ଏହି 5 ମହିଳା ଭୁଲରେ ବି କରନ୍ତୁ ନାହିଁ ନବରାତ୍ରି ବ୍ରତ, ପୁରା ଘର ବର୍ବାଦ ହେଇଯାଏ- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମ ରେ ନବରାତ୍ରି ହେଉଛି ଏକ ବିଶେଷ ମହତ୍ତ୍ୱପୂର୍ଣ୍ଣ ପର୍ବ । ନବରାତ୍ରି ସଂସ୍କୃତ ଶବ୍ଦ ଅଟେ ଯାହାର ଅର୍ଥ ଅଟେ ନଅ ରାତି । ହିନ୍ଦୁ ଧର୍ମ ରେ ଏହି ପର୍ବ କୁ ଖୁବ ଉତ୍ସାହ ସହିତ ପାଳନ କରାଯାଏ ।

ଏହି ପର୍ବ ଦେବୀ ଶକ୍ତି ଙ୍କ ପର୍ବ ଅଟେ । ଏହି ପର୍ବ ରେ ଦେବୀ ଶକ୍ତି ଙ୍କ ଆରାଧନା କରାଯାଏ । ଏହି ନଅ ଦିନ ମହିଳା ମାନେ ଉପବାସ ମଧ୍ୟ ରଖନ୍ତି । ଏହାର ଅନେକ ନୀତି ନିୟମ ମଧ୍ୟ ରହିଛି । କିନ୍ତୁ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଶାସ୍ତ୍ର ରେ କିଛି ଏଭଳି ନାରୀ ଙ୍କ ସମ୍ବନ୍ଧରେ କୁହାଯାଇଛି ଯେଉଁମାନେ ଏହି ନବରାତ୍ରି ର ବ୍ରତ ରଖିବା ଆଦୋୖ ଉଚିତ ନୁହେଁ ।

ସେହି ମହିଳା ମାନେ ନବରାତ୍ରି ର ବ୍ରତ ରଖିବା ଦ୍ବାରା ଦେବୀ କ୍ରୋଧିତ ହୋଇଥାନ୍ତି ଏବଂ ଏହାଦ୍ବାରା ତାଙ୍କ ପତି ଙ୍କ ଉପରେ ସଙ୍କଟ ମଧ୍ୟ ଆସିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ନାରୀ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁ ମାନେ ଏହି ନବରାତ୍ରି ର ବ୍ରତ ରଖିବା ଆଦୋୖ ଉଚିତ ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଏହି ବନ୍ଧନ ର ସାତ ଵଚନ କୁ ଆଜୀବନ ପାଳନ କରିବା ମଧ୍ୟ ଏକ ବ୍ରତ ଅଟେ । ତେଣୁ ଯେଉଁ ମହିଳା ମାନେ ନିଜ ପତି ଙ୍କ ଠାରୁ ଅଲଗା ହୋଇଯାଇଛନ୍ତି ଅର୍ଥାତ ଯେଉଁ ମାନଙ୍କ ଛାଡ଼ପତ୍ର ହୋଇଯାଇଛି ସେମାନେ ଏହି ପବିତ୍ର ନବରାତ୍ରି ର ବ୍ରତ ରଖିବା ଆଦୋୖ ଉଚିତ ନୁହେଁ । ଏଭଳି ମହିଳା ନବରାତ୍ରି ର ବ୍ରତ ରଖିବା ଦ୍ବାରା ଦେବୀ ଖୁସି ହେବା ବଦଳ ରେ କ୍ରୋଧିତ ହୋଇଥାନ୍ତି । ମହିଳା ମାନଙ୍କ ସହିତ ପୁରୁଷ ମାନେ ମଧ୍ୟ ଏଥିପ୍ରତି ଧ୍ୟାନ ଦେବା ଉଚିତ । ଯଦି ବିବାହିତା ଯୋଡ଼ି ଏକାଠି ଏହି ନବରାତ୍ରି ର ବ୍ରତ ରଖନ୍ତି ତେବେ ଦେବୀ ଶକ୍ତି ଅଵଶ୍ୟ ପ୍ରସନ୍ନ ହୋଇଥାନ୍ତି ଏବଂ ମାତାରାଣୀ ଙ୍କ ଆଶୀର୍ବାଦ ବିବାହିତା ଯୋଡ଼ି କୁ ପ୍ରାପ୍ତ ହୋଇଥାଏ ।

୨. ବନ୍ଧୁଗଣ ଦ୍ବିତୀୟତଃ, କୌଣସି ବୈ-ଶ୍ୟା ମହିଳା ଙ୍କୁ ଏହି ପବିତ୍ର ନବରାତ୍ରି ର ବ୍ରତ ରଖିବା ଆଦୋୖ ଉଚିତ ନୁହେଁ । ଯେଉଁ ମାନେ ଶରୀର ରୁ ହିଁ ଅପବିତ୍ର ହୋଇଥାନ୍ତି ସେମାନଙ୍କ ମନ ମଧ୍ୟ ଅପବିତ୍ର ହୋଇଥାଏ । ଏଭଳି ମହିଳା ଙ୍କ ବ୍ରତ କେବେବି ସଫଳ ହୋଇନଥାଏ । ନବରାତ୍ରି ବ୍ରତ ସହିତ ଏହି ମହିଳା ମାନେ ସାବିତ୍ରୀ ବ୍ରତ ମଧ୍ୟ ରଖିବା ଉଚିତ ନୁହେଁ । ଏଭଳି ମହିଳା ଙ୍କୁ ପାପୀ ସହିତ ତୁଳନା କରାଯାଇଥାଏ । ତେଣୁ ଏଭଳି ମହିଳା ଭୁଲ ରେ ମଧ୍ୟ ପବିତ୍ର ନବରାତ୍ରି ର ବ୍ରତ ରଖନ୍ତୁ ନାହଁ । ନଚେତ ଆପଣ ଦେବୀ ଶକ୍ତି ଙ୍କ କ୍ରୋଧ ର ଶିକାର ହେବେ ।

୩. ବନ୍ଧୁଗଣ ତୃତୀୟତଃ, ଯେଉଁ ମହିଳା ମାନେ କୌଣସି ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ଏବଂ ଶରୀରରେ ଦୁର୍ବଳତା ରହିଛି ତେବେ ସେଭଳି ମହିଳା କେବେବି ନବରାତ୍ରି ର ବ୍ରତ ରଖିବା ଆଦୋୖ ଉଚିତ ନୁହେଁ । କାରଣ ନିଜ ସ୍ୱାସ୍ଥ୍ୟ କୁ ହାନୀ ପହଞ୍ଚାଇ ନବରାତ୍ରି ର ବ୍ରତ ରଖିବା ଦ୍ଵାରା କୌଣସି ଫଳ ପ୍ରାପ୍ତ ହୋଇନଥାଏ । ମାତାରାଣୀ କେବେବି ନିଜ ଭକ୍ତ ଙ୍କୁ କଷ୍ଟ ରେ ଦେଖି ସୁଖୀ ହେବେ ନାହିଁ । ଏହି ପଵିତ୍ର ନବରାତ୍ରି ର ବ୍ରତ ପାଇଁ କେବଳ ମନର ଭାବନା ଆବଶ୍ୟକ ଶରୀରର ପୀଡ଼ା ନୁହେଁ ।

୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ମହିଳା କେବଳ ଅନ୍ୟକୁ ଦେଖାଇବା ପାଇଁ ବ୍ରତ ପାଳନ କରିଥାଏ ତେବେ ସେଭଳି ମହିଳା ଙ୍କୁ ଏହି ପବିତ୍ର ନବରାତ୍ରି ର ବ୍ରତ ରଖିବା ଆଦୋୖ ଉଚିତ ନୁହେଁ । ଏଭଳି ମହିଳା ବ୍ରତ ରଖିବା ଦ୍ବାରା ଦେବୀ ଙ୍କ ଅପମାନ ହୋଇଥାଏ । ବ୍ରତ ରଖିବା ପାଇଁ ସତ ମନ ର ଭାବନା ଆବଶ୍ୟକ ଏବଂ ଶାସ୍ତ୍ର ର ପାଳନ ଆବଶ୍ୟକ । କେବଳ ଦେଖାଣିଆ ବ୍ରତ ରଖିବା ଦ୍ବାରା ଦେବୀ ଶକ୍ତି ଆପଣଙ୍କ ଉପରେ କ୍ରୋଧିତ ହୋଇଥାନ୍ତି ଏବଂ ଆପଣଙ୍କୁ ବର୍ବାଦ ମଧ୍ୟ କରି ଦେଇଥାନ୍ତି । ତେଣୁ ଏଭଳି ମହିଳା ଭୁଲ ରେ ମଧ୍ୟ ଏହି ପବିତ୍ର ନବରାତ୍ରି ର ବ୍ରତ ରଖନ୍ତୁ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *