ପୂଜାରେ ଦୀପ ଶିଖା ଉପରକୁ ଉଠିଲେ କେଉଁ ସଂକେତ ମିଳିଥାଏ…ଜାଣନ୍ତୁ ଏହିପରି ଆହୁରି 20 ଟି Anuchinta

ବନ୍ଧୁଗଣ ଜୀବନରେ କିଛି ଅମୂଲ୍ୟ ଶିକ୍ଷା ମାନି ଚଳିଲେ ଜୀବନ ସୁନ୍ଦରତା ରେ ଭରି ଯାଇଥାଏ । ତାହାସହ ମନୁଷ୍ୟ ମାନଙ୍କର କର୍ମ ଅନୁସାରେ ଭଗବାନ ମନୁଷ୍ୟ ମାନଙ୍କୁ କିଛି ବିଶେଷ ସଂକେତ ମାନ ଦେଇଥାନ୍ତି । ଭାଗ୍ୟଶାଳୀ ଲୋକ ଙ୍କ ଉପରେ ଈଶ୍ଵର ଙ୍କର ବିଶେଷ କୃପା ଲାଗି ରହିଥାଏ । ତାହାସହ ତାଙ୍କର ଈଶ୍ବରୀୟ ଶକ୍ତି ମନୁଷ୍ୟର ଚାରି ପାଖରେ ସବୁବେଳେ ଘୁରି ରହିଥାଏ । ସେହି ଶକ୍ତି ମନୁଷ୍ୟ କୁ ପ୍ରତ୍ଯେକ ବିପଦ ଆପଦ ରୁ ମଧ୍ୟ ରକ୍ଷା କରିଥାଏ ।

ଏହାସହ ସେହି ଶକ୍ତି ତାଙ୍କୁ ସଠିକ ରାସ୍ତା ମଧ୍ୟ ଦେଖାଇଥାଏ । କେଉଁ ମାନଙ୍କ ଉପରେ ଇଶ୍ଵର ମନକର କୃପା ରହିଥାଏ ତାହା ପ୍ରାଚୀନ ଗ୍ରନ୍ଥ ମାନଙ୍କରୁ ମିଳିଥାଏ । ଯେଉଁ ଲୋକ ମାନଙ୍କ ପାଖରେ କାମ କ୍ରୋଧ, ଲୋଭ, ମୋହ ମାୟା ଆଦି ଗୁଣ ଖୁବ କମ ଭାବରେ ରହିଥାଏ ସେହି ବ୍ୟକ୍ତି ମାନଙ୍କ ଉପରେ ହିଁ ଈଶ୍ଵର ଙ୍କର ବିଶେଷ କୃପା ରହିଥାଏ ।

ଯେଉଁ ଲୋକ ମାନେ ମୁଖରେ କେବେ ଖରାପ କଥା କହି ନଥାନ୍ତି, ସେହି ଲୋକ ମାନଙ୍କ ଉପରେ ମଧ୍ୟ ଈଶ୍ଵର ଙ୍କ ବିଶେଷ କୃପା ଲାଗି ରହିଥାଏ । ଅଳ୍ପ ରେ ମଧ୍ୟ ସନ୍ତୁଷ୍ଟ ରହୁଥିବା ଲୋକ ଙ୍କ ଉପରେ ମଧ୍ୟ ଈଶ୍ଵର ଙ୍କର କୃପା ରହିଥାଏ । ସ୍ଵପ୍ନରେ ମନ୍ଦିର ବା ମନ୍ଦିର ଆଖ ପାଖ ପରିସର ମଧ୍ୟ ଈଶ୍ଵର ଙ୍କର କୃପାରୁ ପ୍ରାପ୍ତ ହୋଇଥାଏ ।

ଯେଉଁ ଲୋକ ମାନେ ନିଜର ଦୈନଦିନ କାର୍ଯ୍ୟ କରି ସାରିବା ପରେ ଈଶ୍ଵର ଙ୍କର ନାମ ସ୍ମରଣ କରିଥାନ୍ତି ସେହି ଲୋକ ଙ୍କ ଉପରେ ମଧ୍ୟ ଈଶ୍ଵର ଙ୍କର ବିଶେଷ କୃପା ଲାଗି ରହିଥାଏ । ଯେଉଁ ଲୋକ ମାନଙ୍କ ଉପରେ ଈଶ୍ଵର ଙ୍କର କୃପା ରହିଥାଏ ସେହି ମଣିଷ ମାନେ ଅନ୍ୟ ବ୍ୟକ୍ତି ମାନଙ୍କୁ ସେମାଙ୍କର ବିପଦ ଆପଦ ସମୟ ରେ ସାହାର୍ଯ୍ୟ କରିବାକୁ ସମର୍ଥ ହୋଇଥାନ୍ତି । ଈଶ୍ଵର ଙ୍କର କୃପା ପ୍ରାପ୍ତ କରିଥିବା ବ୍ୟକ୍ତି ମାନଙ୍କୁ ପୂର୍ବାଭାଷ ହୋଇ ଯାଇଥାଏ ।

ବ୍ରହ୍ମମୂହୁର୍ତ୍ତ ରେ ଉଠି ଯାଇଥିବା ବ୍ୟକ୍ତି ମାନଙ୍କୁ ମଧ୍ୟ ସବୁବେଳେ ଈଶ୍ଵର ଙ୍କର କୃପା ପ୍ରାପ୍ତ ହୋଇ ଯାଇଥାଏ । ଯେଉଁ ଲୋକ ମାନେ ନିଜକୁ ସଂପୂର୍ଣ୍ଣ ରୂପରେ ଈଶ୍ଵର ଙ୍କ ଚରଣ ତଳେ ସମର୍ପିତ କରି ଦେଇଥାନ୍ତି ସେମାନଙ୍କୁ ଈଶ୍ବରୀୟ କୃପା ପ୍ରାପ୍ତ ହୋଇଥାଏ । ପୁଜା କରିବା ସମୟରେ ହଟାତ ଯଦି ଦୀପର ଶିଖା ଜୋର ଜୋର ରେ ଜଳିବାକୁ ଲାଗେ ତେବେ ଏହା ମଧ୍ୟ ଈଶ୍ଵର ଙ୍କର ଏକ କୃପା ହୋଇଥାଏ ।

ଯେଉଁ ବ୍ୟକ୍ତି ମାନଙ୍କୁ ଈଶ୍ବରୀୟ କୃପା ପ୍ରାପ୍ତ ହୋଇଥାଏ, ସେହି ବ୍ୟକ୍ତି ମାନେ ଜୀବନରେ କେବେ ମଧ୍ୟ କୌଣସି ବିପତ୍ତି କୁ ଦେଖି ଭୟଭୀତ ହୋଇ ନଥାନ୍ତି । ସେହି ମାନଙ୍କ ଜୀବନରେ ସବୁବେଳେ ସୁଖ ଶାନ୍ତି ଲାଗି ରହିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *