ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଅଧିକାଂଶ ବ୍ୟକ୍ତି ଭାତ ଖାଇବାକୁ ପସନ୍ଦ କରିଥାନ୍ତି।କିନ୍ତୁ ପ୍ରାୟତଃ ବ୍ୟକ୍ତି ଙ୍କ ଏହା ଭୁଲ ଧରଣା ଥାଏ ଯେ, ଭାତ ଖାଇବା ଦ୍ୱାରା ଶରୀର ରେ ମୋଟାପଣ ସୃଷ୍ଟି ହୋଇଥାଏ ଏବଂ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।
କିନ୍ତୁ ଭାତ ଖାଇବାର ଏଭଳି ଅନେକ ଫାଇଦା ରହିଛି ଯାହା ଅଧିକାଂଶ ବ୍ୟକ୍ତି ଙ୍କୁ ଜଣା ନାହିଁ। ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଭାତ ଖାଇବା ଦ୍ୱାରା ଆମ ଶରୀର କୁ କଣ ସବୁ ଲାଭ ପ୍ରାପ୍ତ ହୋଇଥାଏ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।
୧. ବନ୍ଧୁଗଣ ପ୍ରଥମତଃ, ଭାତ ଖାଇବା ଦ୍ୱାରା ଏହା ଆମ ଶରୀର କୁ ଭିଟାମିନ ଓ ମିନେରାଲ ଯୋଗାଇ ଥାଏ।ଏହା ସହିତ ଭାତ ଖାଇବା ଦ୍ୱାରା ଆମ ଶରୀର ଏନର୍ଜେଟିକ୍ ଓ ଆକ୍ଟିଭ ରହିଥାଏ। ଏହାଦ୍ବାରା ଆମେ ସମ୍ପୂର୍ଣ୍ଣ ଦିନ କାର୍ଯ୍ୟ କରିବା ନିମନ୍ତେ ସକ୍ଷମ ରହିଥାଉ।କିନ୍ତୁ ଡାଇବେଟିସ ଓ ଆସ୍ତମା ରୋଗୀ ଅଧିକ ଭାତ ଖାଇବା ଉଚିତ ନୁହେଁ। ଏହା ସେମାନଙ୍କ ପାଇଁ ହାନିକାରକ ହୋଇଥାଏ।
୨. ବନ୍ଧୁଗଣ ଦ୍ବିତୀୟତଃ, ରାତି ରେ ଭାତ ସହିତ ଡାଲି ଖାଇବା ଦ୍ୱାରା ଏହା ଆମ ହଜନ ପ୍ରକ୍ରିୟା ତ୍ୱରାନ୍ୱିତ କରିଥାଏ ଏବଂ ଆମ ପାଚନ କ୍ରିୟା କୁ ମଜବୁତ କରିଥାଏ। ଏହା ସହିତ ଗରମ ଦିନ ରେ ଭାତ ଖାଇବା ଦ୍ୱାରା ଆମ ପେଟ ଥଣ୍ଡା ରହିଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରୁହେ। ଏହାଦ୍ବାରା କୌଣସି ପ୍ରକାର ପେଟ ଜନିତ ସମସ୍ୟା ଦେଖିବାକୁ ମିଳି ନଥାଏ।
୩. ବନ୍ଧୁଗଣ ତୃତୀୟତଃ, ଭାତ ଖାଇବା ଦ୍ୱାରା ଆମ ଶରୀର କୁ ଉର୍ଜା ପ୍ରାପ୍ତ ହୋଇଥାଏ।ଯାହା ଆମ ଶରୀର ର ବିଭିନ୍ନ ଭାଗ ରେ ପହଞ୍ଚି ଥାଏ ଏବଂ ଏହାଦ୍ବାରା ଆମ ମସ୍ତିଷ୍କ ମଧ୍ୟ ସଠିକ ଭାବରେ କାମ କରିଥାଏ।
୪. ବନ୍ଧୁଗଣ ଚତୁର୍ଥତଃ, ଭାତ ରେ ଭିଟାମିନ ଓ ମିନେରାଲ ସହିତ ସୋଡିୟମ ଭାଗ ମଧ୍ୟ ଅଧିକ ରହିଥାଏ। ଏହା ସେହି ମାନଙ୍କ ପାଇଁ ଲାଭକାରୀ ହୋଇଥାଏ ଯେଉଁ ମାନଙ୍କୁ ବ୍ଲଡ଼ ପ୍ରେସର ଓ ଡିପ୍ରେସନ୍ ସମସ୍ୟା ରହିଛି।
୫. ବନ୍ଧୁଗଣ ପଞ୍ଚମତଃ, ଭାତ ଖାଇବା ଦ୍ୱାରା ଏହା ଆମ ତ୍ୱଚା ରେ ଥିବା ବିଭିନ୍ନ ସମସ୍ୟା କୁ ଦୂର କରିଥାଏ। ଭାତ ଖାଇବାର ସବୁଠାରୁ ଚମତ୍କାରୀ ଫାଇଦା ହେଉଛି ଏହା କ୍ୟାନ୍ସର ଭଳି ଘାତକ ରୋଗ କୁ ଦୂର କରିବାରେ ସହାୟକ ହୋଇଥାଏ। ଏହା ଆମ ଶରୀର ରେ ଥିବା ଖରାପ ବ୍ୟାକ୍ଟେରିଆ କୁ ଦୂର କରିଥାଏ।ଭାତ ରେ ଅଧିକ ପରିମାଣ ରେ ଫାଇବର ରହିଥାଏ।ଯାହା ଆମ ଶରୀର କୁ ସୁସ୍ଥ ରଖିଥାଏ।
ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।