Jyotish Shastra- ନୂଆ ବର୍ଷ 2023 ରେ ଏହି 3 ରାଶି କରିବେ ରାଜ, ସୁନା ପରି ଚମକିବ ଏମାନଙ୍କ ଭାଗ୍ୟ

ବନ୍ଧୁଗଣ ହିନ୍ଦୁ ଧର୍ମରେ ଶନିଦେବ ଙ୍କୁ ନ୍ୟାୟର ଦେବତା ବୋଲି କୁହା ଯାଇଥାଏ । ଭଗବାନ ଶନିଦେବଙ୍କୁ ସୂର୍ଯ୍ୟ ପୁତ୍ର ଓ ମୋକ୍ଷ ଦେବତା ଅଟନ୍ତି । ଭଗବାନ ଶନିଙ୍କୁ ନ୍ୟାୟଧୀଶ ଉପାଧି ଦିଆଯାଇଛି । ଶନି ପ୍ରତେକ ପ୍ରାଣୀଙ୍କ ସହ ଉଚିତ ନ୍ୟାୟ କରିଥାନ୍ତି । ଯେଉଁ ଲୋକ ଭଲ କାମ କରିଥାନ୍ତି ତାଙ୍କୁ ଶନିଦେବ ସୁଫଳ ଦେଇଥାନ୍ତି । କିନ୍ତୁ ଯେଉଁ ମାନେ ଖରାପ କାମ କରିଥାନ୍ତି ସେମାନଙ୍କୁ ଶନିଦେବ ଦଣ୍ଡ ଦେଇଥାନ୍ତି ।

ଶନିଦେବ ଓ ଦେବଗୁରୁ ବୃହସ୍ପତି କରିବେ ୨୦୨୩ ରେ ଏହି ୩ଟି ରାଶିରେ ଧମାଲ । ଯାହା ଫଳରେ ଏହି ୩ଟି ରାଶି ହେବାକୁ ଯାଉଛନ୍ତି ମାଲାମାଲ । ଏମାନେ ୨୦୨୩ରେ କରିବେ ରାଜ । ଏହି ରାଶିଙ୍କ ଭାଗ୍ୟରେ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛୁ ଆସନ୍ତୁ ଜାଣିବା ବିସ୍ତାର ଭାବେ । ମିଥୁନ ରାଶି : ଏହି ସମୟରେ ଆପଣଙ୍କର ଯାହା ବି ସମସ୍ଯା ଥିଲା ତାହା ଦୂର ହେବ । ଭାଗ୍ୟ ସ୍ଥାନରେ ଶନିଦେବ ୩୦ ବର୍ଷ ପରେ ଗୋଚର କରିବେ ।

ଯେଉଁ କାମ କରିବାକୁ ଚାହୁଁଥିଲେ ଭାଗ୍ଯର ସାଥ ମିଳୁ ନ ଥିଲା ୩୦ ବର୍ଷ ପରେ ରାଜଯୋଗା ବନୁଅଛି । ଏହି ସମୟରେ ଯାହା ବି କରିବାକୁ ଚାହୁଁଛନ୍ତି ସମୟ ଅତ୍ୟନ୍ତ ଶୁଭ ରହିବ । ଭାଗ୍ଯର ସହଯୋଗ ମିଳିବ । ଆପଣଙ୍କ ପାଇଁ ବଡ ଧନ ଲାଭର ଯୋଗ ଅଛି । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ । ଆପଣ ଅପେକ୍ଷା କରିଥିବା କାର୍ଯ୍ୟରେ ସଫଳତା ମିଳିବ । ଯେଉଁ କାରଣରୁ ଆପଣ ସବୁ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ ।

ସିଂହ ରାଶି : ୨୦୨୩ରେ ଆପଣଙ୍କ ସପ୍ତମ ଭାବରେ ଶନି ଟ୍ରାଞ୍ଜେଡ କରିବେ । ଯାହା ଫଳରେ ଆପଣଙ୍କର ଇନକମରେ ବୃଦ୍ଧି ହେବ । ଆପଣଙ୍କ ପାଇଁ ଶୁଭ ସମୟ ରହିବ । ବିବାହ ହେବାର ସମ୍ଭାବନା ଅଧିକ ରହିଛି । ବିବାହ ପରେ ଆପଣଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି । ଏହି ରାଜଯୋଗ କାରଣରୁ ଆପଣଙ୍କ ପାଇଁ ଖୁବ ଭଲ ରହିବାର ଅଛି । ଭାଗ୍ୟର ଦ୍ଵାରା ଖୋଲିଯିବ । କିଛି ଯୋଜନା ହେବାର ଅଛି । ତା ଉପରେ କାମ କରିବା ଆରମ୍ଭ କରନ୍ତୁ । ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ । ସମାଜରେ ମାନ ସମାନ, ଖ୍ଯାତି ବୃଦ୍ଧି ହେବ ।

କୁମ୍ଭ ରାଶି : ଏହି ରାଶିରେ ରାଜଯୋଗ ବନାଇବେ ଶନିଦେବ । ଆପଣଙ୍କର ପ୍ରଥମ ଘରେ ଶନି ବସିବେ ୩୦ ବର୍ଷ ପରେ । ଲୁହା ସହ ଜଡିତ କାମ, ରାଜନୀତି କ୍ଷେତ୍ରରେ ସମୟ ଶୁଭ ରହିବ । ୩୦ ବର୍ଷ ପରେ ଏପରି ଏକ ରାଜଯୋଗ ବନୁଅଛି ଶନିଦେବ ଆପଣଙ୍କ ରାଶିରେ ବହୁତ ବଡ ପରିବର୍ତ୍ତନ ଆଣିକରି ଆସୁଛନ୍ତି । ଆପଣଙ୍କ ଲେବଲ ବଦଳିଯିବ କ୍ଯାରିୟର ରେ ।

ଯେଉଁ ବ୍ୟକ୍ତି ଅନେକ ଦିନରୁ ବସି ରହିଥିଲେ ଯେ କୌଣସି କାର୍ଯ୍ୟରେ ଲାଗିଯିବେ । ସମ୍ପତି ବା ଯାନବାହନ କିଣି ପାରିବେ । ୨୦୨୩ରୁ ୨୦୨୫ ମଧ୍ୟରେ ଭାଗ୍ୟ ବହୁତ ଭଲ ରହୁଛି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *