Vastu Tips- ପୂଜା ଘରେ ଏକା ସହିତ ଏହି 2 ଟି ମୂର୍ତ୍ତି ଭୁଲରେ ବି ରଖନ୍ତୁ ନାହିଁ, ମିଳିଥାଏ ଅଶୁଭ ଫଳ !

ବନ୍ଧୁଗଣ, ସାଧାରଣତ ଆମ୍ଭେ ନିଜ ଘରର ପୂଜାଘରେ ପୂଜାପାଠ କରିଥାଉ । ଅନେକ ମୂର୍ତ୍ତି ମଧ୍ୟ ପୂଜାଘରେ ଆମ୍ଭେମାନେ ରଖିଥାଉ । ମାତ୍ର ମୂର୍ତ୍ତି ର କଣ ମହତ୍ଵ ରହିଅଛି ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ । ଯେଉଁ ଘରର ପୂଜା ଘରେ ଏକା ସହିତ ଏହି ୨ ଟି ମୂର୍ତ୍ତି ରହିଥାଏ, ସେଠାରେ ବନିଥାଏ ରାଜାଯୋଗ, ଅର୍ଥାତ ଆପଣଙ୍କୁ ସର୍ବ ସୁଖ ପ୍ରାପ୍ତ ହୋଇଯାଇଥାଏ । ଯାହାର ଆପଣ କଳ୍ପନା କରିଛନ୍ତି ଯାହାର ଆପଣ ମନୋକାମନା କରିଥାନ୍ତି । ଆସନ୍ତୁ ଜାଣିବା ସେହି ୨ ଟି ମୂର୍ତ୍ତି ସମ୍ବନ୍ଧରେ ଜାହା ଆପଣଙ୍କୁ ଭୁଲରେ ମଧ୍ୟ ରଖିବା କଥା ନୁହେଁ ।

୧;- ଆପଣ ଭଗବାନ ଶ୍ରୀ କୃଷ୍ଣ ଙ୍କ ସହିତ ମାତା ରାଧାରାଣୀ ଙ୍କ ମୂର୍ତ୍ତି ଅବଶ୍ୟ ରଖିବା ଆବଶ୍ୟକ । ଏହା ପ୍ରେମ ଏବଂ ଏକତା ର ପ୍ରତୀକ ଅଟେ । ଯେଉଁ ଘରେ ଏହି ମୂର୍ତ୍ତି ଅଥବା ଫଟୋ ରହିଥାଏ ସେଠାରେ କେବେ ମଧ୍ୟ ଗୃହାକ୍ଳେଶ ହୋଇ ନଥାଏ ।

୨;- ଯଦି ଆପଣ ନିଜ ଘରେ ଲକ୍ଷ୍ମୀ ନାରାୟଣ ଙ୍କ ଫଟୋ ଅଥବା ମୂର୍ତ୍ତି ରଖି ପୂଜା କରୁଛନ୍ତି ତେବେ ଆପଣଙ୍କ ଘରୁ ସମସ୍ତ ଦୁଖ ଦୁର୍ଦଶା ଦୂର ହୋଇଯିବ । ଯଦି ମାତା ଲକ୍ଷ୍ମୀ ଙ୍କ ଫଟୋ ଅଛି ତେବେ ଆପଣ ଭଗବାନ ଗଣେଶ ଅଥବା ଭଗବାନ କୁବେର ଙ୍କ ଫଟୋ ମାତା ଙ୍କ ବାମ ପାର୍ଶ୍ଵରେ ନିଶ୍ଚିତ ଭାବରେ ଲଗାନ୍ତୁ ।

୩;- ପୂଜାଘରେ କେବେ ମଧ୍ୟ ୧ ରୁ ଅଧିକ ଗଣେଶ ଭଗବାନ ଙ୍କ ମୂର୍ତ୍ତି ରଖନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।

୪;- ଆଙ୍ଗୁଠି ରୁ ବଡ ଆକାରର ଶିବଲିଙ୍ଗ ଆପଣଙ୍କୁ ଭୁଲରେ ମଧ୍ୟ ରଖିବା ଆବଶ୍ୟକ ନୁହେଁ । ଘରେ ଯଦି ଆପଣ ଶିବଲିଙ୍ଗ ରଖୁଛନ୍ତି ତେବେ ଭୁଲରେ ମଧ୍ୟ ଶିବଲୀଙ୍ଗ ଉପରେ ତୁଳସୀ ପତ୍ର ଅର୍ପିତ କରିବା ଆବଶ୍ୟକ ନୁହେଁ ।

୫;- ଆପଣ କେବେ ମଧ୍ୟ ମହାକାଳୀ ଙ୍କ ଫଟୋଚିତ୍ର ଅଥବା ମୂର୍ତ୍ତି ନିଜ ଘରେ ରଖି ପୂଜା କରନ୍ତୁ ନାହିଁ । ଅଥବା କ୍ରୋଧିତ ଅବସ୍ଥାରେ ମାତା ଲକ୍ଷ୍ମୀ ତଥା ମାତା ଦୂର୍ଗା ଙ୍କ ଫଟୋଚିତ୍ର ଆଣି ପୂଜା କରନ୍ତୁ ନାହିଁ । ଏହି କଥାର ଧ୍ୟାନ ରଖନ୍ତୁ ଯେ ଯଦି ଆପଣ ମୂର୍ତ୍ତି ରଖୁଛନ୍ତି ତେବେ ଆପଣ ଭଙ୍ଗା ଚାଉଳ ଅର୍ପଣ କରନ୍ତୁ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *