Health Tips- ହାତ ଗୋଡ ଝିମିଝିମି ହେବା, ବାତ ରୋଗ, Joint Pain, ହାଡ କମଜୋର ହେବା ସବୁଦିନ ପାଇଁ ଦୂର କରିଦେବ, ନିରୋଗୀ ଜୀବନର ରହସ୍ୟ !

ନମସ୍କାର ବନ୍ଧୁଗଣ , ଆଜିର ଆଧୁନିକ ଯୁଗରେ ମଣିଷମାନଙ୍କୁ ଅନେକ ପ୍ରକାରର ରୋଗ ସମସ୍ୟା ଦେଇ ଯିବାକୁ ପଢିଥାଏ । ମଣିଷ ଯେତେ ଆଧୁନିକ ପ୍ରଣାଳୀ ରେ ନିଜକୁ ବଦାଳାଇ ଥାଏ ସେତେ ଅସୁବିଧାର ଶିକାର ହୋଇଥାଏ  । ଆଜି କାଲି ଆମକୁ ଶରୀରରେ ରକ୍ତଜାମ ହେବା ଶିରାପ୍ରଶିରା ରେ ଦୁର୍ବଳତା , ଆଣ୍ଟୁ ବିନ୍ଧା , ହାଡ ଦୁର୍ବଳତା ଓ ବାତ ରୋଗ ଆଦି ସମସ୍ୟା ହୋଇଥାଏ ।

ଏହି ସବୁ ଅସୁବିଧାର କାରଣ ହେଉଛି ଆପଣଙ୍କ ଶରୀରର ପ୍ରକ୍ରିୟାରେ ଅସୁବିଧା ଦେଖାଯିବା , ବା ଯାହା ଯେଉଁ ଗତିରେ ହେବାର କଥା ତାହା ନ ହୋଇ  ତାହାର ବେଗ କମିଯିବା  । ଠିକ ଭାବରେ ଶରୀରର ଅଙ୍ଗ ଗୁଡିକ କାମ କରିନଥାଏ । ଆମର ଆଜିର ଜୀବନ ଶୈଳୀ ବହୁତ ଭିନ୍ନ ଧରଣ ର ଅଟେ । ଆମ ପୂର୍ବ କାଳର ଲୋକ ମାନେ ଶରୀରର ଅଙ୍ଗ କୁ ଠିକ ଭାବରେ କାମ କରିବା ପାଇଁ ଶରୀରକୁ ଅଧିକ ପରିଶ୍ରମ କରାଉଥିଲେ ।

ଏକ ଲକ୍ଷ୍ୟ କୁ ରଖି ସେମାନେ ଜୀବନ କାଟୁ ଥିଲେ । କିନ୍ତୁ ଆଜିର ସମାଜ ଏହି ସବୁ ନିୟମରୁ ନିଜକୁ ଏକ ଭିନ୍ନ ଧରଣର ଆଚାର ବ୍ୟବହାରକୁ ଆପେଣଉଛି । ସେ କାଳ ର ଲୋକମାନଙ୍କ ଲକ୍ଷ ରହୁଥିଲା । ଯେ ନିଜର ହାତ , ଘୋଡ କୁ ଚଳାଇବା ଶରୀରକୁ ଅଳସୁଆ ନ କରି ସବୁ ବେଳେ ପୁର୍ତି ରହିବା । କିନ୍ତୁ ଆଜିର ଲୋକେ ସବୁ କାମ ପ୍ରତି ଅଳସୁଆ ବ୍ୟବହାର କରନ୍ତି ।

ଲୋକମାନେ ଚାହାନ୍ତି କାମ କରିବା ପାଇଁ କିନ୍ତୁ  ବାହାରକୁ ନ ଯାଏ ଘରେ ବସି ବସି କରିବା ପାଇଁ । ଯେଉଁ ସ୍ଥାନରେ ପାହାଚ ରହିଥାଏ ଯାହାକୁ ଚଡି ମଣିଷ ଉପରକୁ ଯାଇଥାଏ । କିନ୍ତୁ ଆଧୁନିକ ଯନ୍ତ୍ର  ସାହାଯ୍ୟ ରେ ବା ଲିଫ୍ଟ ମାଧ୍ୟମରେ ମଣିଷ ବିନା ପରିଶ୍ରମରେ ଯାଇଥାଏ । ଏହା ଛଡା  ଆମେ ଅଧିକ ଚିନ୍ତା କରିଥାଉ ଏହାର ପ୍ରଭାବ ପଡିଥାଏ ଆମ ରକ୍ତ ସଞ୍ଚାଳନ ଉପରେ , ଯାହା ଦ୍ଵାରା ଆମ ଶରୀର ର ଯେକୋଣସି ସ୍ଥାନ ବା ଆଣ୍ଟୁ ରେ ଯଦି ରକ୍ତ ଠିକ ଭାବରେ ପ୍ରବାହିତ ହୋଇନଥାଏ ତେବେ ଅସୁବିଧା ହୋଇଥାଏ , ଯଦି ହୃଦୟରେ ରକ୍ତ ସଞ୍ଚାଳନ ଠିକ ଭାବେ ହୁଏ ନାହିଁ ଏହା ହାର୍ଟ ରୋଗ ହେବାର ସମ୍ଭାବନା ହୋଇଥାଏ ।

ଯଦି ଏହି ସବୁ ଆପଣଙ୍କ ଜୀବନରେ ଦେଖାଯାଇଥାଏ । ତେବେ ପ୍ରଥମ ଆପଣଙ୍କୁ ଏହି ପରି ଜୀବନ ଶୈଳୀ କୁ ତ୍ୟାଗ କରି ଶରୀରକୁ ଅଧିକ ବ୍ୟାୟାମ , ଯୋଗ କରିବା ଘରର କାମ କରିବା ଆଦିକୁ କରିବା ଉଚିତ । ଏମିତି ଏକ ଘରୋଇ ଉପକରଣ  ଯାହାକୁ କରିବା ଦ୍ଵାରା ସମସ୍ତ ଅସୁବିଧା ରୋଗ ଦୂର ହୋଇଥାଏ । ଏହାର ପ୍ରଥମ ଜିନିଷ ହେଉଛି ଅଦା ଯାହା ବହୁତ ଉପକାରୀ ହୋଇଥାଏ ଶରୀର ପାଇଁ ଶରୀର ଇମ୍ମୁନିଟି କୁ ବଢାଇ ଥାଏ । ଆମ ଶରୀର ଭଙ୍ଗା ଭାଗ ତୁରନ୍ତ ଠିକ ଗତିରେ କାମ କରିବାରେ ସାହାଯ୍ୟ କରେ ।

ଏକ ପାତ୍ର ରେ ଦୁଇ ଗ୍ଲାସ ପାଣି ପକେଇ ଅଦାକୁ ଛେଚି ପକେଇ ଦେବେ ସେତେ ଯାଏ ଫୁଟେଇବେ ଯେ ପଯ୍ୟନ୍ତ ପାଣି ଗୋଟେ ଗ୍ଲାସ ନ ହୋଇଯିବ । ତା ‘ ପରେ ଏହାକୁ ଛାଣି ସ୍ଵାଦ ପାଇଁ ମହୁ ପକେଇ । ଦିନକୁ ତିନି ଥର ଖାଇବାର ଅଧା ଘଣ୍ଟା ପରେ । ଏହାକୁ ନିଶ୍ଚୟ କରନ୍ତୁ ଓ ସମସ୍ତ ଶାରୀରିକ ଅସୁବିଧାରୁ ମୁକ୍ତି ପାଅନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ  କରନ୍ତୁ ।  

Leave a Reply

Your email address will not be published. Required fields are marked *