ପାଉଁଜି ଓ ଝୁଣ୍ଟିଆ କିପରି ପିନ୍ଧିଲେ ସ୍ଵାମୀ ଜୀବନରେ ଆଣିଥାଏ ଦୁଃଖ ଓ ଦୁର୍ଦ୍ଦଶା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନାରୀ ମାନେ ପାଦରେ ପାଉଁଜି ଓ ଝୁଣ୍ଟିଆ ପରିଧାନ କରିବା ଦ୍ଵାରା ତାଙ୍କ ପାଦର ସୁନ୍ଦରତା ବୃଦ୍ଧି ହେବା ସହିତ ଘରେ ମଧ୍ୟ ସକାରାତ୍ମକ ଊର୍ଜା ବଢିଥାଏ । ଖାସ୍ କରି ଭାରତୀୟ ମହିଳା ମାନଙ୍କର ବେଶଭୁଶା ଅନ୍ୟ ଦେଶର ମହିଳା ମାନଙ୍କ ଅପେକ୍ଷା ଖୁବ ସୁନ୍ଦର ଓ ସ୍ଵତନ୍ତ୍ର ହୋଇଥାଏ । ପାଦରେ ପାଉଁଜି ଓ ଝୁଣ୍ଟିଆକୁ ଯଦି ମହିଳା ଠିକ ଭାବରେ ପରିଧାନ କରିନଥାଏ ।

ତେବେ ଏହାର କୁପରିଣାମ ତା’ ର ପରିବାର ତଥା ବିଶେଷ କରି ତା’ ର ସ୍ଵାମୀ ଉପରେ ପଡିଥାଏ । ତେଣୁ ପାଦରେ ପାଉଁଜି ଓ ଆଙ୍ଗୁଠିରେ ଝୁଣ୍ଟିଆ ପିନ୍ଧିବା ବେଳେ କିଛି ବିଶେଷ କଥା ଉପରେ ଧ୍ୟାନ ଦେବାକୁ ପଡିଥାଏ । ବିବାହିତ ମହିଳା ନିଜ ପାଦରେ ପିନ୍ଧିଥିବା ପାଉଁଜି ଓ ଝୁଣ୍ଟିଆକୁ ଅନ୍ୟ କୌଣସି ମହିଳାକୁ ପିନ୍ଧିବାକୁ ଦେବା ଅନୁଚିତ ।

ପରିଚିତ ଅନ୍ୟ କୌଣସି ମହିଳାଙ୍କୁ ଦେବା ଦ୍ଵାରା ଏହା ଶୁଭ ହୋଇନଥାଏ । ଏପରି କରିବା ଦ୍ଵାରା ସେହି ମହିଳାର ସ୍ଵାମୀର ସ୍ଵାସ୍ଥ ଅବସ୍ତା ଖରାପ ପ୍ରଭାବ ପଡିଥାଏ । ଏହା ସହିତ ସ୍ଵାମୀର ଚରିତ୍ର ଉପରେ ବିଶେଷ କରି କୁପ୍ରଭାବ ପକାଇଥାଏ । ଘରକୁ ଗୃହ କ୍ଲେଶର ସାମ୍ନା କରିବାକୁ ପଡିଥାଏ ।ଘୁଙ୍ଗୁର ବାହାରି ଯାଇଥିବା କିମ୍ବା ଛିଣ୍ଡି ଯାଇଥିବା ପାଉଁଜିକୁ ପାଦରେ ପିନ୍ଧିବାକୁ ଶୁଭ ମନାଯାଇନଥାଏ ।

ତେଣୁ ଏପରି ପାଉଁଜି ପିନ୍ଧିବା ଉଚିତ ଯେଉଁ ପାଉଁଜି ମହିଳା ପିନ୍ଧିବା ଦ୍ଵାରା ପାଉଁଜିରୁ ମଧୁର ଘୁଙ୍ଗୁରର ସ୍ଵର ଆସୁଥିବ । ଯାହା ଦ୍ଵାରା ଘରେ ଏହାର ଭଲ ପ୍ରଭାବ ପଡିଥାଏ । ଏହା ସହିତ ଘରକୁ ମା ଲକ୍ଷ୍ମୀଙ୍କର ପ୍ରବେଶ ହୋଇଥାଏ ।ଏହା ସହିତ ଘରର ସୁଖ, ସମୃଦ୍ଧି ଓ ଶାନ୍ତି ବଜାୟ ରହିଥାଏ । ବାହାରେ କେଉଁଠି ପାଉଁଜି ବା ଝୁଣ୍ଟିଆ ପଡିଥିବାର ଦେଖିଲେ ।

ଭୁଲ୍ ରେ ମଧ୍ୟ ତାହା ଘରକୁ ଆଣିବା ଉଚିତ ନୁହେଁ । କାରଣ ବାହାରେ ପଡିଥିବା କୌଣସି ପାଉଁଜି ବା ଝୁଣ୍ଟିଆ ଆଣି ଘରେ ରଖିବା ଦ୍ଵାରା ଘରେ ଖରାପ ଶକ୍ତିର ବାସ ହୋଇପାରେ । ବିବାହିତ ମହିଳା ମାନେ ନିଜକୁ ଷୋଳ ଶୃଙ୍ଗାର କରି ରଖିବା ବହୁତ ହିଁ ଶୁଭ ହୋଇଥାଏ ।ଷୋଳ ଶୃଙ୍ଗାର ମଧ୍ୟରେ ସ୍ଥାନ ପାଇଥିବା ପାଉଁଜି ଯଦି ବିବାହିତ ମହିଳା ମାନେ ପିନ୍ଧିଥାନ୍ତି ।

ତେବେ ସେମାନଙ୍କ ପାଦର ସୁନ୍ଦରତା ବଢିବା ସହିତ ପାଉଁଜିର ଆବାଜ୍ ରେ ସ୍ଵାମୀ ମାନେ ମଧ୍ୟ ତାଙ୍କ ସ୍ତ୍ରୀ ପ୍ରତି ଆକର୍ଷିତ ହୋଇଯାଇଥାନ୍ତି । ପାଦରେ ପାଉଁଜି ଓ ଝୁଣ୍ଟିଆ ପିନ୍ଧିବା ଦ୍ଵାରା ଶରୀରର ହାଡ, ଶିରା ପ୍ରଶିରା ଓ ଗର୍ଭାଶୟ ଉପରେ ଏହାର ବହୁତ ଭଲ ପ୍ରଭାବ ପଡିଥାଏ ।ରୂପାର ପାଉଁଜି ଓ ଝୁଣ୍ଟିଆ ପାଦରେ ପିନ୍ଧିବା ଦ୍ଵାରା ଏହା ଅତ୍ୟନ୍ତ ସ୍ଵାସ୍ଥକର ମଧ୍ୟ ହୋଇଥାଏ ।

ତେଣୁ ପ୍ରତ୍ଯେକଟି ବିବାହିତ ମହିଳା ନିଜ ପାଦରେ ପାଉଁଜୀ ଓ ଝୁଣ୍ଟିଆ ପିନ୍ଧିବା ଉଚିତ । ଏହା ଛଡା ଅବିବାହିତ ନାରୀ ମଧ୍ୟ ନିଜ ପାଦରେ ପାଉଁଜି ପିନ୍ଧିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *