Jyotish Shastra- ଆସନ୍ତା କାଲି ଠାରୁ 6 ଟି ରାଶିରେ ଆରମ୍ଭ ହେଲା ଶୁଭ ସମୟ, ଆସିବ ଖୁସିର ଦିନ, ଦେଖନ୍ତୁ କଣ ଏଥିରେ ଆପଣଙ୍କ ରାଶି ଅଛି ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଧନୀ ହେବାକୁ ଚାହିଁଥାଏ । କିନ୍ତୁ ଗ୍ରହ ମାନଙ୍କ ଚଳନ ଉପରେ ହିଁ ଭାଗ୍ୟର ଭବିଷ୍ୟତ ନିର୍ଭର କରେ । ଗ୍ରହ ର ଚଳନ ଦ୍ୱାରା ହିଁ କୌଣସି ବ୍ୟକ୍ତି ର ଭାଗ୍ୟ ସ୍ଥିର ହୋଇଥାଏ ।

ରାଶି ମାନଙ୍କ ଭାଗ୍ୟ ଗ୍ରହ ଗୁଡିକର ଚଳନ ଉପରେ ହିଁ ନିର୍ଭରଶୀଳ । କୌଣସି ବ୍ୟକ୍ତି ନିଜ ଜୀବନରେ ବହୁତ କଠିନ ପରିଶ୍ରମ କରିଥାଏ କିନ୍ତୁ ତାକୁ କୌଣସି ଫଳ ପ୍ରାପ୍ତ ହୋଇନଥାଏ ଏବଂ ବେଳେବେଳେ ବିନା ପରିଶ୍ରମରେ ହିଁ ବ୍ୟକ୍ତି କୁ ବହୁତ କିଛି ମିଳିଥାଏ ଯାହା କେବଳ ଗ୍ରହ ମାନଙ୍କ ଚଳନ ଦ୍ୱାରା ହିଁ ସମ୍ଭବ ହୋଇପାରିଥାଏ । ଯଦି କୌଣସି ବ୍ୟକ୍ତି ର ଗ୍ରହ ର ଚଳନ ସଠିକ ଭାବରେ ହୋଇଥାଏ ତେବେ ସେହି ବ୍ୟକ୍ତି କୁ କମ ପରିଶ୍ରମ ରେ ଅଧିକ ଫଳ ପ୍ରାପ୍ତ ହୋଇଥାଏ ନଚେତ ଜଣେ ବ୍ୟକ୍ତି ଯେତେବି କଠିନ ପରିଶ୍ରମ କରୁ ନା କାହିଁକି ତାକୁ କୌଣସି ଫଳ ପ୍ରାପ୍ତ ହୁଏନାହିଁ ।

ତେବେ ରାଶିଚକ୍ର ର ୧୨ ଟି ରାଶି ମଧ୍ୟରୁ ଏଭଳି କିଛି ରାଶି ଅଛନ୍ତି ଯେଉଁମାନଙ୍କ ଭାଗ୍ୟ ଆସନ୍ତା କାଲି ଠାରୁ ଚମକିବାକୁ ଯାଉଛି । ଏମାନଙ୍କ ଜୀବନ ରେ ବିଭିନ୍ନ ପରିବର୍ତ୍ତନ ମଧ୍ୟ ଦେଖାଯିବ । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ କଣ ଏବଂ ସେମାନଙ୍କ ଜୀବନ ରେ କଣ ସବୁ ପରିବର୍ତ୍ତନ ଘଟିବାକୁ ଯାଉଛି ।

ମହାଦେବଙ୍କ କୃପାରୁ ଆପଣଙ୍କ ପରିବାର ଲୋକ ଏହି ସମୟରେ ଆପଣଙ୍କ ଉପରେ ଖୁବ ପ୍ରସନ୍ନ ହେବେ ଓ ପରିବାରରେ କିଛି ନୂତନ ଜିନିଷ ମଧ୍ୟ ଆସିପାରେ, ଯାହା ହେତୁ ଆପଣଙ୍କ ପରିବାରରେ ସୁଖ ଶାନ୍ତିର ବାତାବରଣ ଲାଗି ରହିବ । ଏହି ସମୟରେ ଆପଣ ନିଜ ନିକଟ ଲୋକଙ୍କ ସହ ନିଜ ମନ କଥା ବାଣ୍ଟି ପାରିବେ । ଆପଣଙ୍କ ଦାମ୍ପତ୍ୟ ଜୀବନ ଉତ୍ତମ ରହିବ। ଆପଣଙ୍କ ଜୀବନସାଥୀଙ୍କ ସହ ଆପଣଙ୍କ ସମ୍ପର୍କ ଦୃଢ ହେବ ଓ ଉତ୍ତମ ସମୟ ଅତିବାହିତ କରିବେ ବା ତାଙ୍କ ସହ କେଉଁ ସ୍ଥାନକୁ ବୁଲି ଯାଇ ପାରନ୍ତି ।

ମାତ୍ର ଏହି ସମୟରେ କୌଣସି ବଡ ନିବେଶ କରିବାରୁ ବଞ୍ଚିତ ରୁହନ୍ତୁ, ନଚେତ ଧନ ହାନି ହୋଇପାରେ । ଶିକ୍ଷା କ୍ଷେତ୍ରରେ ଛାତ୍ର ମାନଙ୍କ ପାଇଁ ଏହି ସମୟ ଖୁବ ଶୁଭ ସାବ୍ୟସ୍ତ ହେବ ଓ ସେମାନଙ୍କ ଶିକ୍ଷାରେ ପ୍ରଗତି ହେବ । ଏହି ସମୟରେ ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ରହିଛି । ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ବର୍ତ୍ତମାନ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ । ଆପଣଙ୍କୁ ଅଚାନକ କୌଣସି ଖୁସି ଖବର ମଧ୍ୟ ମିଳିପାରେ। ଯାହା ଦ୍ଵାରା ଆପଣଙ୍କ ମନ ଖୁବ ପ୍ରସନ୍ନ ରହିବା ।

ମହାଦେବଙ୍କ ଅଶେଷ କୃପା ଆପଣଙ୍କ ଉପରେ ପଡିବାକୁ ଯାଉଛି ଯାହା ଦ୍ଵାରା ଜୀବନରେ ପ୍ରତ୍ଯେକ କ୍ଷେତ୍ରରେ ଆପଣଙ୍କ ମନୋବାଞ୍ଛା ପୂର୍ଣା ହେବ । ତେବେ ସେହି ଭାଗ୍ୟବାନ ରାଶି ଗୁଡିକ ହେଉଛନ୍ତି ମେଷ ରାଶି, ତୁଳା ରାଶି, କନ୍ୟା ରାଶି, କୁମ୍ଭ ରାଶି, ମୀନା ରାଶି ଓ ମିଥୁନ ରାଶି । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *