୁକ୍ରଙ୍କ ପ୍ରଭାବ ପଡିଥାଏ, ତେବେ ଅବଶ୍ୟ ଧାନ ପ୍ରାପ୍ତି ହେବା ସହ ଧନ ବର୍ଷା ହୋଇଥାଏ ।

ସେଥିପାଇଁ ସ୍ତ୍ରୀ ସ୍ବାମୀଙ୍କ ଚରଣ ସ୍ପର୍ଶ କରିବା ସମୟରେ ଧନର ଏପରି ଏକ ଯୋଗ ସୃଷ୍ଟି ହୋଇଥାଏ, ତାହା ଆପଣଙ୍କୁ ନିଶ୍ଚୟ ଧନବାନ ବନାଇ ଦେଇଥାଏ । ଏହା ଦ୍ଵାରା ଆପଣ ମାଲାମାଲ ହୋଇଯାନ୍ତି ଓ ଆପଣଙ୍କୁ କେବେ ଧନର ଅଭାବ ହୋଇ ନ ଥାଏ ।

ତେବେ ପ୍ରତିଦିନ ସ୍ବାମୀଙ୍କ ଚରଣ ସ୍ପର୍ଶ କରିବା ଦ୍ଵାରା ଆପଣଙ୍କୁ ମାତା ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ ଓ ଏହି ଦୁହିଁଙ୍କ ଯୋଡି ଆପଣଙ୍କୁ ଅବଶ୍ୟ କୋଟିପତି ବନେଇ ଦେବ । ଯେଉଁ ଘରେ ସ୍ବାମୀଙ୍କୁ ସମ୍ମାନ ଦିଆ ଯାଏ ନାହିଁ ସେହି ଘରେ ମାତା ଲକ୍ଷ୍ମୀ କେବେ ମଧ୍ୟ ବାସ କରନ୍ତି ନାହିଁ ଓ ସେହି ଘର ଛାଡି ଚାଲି ଯାଆନ୍ତି । ଘରେ ସୁଖ ସମୃଦ୍ଧି ବଜାୟ ରଖିବାକୁ ହେଲେ ଜଣେ ସ୍ତ୍ରୀ ପ୍ରତିଦିନ ତା ସ୍ବାମୀଙ୍କ ଚରଣ ସ୍ପର୍ଶ କରିବା ଆବଶ୍ୟକ ଅଟେ । 

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *