ମାତ୍ର 3 ଦିନରେ ମନିପ୍ଲାଣ୍ଟ ସବୁଜ ସୁନ୍ଦର ହୋଇଯିବ, ବାସ କରନ୍ତୁ ଏହି ଉପାୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘରେ ମଣିପ୍ଲାଣ୍ଟ ବୃକ୍ଷ ଲଗାଇବା ଅତ୍ୟନ୍ତ ଶୁଭ ବୋଲି ବିଚାର କରାଯାଇଥାଏ । କାରଣ ମଣିପ୍ଲାଣ୍ଟ ଗଛକୁ ଧନର ଗଛ ବୋଲି କୁହାଯାଇଥାଏ । କଥାରେ ଅଛି ଏହି ଗଛ ଯେଉଁ ଘରେ ଥାଏ । ସେହି ଘରକୁ ଧନ ଚୁମ୍ବକ ଭଳି ଆକର୍ଷିତ ହୋଇ ଚାଲିଯାଇଥାଏ । ସେଥିପାଇଁ ଅନେକଙ୍କ ଘରେ ମଣିପ୍ଲାଣ୍ଟ ଗଛ ଦେଖିବାକୁ ମିଳିଥାଏ । ମାନ୍ୟତା ଅନୁସାରେ ଯେଉଁ ଘରେ ମଣିପ୍ଲାଣ୍ଟ ଗଛ ଯେତେ କମ୍ ସମୟରେ ଯେତେ ଅଧିକ ବଢିଥାଏ ।

ସେହି ଘରେ ଧନର ମାତ୍ରା ସେତେ ଅଧିକ ବଢିଥାଏ । ତେଣୁ ଘରେ ମଣିପ୍ଲାଣ୍ଟ ଗଛକୁ ଭଲରେ ବଢାଇବା ପାଇଁ ଚାହୁଁଥିଲେ । ଗଛକୁ ମାଟି କିମ୍ବା ପାଣି କୌଣସି ଥିରେ ଲଗାଇ ଗଛକୁ ଭଲ ଭାବରେ ଗ୍ରୋଥ କରିବା ଏହାର ସଠିକ ଭାବରେ ଯତ୍ନ ନେବା ଉଚିତ ।

ଯାହା ଦ୍ଵାରା ଗଛ ଭଲ ଭାବରେ ବଢିପାରିବ । ଗଛର ମୂଳରେ ଥିବା ପତ୍ରକୁ କାଢି ତାର ମୂଳକୁ ମାଟି କିମ୍ବା ପାଣିରେ ରଖିଦିଅନ୍ତୁ । ତାପରେ ଉପରେ ଥିବା ପତ୍ରକୁ ନକାଟି ସେହିପରି ଗଛରେ ରହିବାକୁ ଦିଅନ୍ତୁ । ମଣିପ୍ଲାଣ୍ଟ ଲଗାଇଥିବା ଜାଗାକୁ ସଂପୂର୍ଣ୍ଣ ଖରାରେ ରଖିବା ଅନୁଚିତ । ଏହାକୁ କେବଳ ଅଳ୍ପ ଖରାର କିରଣ ପଡୁଥିବା ଜାଗାରେ ରଖନ୍ତୁ ।

ଆପଣ ଚାହିଁଲେ କିଛି ନଦୀର ବାଲି ସହିତ କିଛି ମାଟି ଓ ଗୋବର ଖତ ବା କମ୍ପୋଷ୍ଟ କୁ ମିଶାଇ ସେଥିରେ ଗଛ ଲଗାଇପାରିବେ । ଯେଉଁଥିରେ ଗଛ ଲଗାଇବା ପରେ ଗଛର ଭଲ ଭାବରେ ଗ୍ରୋଥ ହୋଇବ । ଗଛକୁ ଭଲ ଭାବରେ ବଢାଇବା ପାଇଁ ଚାହୁଁଥିଲେ ଫର୍ଟିଲାଇଜରର ବ୍ୟବହାର କରିବା ଉଚିତ ।

ଗଛର ପତ୍ରରେ ପୋକ ନଲାଗିବା ପାଇଁ ସେଥିରେ ନିମରୁ ପ୍ରସ୍ତୁତ ତେଲ ମଧ୍ୟ ପ୍ରୟୋଗ କରିପାରିବେ । କାରଣ ନିମ ତେଲର ମଣିପ୍ଲାଣ୍ଟ ଗଛରେ ପ୍ରୟୋଗ ଦ୍ଵାରା ଗଛରେ ପୋକ ଲାଗିନଥାଏ । ଯାହା ଦ୍ଵାରା ଗଛର ପତ୍ର ଗୁଡିକ ସବୁଜ ଓ ସୁନ୍ଦର ରହିଥାଏ । ମଣିପ୍ଲାଣ୍ଟ ଗଛ ଯେତେ ସବୁଜ ଓ ସୁନ୍ଦର ରହିବ । ଘର ପାଇଁ ତାହା ସେତେ ଅଧିକ ସକାରାତ୍ମକ ଊର୍ଜାର ସଂଚାର କରିବା ସହିତ ଧନ ବୃଦ୍ଧି କରିବ ।

ଗଛରେ ଏପରି ନିମ ତେଲ ପ୍ରୟୋଗ କରିବେ । ଯେଉଁ ତେଲକୁ ପାଣିରେ ମିଶାଇବା ଦ୍ଵାରା ପାଣି ସହିତ ତେଲ ସଂପୂର୍ଣ୍ଣ ରୂପେ ମିଶି ଯାଉଥିବ । ପାଣି ସ୍ପ୍ରେ କରିବା ପାତ୍ରରେ କିଛି ପାଣି ଆଣି ସେଥିରେ ଫର୍ଟିଲାଜର ଓ ନିମତେଲରୁ ପ୍ରସ୍ତୁତ ପାଣି ମିଶାଇ ତାହାକୁ ଗଛରେ ସ୍ପ୍ରେ କରିବେ । ଯେପରି ଗଛରେ ପୋକ ନଲାଗିବା ସହିତ ଗଛ ଭଲରେ ବଢିବ ।

ଯାହା ଦ୍ଵାରା ମଣିପ୍ଲାଣ୍ଟ ଗଛ ଘର ଉପରେ ଭଲ ପ୍ରଭାବ ପକାଇବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *