Garuda Purana- ମୃତ ବ୍ୟକ୍ତିଙ୍କର ଏହି 3 ଟି ଜିନିଷ କେବେ ବି ନେବା ଉଚିତ ନୁହେଁ, ଜୀବନରେ ଆସେ ଝଡ

ନମସ୍କାର ବନ୍ଧୁଗଣ , ଗରୁଡ ପୁରାଣରେ ଭଗବାନ ଶ୍ରୀ କୃଷ୍ଣ ଗରୁଡଙ୍କୁ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ବିଷୟରେ ବର୍ଣନା କରିଛନ୍ତି , ଯେ ମୃତ୍ୟୁ କରିଥିବା ବ୍ୟକ୍ତିକ ତିନୋଟି ଜିନିଷ କେବେ ବି ନେବା ବା ପ୍ରୋୟଗ କରିବା ଅନୁଚିତ୍ ହୋଇଥାଏ । ଶାସ୍ତ୍ର ଅନୁସାରେ ମଣିଷକୁ ତାର ଜୀବନ କାଳରେ କରିଥିବା କର୍ମ ଅନୁସାରେ ପ୍ରତିଫଳ ମିଳିଥାଏ । ଏହି ଜଗତରେ ସେ ଯେତେ ଅଧିକ ପୂଣ୍ୟ କାମ କରିଥାଏ,

ତେବେ ତାହାର ଆତ୍ମା ବିନା କିଛି ଯନ୍ତ୍ରଣା ରେ ମୁକ୍ତି ପାଇଁ ମୋକ୍ଷ କୁ ଗତି କରିଥାଏ । ଯଦି ମଣିଷ ଏହି ପୃଥିବୀରେ ପୁଣ୍ୟ କାମ ନ କରି ପାପ ଅଧିକ କରେ ତେବେ ଯମ ଦୂତମାନେ ଆସି ତାହାକୁ ନରକକୁ ନେଇକି ପଳେଇଯାଇଥାନ୍ତି । ବ୍ୟକ୍ତି ଯେତେ କହି କାନ୍ଦିଲେ ମଧ୍ୟ ଯମଦୂତ ଶୁଣି ନ ଥାନ୍ତି ଏବଂ ବ୍ୟକ୍ତିକୁ ନରକରେ କଷ୍ଟ ଯନ୍ତ୍ରଣା ଅନୁଭବ କରିବାକୁ ପଡିଥାଏ ।

ଶ୍ରୀ କୃଷ୍ଣଙ୍କ ଅନୁସାରେ ଆତ୍ମା ପାଇଁ ଜଗତ ନିଜର ନୁହେ ଆତ୍ମା ଅମର ହୋଇକି ରହିଥାଏ । ମଣିଷ ହେଉଛି ପୃଥିବୀର ଅତିଥି ସିଏ କିଛି ଦିନ ପାଇଁ ଭ୍ରମଣ କରିବାକୁ ଆସିଥାଏ । କିନ୍ତୁ ଜଗତର ମୋହ , ମାୟାରେ ପଡି ଜୀବନ ଅତିବାହିତ କରିଥାଏ ଏବଂ ମୃତ୍ୟୁ ପରେ ମଧ୍ୟ ସେହି ଜିନିଷ ପ୍ରତି ତାହାର ଇଛା ମରିନଥାଏ । ମଣିଷ ଯେ ପଯ୍ୟନ୍ତ ମଣିଷ ଈଶ୍ଵରକୁ ନିଜର ବିଶ୍ଵାସ କରି ମୃତ୍ୟୁ ନ କରିଥାଏ ।

ସେ ହାର ତାହାର ଆତ୍ମାର ମୁକ୍ତି ପାଇନଥାଏ ଏବଂ ତାହାକୁ ଆଉ ଥରେ ଜନ୍ମ ଗ୍ରହଣ କରିବାକୁ ପଡିଥାଏ । ବ୍ୟକ୍ତିର ମୃତ୍ୟୁ ପରେ ଯଦି ମଣିଷ ମୁକ୍ତି ପାଇନଥାଏ ତେବେ ପ୍ରେତ ଆତ୍ମା ହୋଇଯାଇଥାଏ । ଅନେକ ପରିସ୍ଥିତିରେ ମଣିଷ ନିଜର ଲୋକଙ୍କୁ ଡରାଇ ଥାଏ । ଗରୁଡ ପୁରାଣ ଅନୁସାରେ ଆମକୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିକ କୋଣସି ଜିନିଷକୁ ବ୍ୟବହାର କରିବା ଅନୁଚିତ୍ ହୋଇଥାଏ ।

କାରଣ ସେହି ଜିନିଷ ରେ ମଣିଷ ସ୍ମୃତି ରହିଯାଇଥାଏ ଏବଂ ତାହାକୁ ବ୍ୟବହାର କରିବା ଦ୍ଵାରା ସେହି ବ୍ୟକ୍ତିର ମଧ୍ୟ କୁ ରେହି ପ୍ରେତ ଆତ୍ମା ପ୍ରବେଶ କରିଥାଏ । କାରଣ ବଞ୍ଚିଥିବା ସମୟରେ ଆତ୍ମା ର ଇଛା ରହିଥାଏ ସେ ବସ୍ତୁ ପ୍ରତି ତେଣୁ ମୃତ୍ୟୁ ପରେ ମଧ୍ୟ ତାହା ଦୂର ହୋଇନଥାଏ ଏବଂ ଏହି ଜିନିଷକୁ ବ୍ୟବହାର କରିଥିବା ବ୍ୟକ୍ତିକୁ ବହୁତ ସମସ୍ୟାର ସମୁଖୀନ ହେବାକୁ ପଡିଥାଏ ।

ଶ୍ରୀ କୃଷ୍ଣଙ୍କ ଅନୁସାରେ ଆମ ମରିଯାଇଥିବା ବ୍ୟକ୍ତିକ ତିନୋଟି ଜିନିଷ କୁ ନେବା ଅନୁଚିତ୍ ହୋଇଥାଏ । ପ୍ରଥମ ହେଉଛି ମୃତ୍ୟୁବାରାଁ କରିଥିବା ବ୍ୟକ୍ତି ର କପଡା କୁ କେବେ ବି ନେବା ବା ବ୍ୟବହାର କରିବା କଥା ନୁହେଁ । କାରଣ ଏହା ମଧ୍ୟମରେ ଆତ୍ମା ବ୍ୟକ୍ତି ମଧ୍ୟ କୁ ଆସିଥାଏ ଏବଂ ଅନେକ କଷ୍ଟ ଦେଇଥାଏ ।

ଦ୍ବିତୀଯରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ର ଗ୍ରହଣା କୁ ପିନ୍ଧିବା ଉଚିତ୍ ନୁହେଁ କାରଣ ଆତ୍ମା ଏହାକୁ ସହ କରିପାରିନଥାଏ । ତେଣୁ ବ୍ୟକ୍ତିକୁ ବାରମ୍ବାର ଅସୁବିଧା ଏବଂ ସମସ୍ୟା ଦେଇଥାଏ । ତୃତୀୟ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ଘଣ୍ଟା ପିନ୍ଧିବା ଅନୁଚିତ୍ ହୋଇଥାଏ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *