Jyotish Shastra- ନିଜ ସ୍ତ୍ରୀଙ୍କ ସହ ସବୁବେଳେ ଝଗଡା କରନ୍ତି ଏହି 4 ଟି ନାମର ପୁରୁଷ

ବନ୍ଧୁଗଣ ପ୍ରତ୍ଯେକ ବିବାହିତ ଜୀବନ ରେ ଛୋଟ ବଡ ଯୁକ୍ତିତର୍କ, କଳହ ଦେଖାଦେବା ସାମାନ୍ଯ ଅଟେ, ପରନ୍ତୁ କିଛି ଦାମ୍ପତ୍ୟ ଜୀବନ ରେ କଳହ ବେଳେବେଳେ ଦେଖାଦେବା ସମୟରେ କିଛି ଦାମ୍ପତ୍ୟ ଜୀବନରେ ସବୁବେଳେ ଦେଖା ଦେଇଥାଏ । କଳହ ର କାରଣ ସାମାନ୍ଯ ରୂପରେ କେହିବି ହୋଇ ପାରନ୍ତି, କିନ୍ତୁ ଆଜି ଆମେ ଆପଣଙ୍କ ସମ୍ମୁଖ ରେ କେବଳ ସେହି ୪ ନାମ ର ପୁରୁଷ ଙ୍କ ବିଷୟରେ କହିବୁ ଯେଉଁ ମାନେ କି କଥା କଥାରେ ନିଜ ସ୍ତ୍ରୀ ସହ କଳହ କରିଥାନ୍ତି ।

୧- ”D” ନାମ ର ପୁରୁଷ- ଆଜ୍ଞା ହଁ ଏହି ନାମ ର ପୁରୁଷ ଙ୍କୁ ପ୍ରତ୍ଯେକ କଥାକଥାରେ ରାଗିଯାଇଥାନ୍ତି । ପ୍ରାୟ ସବୁ ବେଳେ ନିଜ ସ୍ତ୍ରୀ ସହ କଳହ ଲାଗି ରହିଥାଏ । ବେଳେ ବେଳେ କଳହ ଏତେ ବଡ ହେଇଯାଏ କି ବହୁତ ଦିନ ଧରି ସ୍ଵାମୀ,ସ୍ତ୍ରୀ ପରସ୍ପର ସହ କଥା ମଧ୍ୟ ହେଇନଥାନ୍ତି ।

୨ – ”M” ନାମ ର ପୁରୁଷ ମାନେ ସବୁବେଳେ ନିଜ ସ୍ତ୍ରୀ ସହ ଝଗଡା କରିଥାନ୍ତି । ଯଦି ସ୍ତ୍ରୀ କୌଣସି କଥା ମାନି ନଥାନ୍ତି ଅଥବା ତାଙ୍କ କଥାକୁ ଅଣଦେଖା କରିଦେଇଥାନ୍ତି, ତେବେ ଏହି ନାମର ପୁରୁଷ ମାନେ ସେହି କଥାକୁ ଧରି ସବୁବେଳେ କଳହ ସୃଷ୍ଟି କରନ୍ତି । ଅନ୍ୟର ବିଚାରକୁ ସମ୍ମାନ ନ ଦେଉଥିବା କାରଣ ରୁ ଏହି ଦାମ୍ପତ୍ୟ ରେ ସବୁବେଳେ କଳହ ଦେଖା ଦେଇଥାଏ ।

୩- ”R” ନାମ ର ସ୍ଵାମୀ କେବେବି ନିଜ ସ୍ତ୍ରୀର କୌଣସି କଥାରେ ସହମତ ହୋଇ ନଥାନ୍ତି । ସବୁବେଳେ ନିଜ ଇଚ୍ଛାନୁସାରେ କାର୍ଯ କରିବାକୁ ପସନ୍ଦ କରିଥାନ୍ତି, ତାଙ୍କ ବିଚାରରେ ତାଙ୍କ ସ୍ତ୍ରୀଙ୍କୁ ଅଧିକ କିଛି ଜଣାନାହିଁ, ସେଥିପାଇଁ ସେ ତାଙ୍କ ସ୍ତ୍ରୀ ସହ କେବେ ବି ପରାମର୍ଶ କରିନଥାନ୍ତି । ଫଳରେ  ଦାମ୍ପତ୍ୟ ରେ କଳହ ଦେଖା ଦେଇଥାଏ ।

୪- ”S” ଅକ୍ଷର ନାମ ର ପୁରୁଷ ମାନେ ଘରେ ନିଜକୁ ମୁଖିଆ ଭାବି ଚାଲନ୍ତି  ଏବ॰ ସ୍ତ୍ରୀକୁ ଅଣଦେଖା କରିଥାନ୍ତି । କୌଣସି ନିର୍ଣ୍ଣୟ ରେ ମଧ୍ୟ କାହାର ପରାମର୍ଶ ନେଇ ନଥାନ୍ତି ଏବ॰ ଏମାନଙ୍କୁ କ୍ରୋଧ ବି ଶୀଘ୍ର ଆସିଯାଏ । ସ୍ତ୍ରୀ ର କୌଣସି କଥାରେ ବିରୋଧ କରିବା ମାତ୍ରେ ହିଁ ସେ ରାଗି ଯାଇଥାନ୍ତି । ଏହି କାରଣ ଯୋଗୁଁ ତାଙ୍କ ସମର୍କ ରେ ଦୁରତ୍ଵ ଆସିଯାଏ ଏବ॰ ସମୟାନୁକ୍ରମେ ସମ୍ପର୍କର ମଧୁରତା ମଧ୍ୟ ଶେଷ ହୋଇ ଯାଇଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *