ଆପଣଙ୍କ ପିଲା ପାଠ ପଢାରେ ଧ୍ୟାନ ଦେଉନାହିଁ କି ! ତେବେ ହଳଦୀର କରନ୍ତୁ ଏହି ଉପାୟ ! 100% Result

ବନ୍ଧୁଗଣ ଅନେକ ବାପା, ମାଆ ନିଜ ପିଲାର ପାଠ ପଢାକୁ ନେଇ ଚିନ୍ତାରେ ଥାନ୍ତି । କାରଣ ବହୁତ ପିଲା ପାଠ ପଢା ପ୍ରତି ଭଲରେ ମନ ଦେଇନଥାନ୍ତି । ପାଠ ପଢାରେ ବସି ମଧ୍ୟ ଇଆଡୁ ସିଆଡୁ କାର୍ଯ୍ୟ କରିଥାନ୍ତି । ଅଧିକ ସମୟ ଟିଭି, ଫୋନ ଏ ସବୁ ଦେଖିବାରେ ସମୟ ବର୍ବାଦ କରିଦେଇଥାନ୍ତି । ପିଲା ମାନେ ପାଠ ପଢାରେ ଧ୍ୟାନ ନଦେଇ ଯେତେବେଳେ ବିଳାସ ସୌଖୀନ କରିବାରେ ଅଧିକ ସମୟ ସାରିଦେଇଥାନ୍ତି । ନୂଆ ନୂଆ ଜିନିଷ କିଣିବା, ନୂଆ ନୂଆ ଜାଗା ବୁଲିବା ଏ ସବୁ କ୍ଷେତ୍ରରେ ଅଧିକ ଧ୍ୟାନ ଲଗାଇଥାନ୍ତି ।

ତେବେ ସେହି ସବୁ ପିଲାଙ୍କ ଉପରେ ଶୁକ୍ର ଗ୍ରହର ପ୍ରଭାବ ଅଧିକ ମାତ୍ରାରେ ରହିଥାଏ । ତେବେ ଯେଉଁ ପରିବାର ଲୋକ ନିଜ ସନ୍ତାନର ଭଲ ଭବିଷ୍ୟତ କଥା ଚିନ୍ତା କରି ପିଲା ମାନଙ୍କର ପାଠ ପଢା ପ୍ରତି ଆଗ୍ରହ ଆଣିବାକୁ ଚାହୁଁଥାନ୍ତି । ତେବେ ସେମାନେ ହଳଦୀ ଦ୍ଵାରା ଏହି ଉପାୟଟିକୁ ନିଶ୍ଚୟ ଭାବେ କରି ଦେଖନ୍ତୁ । ପ୍ରଥମେ ଆପଣ ଖଣ୍ଡ ହଳଦୀ ଆଣି ସେଥିରେ ଟିକେ ଗଙ୍ଗା ଜଳ ଦେଇ ବାଟି ଦିଅନ୍ତୁ ।

ତାପରେ ସେହି ହଳଦୀ ବଟାକୁ ଆଣି ଆପଣ ନିଜ ପିଲାର ତର୍ଜନୀ ଅର୍ଥାତ ବିଷୀ ଅଙ୍ଗୁଳିରେ ଲଗାଇ ଦେଇ ତାକୁ ପାଠ ପଢିବା ଓ ଲେଖିବା ପାଇଁ ପାଇଁ କୁହନ୍ତୁ । ହଳଦୀ ହେଉଛି ବୃହଷ୍ପତ୍ତିଙ୍କର । ଯେତେବେଳେ ପିଲା କିଛି ହଳଦୀ ନିଜ ଆଙ୍ଗୁଠିରେ ଲଗାଇ ସବୁଦିନ ପାଠ ପଢିବାକୁ ବସିବ । ସେତେବେଳେ ହଳଦୀ ଅର୍ଥାତ ବୃହଷ୍ପତ୍ତିଙ୍କର ପ୍ରଭାବ ପିଲା ଉପରେ ଥିବା ଶୁକ୍ରଗ୍ରହର ପ୍ରଭାବକୁ କମ କରିଦେଇଥାଏ ।

ଯାହା ଫଳରେ ପିଲା ଅନ୍ୟ ଆଡେ ମନ ନ ଦେଇ ଭଲ ଭାବେ ମନ ଦେଇ ପାଠ ପଢିବାକୁ ଲାଗିଥାଏ । ଶୁକ୍ରଙ୍କର ଯେଉଁ ନେଗେଟିଭ ପାୱାର କାରଣରୁ ପିଲା ପଢାରେ ମନ ନଦେଇ ଅନ୍ୟ ଖେଳକୁଦ, ବୁଲାବୁଲି ମଜାମସ୍ତିରେ ଅଧିକ ସମୟ ବିତାଉଥିଲା । ଯେତେବେଳେ ବାପା ହେଉ କିମ୍ବା ମାଆ ନିଜ ପିଲାର ବିଷୀ ଆଙ୍ଗୁଳିରେ ହଳଦୀ ଲଗାଇ ତାକୁ ପଢିବା ପାଇଁ କହିବେ ।

ଧୀରେ ଧୀରେ ପିଲା ଉପରେ ଥିବା ଶୁକ୍ରଙ୍କର ପ୍ରଭାବ କମିବାକୁ ଲାଗିବ । ଯାହା ଦ୍ଵାରା ଆପଣଙ୍କ ପିଲା ମନ ଧ୍ୟାନ ଦେଇ ଭଲ ପାଠ ପଢିବାକୁ ଲାଗିବ । କାରଣ ବୃହଷ୍ପତ୍ତି ଆମକୁ ଭଲ ବୁଦ୍ଧି, ଜ୍ଞାନ ଓ ବିବେକ ପ୍ରଦାନ କରିଥାନ୍ତି । ଯାହା ଆମେ ହଳଦୀରୁ ପାଇପାରିବା ।

 

ତେଣୁ ହଳଦୀ ଦ୍ଵାରା ଆପଣ ଏହି ଉପାୟକୁ ନିଷ୍ଠାର ସହ କରନ୍ତୁ । ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ମଧ୍ୟ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *