ମାତ୍ର 3 ଦିନ ପର୍ଯ୍ୟନ୍ତ ରାତିରେ ଶୋଇବା ସମୟରେ 2 ପାଖୁଡା ରସୁଣ ଖାଇବା ଦ୍ଵାରା ହେଲା କିଛି ଏମିତି, ଯାହା ଆପଣ ସ୍ଵପ୍ନରେ ସୁଧା ଭାବି ନଥିବେ- Health Tips

ଆମ ରୋଷେଇ ଘରେ ବ୍ଯବହୃତ ଖାଇବା ସାମଗ୍ରୀ ଗୁଡିକ ମଧ୍ୟ ଅନେକ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଟନ୍ତି । ତନ୍ମଧ୍ୟରୁ ଗୋରିଏ ହେଉଛି ରସୁଣ । ସଠିକ ଉପାୟରେ ରସୁଣର ବ୍ୟବହାର କରିବା ଦ୍ଵାରା ଏହା ଅନେକ ମାତ୍ରାରେ ଲାଭଜନକ ହୋଇଥାଏ ।

ଆପଣ ଶୁଣିଥିବେ ଜୈନ ଧର୍ମରେ ପିଆଜ ଓ ରସୁଣ କହିବାକୁ ମନା କରାଯାଇ ଥାଏ । ଗୋଟିଏ ଦିଗରୁ ଦେଖିଲେ ଏହା ଠିକ ମଧ୍ୟ ଅଟେ । କାରଣ ଆମ ମସ୍ତିଷ୍କର ଶିରାପ୍ରଶିରା ଗୁଡିକ ବହୁତ ପତଳା ଅଟନ୍ତି ଓ ରସୁଣ ଅତ୍ୟଧିକ ଖାଇବା ଦ୍ଵାରା ଏହା ଆମ ମସ୍ତିଷ୍କର ରକ୍ତ ସଞ୍ଚାଳନାକୁ ତୀବ୍ର ଗତିରେ ବଢାଇ ଦିଏ । ମାତ୍ର ଏହାକୁ ଯଦି ସଠିକ ଉପାୟରେ ସେବନ କରାଯାଏ ବା ସପ୍ତାହରେ ମାତ୍ର ଦୁଇରୁ ତିନି ଥର ସଠିକ ପରିମାଣରେ ଖାଇଲେ ଅନେକ ଲାଭ ହୋଇଥାଏ ।

ଆମ ଆୟୁର୍ବେଦରେ ମଧ୍ୟ ରସୁଣର ଉପକାରିତା ବିଷୟରେ ଉଲ୍ଲେଖ ଅଛି । ପୂର୍ବ କାଳରୁ ଘର ମାନଙ୍କରେ ରସୁଣକୁ ଔଷଧ ଭାବେ ବ୍ୟବହାର କରା ହେଉଛି । ସପ୍ତାହରେ ଦୁଇ ଥର ସକାଳୁ ଖାଲି ପେଟରେ ଯଦି ରସୁଣକୁ ମହୁ ସହ ଖାଇଲେ ପୁ-ରୁ-ଷ ଓ ମ-ହି-ଳା ଉଭୟଙ୍କ ଯୌ-ନ କ୍ଷ-ମ-ତା ବୃ-ଦ୍ଧି ହୋଇଥାଏ । ଯୌ-ନ କ୍ଷ-ମ-ତା କମ୍ ଥିଲେ କିମ୍ବା ମହିଳା ମାନଙ୍କୁ ଋ-ତୁ-ସ୍ରା-ବ ଜନିତ କୌଣସି ସମସ୍ଯା ଥିଲେ, ସପ୍ତାହରେ ଦୁଇ ଦିନ ସକାଳୁ ମହୁ ସହ ଦୁଇରୁ ତିନି କୋଲ ରସୁଣ ଖାଇଲେ ଉପକାର ପାଇ ପାରିବେ ।

ଯେଉଁ ପୁରୁଷ ମାନଙ୍କୁ ଅଧିକ ରାତ୍ରି ପ-ତ-ନ ସ-ମ-ସ୍ଯା ରହିଛି ସେମାନେ ରାତିରେ ଗୋଟିଏ ରସୁଣ କୋଲ ଖାଇ ଶୋଇଲେ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ । ରକ୍ତଚାପ ସମସ୍ଯା ଥିବା ପ୍ରତ୍ଯେକ ଲୋକ ରସୁଣ ଖାଇବା ଉଚିତ୍ । ରାତିରେ ଶୋଇବା ବେଳେ ବା ସକାଳେ ଖାଲି ପେଟରେ ଗୋଟିଏ କୋଲ ରସୁଣ ଖାଇବା ଦ୍ଵାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ମାତ୍ର ଏହା ଆପଣଙ୍କୁ ସପ୍ତାହରେ ମାତ୍ର ଦୁଇରୁ ତିନି ଥର ସେବନ କରିବା ଉଚିତ୍ ।

ପ୍ରତିଦିନ ଏହାର ସେବନ କରିବା ଉଚିତ୍ ନୁହେଁ। ଏହା ସହ ରସୁଣ ଆଣ୍ଟି ବ୍ୟାକ୍ଟେରିଆଲ ମଧ୍ୟ ଅଟେ । ଆପଣ ଏହାକୁ ଶରୀରର କୌଣସି ସ୍ଥାନରେ କବକ ବା ଫଙ୍ଗାଲ୍ ସଂକ୍ରମଣ ହୋଇଥିବା ସ୍ଥାନରେ ଲଗାଇ ପାରିବେ । ଏହି ସଂ-କ୍ର-ମ-ଣ-କୁ ରୋକିବାରେ ରସୁଣ ଖୁବ ସାହାଯ୍ୟ କରିଥାଏ । ଯେଉଁ ଲୋକଙ୍କୁ କୋଲେଷ୍ଟେରୋଲ ସମସ୍ଯା ରହିଛି ସେମାନଙ୍କ କୋଲେଷ୍ଟେରୋଲ ସ୍ତରକୁ କମ କରିବା ପାଇଁ ମଧ୍ୟ ରସୁଣ ଖୁବ ଉତ୍ତମ ଔଷଧୀ ଅଟେ । ଏଥିପାଇଁ ରସୁଣକୁ ସକାଳୁ ଖାଲି ପେଟରେ କ୍ଷୀର ସହ ଖାଇବା ଆବଶ୍ୟକ ରହିଛି ।

ରସୁଣ ବହୁତ ଶକ୍ତିଶାଳୀ ଉତ୍ତେଜକ ପରି କାର୍ଯ୍ୟ କରେ ଓ ଶରୀରର ଉତ୍ତେଜନାକୁ ବହୁତ ଅଧିକ ବଢାଇ ଦିଏ, ସେଥିପାଇଁ ଜୈନ ଧର୍ମରେ ରସୁଣ ଖାଇବାକୁ ବାରଣ କରାଯାଏ । ସେଥିପାଇଁ ଏହି ସମସ୍ତ ବିଷୟକୁ ଧ୍ୟାନରେ ରଖି ଆପଣ ଯଦି ସଠିକ ପରିମାଣରେ ରସୁଣ ସେବନ କରନ୍ତି ତେବେ, ଏହାର ଉପକାରିତା ନିଶ୍ଚୟ ପାଇ ପାରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *