Tarot card reading- ହୃଦୟରୁ ବାଛନ୍ତୁ ଯେ କୌଣସି 1 ମନ୍ଦିର ଓ ଜାଣନ୍ତୁ ଇଶ୍ଵର ଆପଣଙ୍କ ଭାଗ୍ୟରେ କଣ ଲେଖିଛନ୍ତି, ଆପଣଙ୍କ କେଉଁ 3 ଇଚ୍ଛା ପୂର୍ଣ୍ଣ ହେବାକୁ ଯାଉଛି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନରେ ପ୍ରତ୍ଯେକଟି ମନୁଷ୍ୟଙ୍କର ବହୁତ କିଛି ପାଇବାର ଆଶା ରହିଥାଏ । ଦୁନିଆର ସବୁ ଖୁସିକୁ ଉପଭୋଗ କରିବାକୁ ପ୍ରତ୍ଯେକଟି ବ୍ୟକ୍ତି ଚାହିଁଥାଏ । ଆଜି ଆପଣ ମାନେ ୨ ଟି ମନ୍ଦିର ମଧ୍ୟରୁ କୌଣସି ଗୋଟିଏ ମନ୍ଦିର ବାଛନ୍ତୁ । ଯେଉଁ ମନ୍ଦିର ବାଛିବେ ସେଥିରୁ ଜାଣିପାରିବେ । ଆଗାମୀ ଦିନରେ ଭଗବାନ ଆପଣଙ୍କର କେଉଁ ଇଛା ପୂରଣ କରିବେ ।

ପ୍ରଥମ ମନ୍ଦିର ;- ଯେଉଁ ମାନେ ପ୍ରଥମ ମନ୍ଦିରଟିକୁ ବାଛିଛନ୍ତି । ସେମାନଙ୍କର ହୃଦୟ ବହୁତ ସଫା ହୋଇଥାଏ । ଏମାନେ ନିଜ ମନରେ କାହା ପ୍ରତି କିଛି ବି ଖରାପ ଭାବନା ରଖିନଥାନ୍ତି । ଛୋଟ ଛୋଟ କଥାରେ ଏହୋ ଲୋକ ମାନେ ଅଧିକ ଭାବବିହ୍ଵଳ ହୋଇଯାଇଥାନ୍ତି । ଏମାନଙ୍କର ପ୍ରଥମ ସ୍ଵପ୍ନ ଜାନବାହନକୁ ନେଇ ପୁରା ହେବା ପାଇଁ ଯାଉଛି । ଭଗବାନ କୃପାରୁ ଗାଡି କିଣିବାକୁ ଇଛୁକ ବ୍ୟକ୍ତି ମାନଙ୍କର ଗାଡି କିଣିବାର ବହୁତ ଭଲ ଅବସର ଆଗାମୀ ଦିନରେ ଆସୁଛି ।

ଦିତୀୟ ଇଛା ଭଗବାନ ଅବିବାହିତା ଲୋକଙ୍କ ମଧ୍ୟରୁ କେତେ ଜଣଙ୍କ ଭାଗ୍ୟରେ ଆସନ୍ତା ସମୟରେ ବିବାହ ଯୋଗ ରଖିଛନ୍ତି । ଏଥିମଧ୍ୟରୁ କେତେକ ଲୋକଙ୍କର ପ୍ରେମ ବିବାହ ହେବା ପାଇଁ ଯାଉଛି । ତୃତୀୟରେ ଏହି ମନ୍ଦିରକୁ ବାଛିଥିବା ଲୋକଙ୍କର ବ୍ୟବସାୟକୁ ନେଇ ରହିଥିବା କିଛି ଜରୁରୀ ଇଛା ପୂରଣ ହେବା ପାଇଁ ଯାଉଛି । ଏହି ସବୁ ଇଛା ପୂରଣ ପାଇଁ ଆପଣଙ୍କୁ ଧର୍ଯ୍ୟର ସହ ନିଜକୁ କର୍ମକୁ ଜାରୀ ରଖିବାକୁ ପଡିବ ।

ଦିତୀୟ ମନ୍ଦିର ;- ଯେଉଁ ମାନେ ଦିତୀୟ ମନ୍ଦିରକୁ ବାଛିଚନ୍ତି । ସେହି ଲୋକ ମାନେ ନିଜ କର୍ମ ପ୍ରତି ସବୁବେଳେ ତପ୍ତର ରହିଥାନ୍ତି । ନିଜ କର୍ମକୁ ହିଁ ସେମାନେ ସବୁ କିଛି ଭାବିନେଇଥାନ୍ତି । ସେହି ଲୋକ ମାନଙ୍କର କାର୍ଯ୍ୟ କ୍ଷେତ୍ରରେ ଯଦି କିଛି ଅସୁବିଧା ବର୍ତ୍ତମାନ ସମୟରେ ଚାଲୁଅଛି । ତେବେ ବହୁତ ଶୀଘ୍ର ସେହି ସମସ୍ଯାର ସମାଧାନ ହୋଇଯିବ ।

ବିଶେଷ କରି ସଫଳତା ପ୍ରାପ୍ତ ହେବା ପାଇଁ ଅନ୍ୟ ଦିଗ ଅପେକ୍ଷା ଦିତୀୟ ମନ୍ଦିରକୁ ବାଛିଥିବା ଲୋକ ମାନଙ୍କର କାର୍ଯ୍ୟ କ୍ଷେତ୍ରରେ ବହୁତ ଉନ୍ନତି ହେବା ପାଇଁ ଯାଉଛି । କାର୍ଯ୍ୟ କ୍ଷେତ୍ରରେ ଯିଏ ଆପଣଙ୍କ ସହିତ ଶତ୍ରୁ ମନଭାବ ରଖୁଥିଲେ । ଏପରି ଶତ୍ରୁ ଆପଣଙ୍କର କିଛି ମଧ୍ୟ କ୍ଷତି ଘଟାଇବେ ନାହିଁ । ଭଗବାନ ଭୋଳାନାଥଙ୍କର କୃପା ଆପଣଙ୍କର ଉପରେ ରହିଛି ।

ଏହା ଚାକିରି କରୁଥିବା ଲୋକଙ୍କର ମଧ୍ୟ କାମରେ ପ୍ରମୋସନ ହୋଇପାରେ । ଘର ପରିବାରରେ ଶାନ୍ତିର ବାତାବରଣ ଦେଖିବାକୁ ମିଳିବ । ଦାମ୍ପତ୍ୟ ଜୀବନରେ କଳହ ଦୂର ହୋଇ ସମ୍ପର୍କ ମଧୁର ହୋଇବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *