ପୁଅ ହୁଅନ୍ତୁ ଅବା ଝିଅ ହାତରେ ଅଛି କି ଏହିପରି ‘M’ ଚିହ୍ନ ? ଜାଣନ୍ତୁ ଏହି ଭୟଙ୍କର ଅର୍ଥ…

ନମସ୍କାର ବନ୍ଧୁଗଣ , ଆମ ହାତ ପାପୁଲିରେ ଲୁଚି ରହିଥାଏ ଏମ୍ ବା ଇଂରାଜୀ ର M ଅକ୍ଷର । ଏହି ଏମ୍ ଅକ୍ଷର ରେ ଏମିତି କିଛି କଥା ଲୁଚିରହିଥାଏ ଯାହା ବିଷୟରେ ଆମେ ଅଜଣା ରହିଥାଉ । କିନ୍ତୁ ଏହି ଏମ୍ ଅକ୍ଷର ରହିବା ବହୁତ ଶୁଭ ଚିହ୍ନ ହୋଇଥାଏ । ଆପଣମାନେ ଦେଖିଥିବେ ଯେ ସ୍ତ୍ରୀ ମାନଙ୍କ ହାତ ପାପୁଲିଙ୍କୁ ଦେଖି ତାହାଙ୍କ ସ୍ଵାମୀ ବିଷୟରେ କହିଥାନ୍ତି ।  ଆମ ହାତରେ କିଛି ରେଖା ଏପରି ହୋଇଥାଏ ଯେ ଅକ୍ଷର ପରି ଦେଖା ଯାଇଥାଏ ।

ଆଜି ଆମେ ଜାଣିବା ଏହି ଏମ୍ ଅକ୍ଷର ସମ୍ବନ୍ଧରେ , ଯଦି କୋଣସି ବ୍ୟକ୍ତିକ ହାତ ପାପୁଲି ଉପରେ ଏହି ଏମ୍ ଅକ୍ଷରର ଚିହ୍ନ ରହିଛି । ତେବେ ତାହା ସେହି ବ୍ୟକ୍ତି ପାଇଁ ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ । ଜୀବନ ରେଖା , ମନର ରେଖା , ମସ୍ତିଷ୍କ ରେଖା ଓ ଭାଗ୍ୟ ରେଖା ଏହି ସବୁ ରେଖା ମିଶିଲେ ଏମ୍ ଭଳି ଗୋଟିଏ ରେଖା ହୋଇଥାନ୍ତି ।

ଯେଉଁ ବ୍ୟକ୍ତିକ ହାତ ର ପାପୁଲିରେ ଏମ୍ ଚିହ୍ନ ହୋଇଥାଏ ସେମାନେ ଆଧିକ ବୁଦ୍ଧିମାନ ହୋଇଥାଆନ୍ତି ତାହା ସହିତ ବ୍ୟବସାୟ ରେ ମଧ୍ୟ ଏକ ଉତ୍ତମ ସହ କର୍ମୀ ହୋଇଥାନ୍ତି । ଯଦି ଆପଣ ଜଣକୁ ଭଲ  ପାଉଛନ୍ତି ଏବଂ ତାହାଙ୍କ ହାତର ପାପୁଲିରେ ଏମ୍ ଚିହ୍ନ ରହିଥାଏ , ତେବେ ଆପଣ କେବେ ବି ତାହାକୁ ମିଛ କହିପାରିବେ ନାହିଁ । କାରଣ ସେମାନେ ଯେ କୋଣସି ମିଛ କୁ ସହଜରେ ଧରିନେଇଥାନ୍ତି ।

ଏମାନଙ୍କର ଜ୍ଞାନ ଅଧିକ ଥାଏ ସେମାନେ ଯେ କୋଣସି କଥାକୁ ସହଜରେ ଧରି ପକାନ୍ତି । ପୁରୁଷ ହେଉ ବା ସ୍ତ୍ରୀ ଏମାନଙ୍କ ହାତରେ ଯଦି ଏହି ଏମ୍ ଅକ୍ଷର ଚିହ୍ନ ରହିଥାଏ , ତେବେ ଏହା ସେମାନଙ୍କ ପାଇଁ ଉଚ୍ଚ କୋଟିର ଜୀବନଯାପନ କରନ୍ତି । ଯଦି ଆପଣଙ୍କ ହାତରେ ଏହି ଚିହ୍ନ ରହୁଅଛି ତେବେ ବିଶ୍ଵାସ କରନ୍ତୁ ଏହା ଆପଣ ପାଇଁ ବହୁତ ଶୋଭାଗ୍ୟଶାଳୀ ଅଟେ । ଏହି ଅକ୍ଷର ଥିବା ବ୍ୟକ୍ତି ଜୀବନର ଯେକୋଣସି ସମସ୍ୟାକୁ ସମାଧାନ କରିବାର କ୍ଷମତା ରଖିଥାନ୍ତି ।

ଏମାନେ ବହୁତ ସାହସୀ ହୋଇଥାନ୍ତି । ଏକ ପାରମ୍ପିକ ମାନ୍ୟତା ଅନୁସାରେ ଏହି ପରି ବ୍ୟକ୍ତିକ ଉପରେ ଭଗବାନଙ୍କର ଅପୂର୍ବ ଆର୍ଶୀବାଦ ରହିଥାଏ । ସେ ପ୍ରାୟତ ସବୁ କ୍ଷେତ୍ରରେ ସଫଳତା ପାଇଥାନ୍ତି ଓ ଉଚ୍ଚକୋଠୀ ର ଭାଗ୍ୟ ଲାଭ କରିଥାନ୍ତି । ଏମ୍ ଅକ୍ଷର ଥିବା ବ୍ୟକ୍ତି ଭଗବାନ ଙ୍କର ବହୁତ ପ୍ରିୟା ହୋଇଥାଆନ୍ତି । ଭଗବାନ ଏମାନଙ୍କର ପ୍ରାଥନା ଶୀଘ୍ର ଶୁଣିଥାନ୍ତି ଏବଂ ଏମାନେ ଯେଉଁମାନଙ୍କ ପାଇଁ ପ୍ରାଥନା କରିଥାନ୍ତି ।

ଭଗବାନ ଏମାନଙ୍କ ଇଛାକୁ ଶୀଘ୍ର ସଫଳ କରିଥାନ୍ତି । ଯଦି ଏମାନଙ୍କ ମୁହଁରୁ ଅଭିଶାପ ବି ବାହାରି ଥାଏ , ତେବେ ତାହା ଘଟିବାର ସମ୍ଭାବନା ରହିଥାଏ । ଏମାନେ ଯେଉଁମାନଙ୍କ ସହ ମିତ୍ରତା ରଖିଥାନ୍ତି ସେମାନଙ୍କ ଭାଗ୍ୟ ମଧ୍ୟ ଚମକି ଉଠିଥାଏ । ଏହି ଏମ୍ ଅକ୍ଷର ଟି ଆମ ହାତର ଡାହାଣ ପଟ ରହିଲେ ଅତ୍ୟନ୍ତ ଲାଭ କରି ହୋଇଥାଏ । କିନ୍ତୁ ବାମ ପଟ ରହିଲେ ଯଦି ଆପଣ ସେହି ହାତରେ ଅଧିକ କାମ କରିବା ଦ୍ଵାରା ଏହା ଏତେ କାମକାରୀ ହୋଇନଥାଏ । ଯଦି ଏହା ବ୍ୟକ୍ତି ର  ଦୁଇଟି ହାତରେ ରହିଥାଏ ତେବେ ତାହା ଭାଗ୍ୟ ପୁରା ଖୋଲିଯାଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *