Personality Test- ନିଜ Blood Group ରୁ ଜାଣନ୍ତୁ ନିଜ ଭିତରେ ଲୁଚିଥିବା କିଛି ଖାସ କଥା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କୌଣସି ଲୋକଙ୍କୁ ଭଲ ଭାବରେ ଜାଣି ତାହାର ସ୍ଵଭାବ , ବ୍ୟବହାର ଓ ବ୍ୟକ୍ତିର ବ୍ୟକ୍ତିତ୍ବ ବିଷୟରେ ଜାଣିବାକୁ ବ୍ୟକ୍ତି ସହିତ ମିଳାମିଶା କରିବାକୁ ପଡିଥାଏ । ଏହା ଛଡା ଲୋକ ରାଶି, ବାର ନକ୍ଷତ୍ର ଏପରି କିଛିର ସନ୍ଧାନରେ ବ୍ୟକ୍ତିର ବିଷୟରେ କିଛି ପତ୍ତା ଲଗାଇ ଦେଇଥାନ୍ତି । ଜାପାନ ଭଳି ଦେଶରେ ଏହି ସବୁ କିଛି ନଦେଖି କେବଳ ବ୍ୟକ୍ତିର ବ୍ଲଡ଼ଗୃପ ବିଷୟରେ ଜାଣି ବ୍ୟକ୍ତିର ସଂପୂର୍ଣ୍ଣ ବ୍ୟକ୍ତିତ୍ବର ପତ୍ତା ଲଗାଇ ଦେଇଥାନ୍ତି ।

A ବ୍ଲଡ଼ଗୃପ ;- ଏହି ବ୍ଲଡ଼ଗୃପର ବ୍ୟକ୍ତି ମାନେ ବହୁତ ଭାବୁକ ଓ ଇମୋସୋନାଲ ଧରଣର ହୋଇଥାନ୍ତି । ଏହାମେ ବହୁତ ଚାଲାକ ଓ ବୁଦ୍ଧିମାନ ଓ ଚତୁର ମଧ୍ୟ ହୋଇଥାନ୍ତି । ଏମାନେ ଯେତେ ବଡ ପଦବୀରେ ଥିଲେ ମଧ୍ୟ ଏମାନଙ୍କ ପାଖରେ ଥିବା ପ୍ୟାସନକୁ କେବେବି ଭୁଲି ନଥାନ୍ତି । ତାଙ୍କର ଯେଉଥିରେ ରୁଚି ରହିଥାଏ । ତାହାକୁ ସେ କଳେ ବଳେ କୌଶଳେ ଆପଣାଇବାକୁ ଚାହିଁଥାନ୍ତି । ଏମାନଙ୍କ ପାଖରେ ଧର୍ଜ୍ୟ ଶକ୍ତି ବହୁତ ରହିଥାଏ । ତେଣୁ ଛୋଟ ଛୋଟ କଥାରେ ଏମାନେ ଭାଙ୍ଗି ପଡିନଥାନ୍ତି ।

Bବ୍ଲଡ଼ଗୃପ;- ଏହି ଲୋକମାନେ କୌଣସି ପ୍ରକାର ନିସ୍ପତି ନେବାରେ ମାହିର ହୋଇଥାନ୍ତି । ଏମାନଙ୍କ ମୁଣ୍ଡରେ ସବୁବେଳେ କିଛି ନା କିଛି ନୂଆ ନୂଆ ଯୋଜନା ଚାଲୁ ରହିଥାଏ । ଏମାନେ କାହା ମନକୁ କଷ୍ଟ ଦେବାକୁ ଚାହିଁନଥାନ୍ତି । ଅନ୍ୟକୁ ସାହାଜ୍ଯ କରିବାକୁ ପଛ ଘୁଞ୍ଚା ଦେଇନଥାନ୍ତି । ଏମାନେ ସବୁ ଜିନିଷରେ କିଛି ଏକ୍ସଟ୍ରା ପାଇବାର ଆଶା ରଖିଥାନ୍ତି । ନୂଆ ନୂଆ କଥା ମନରେ ଆଣି ସେହି କଥାକୁ କାମରେ କରିବାକୁ ପସନ୍ଦ କରିଥାନ୍ତି ।

AB ବ୍ଲଡ଼ଗୃପ ;-  ଏହି ଲୋକମାନଙ୍କ ଠାରେ a ଓ b ର ମିଶ୍ରୀତ ଗୁଣ ପ୍ରକାଶ ପାଇଥାଏ । ତେବେ ଏପରି ବ୍ୟକ୍ତିବିଶେଷଙ୍କୁ ବହୁତ ସହଜରେ ଚିହ୍ନିବା ଅନ୍ୟ ଜଣଙ୍କ ପକ୍ଷରେ ମୁସ୍କିଲ ହୋଇଯାଇଥାଏ ।  ଏହି ବ୍ୟକ୍ତି ମାନଙ୍କର ବ୍ୟକ୍ତିତ୍ବ ବହୁତ ଆକର୍ଷଣୀୟ ହୋଇଥାଏ । ଏମାନେ ବହୁତ ଶୀଘ୍ର ଅନ୍ୟ ସହିତ ବନ୍ଧୁତା କରିଦେଇଥାନ୍ତି । ଏମାନେ ପ୍ରତ୍ଯେକଟି କାର୍ଯ୍ୟ କରିବା ପୂର୍ବରୁ ବା କହିବା ପୂର୍ବ ରୁ ବହୁତ ଭାବିଚିନ୍ତି କରିଥାନ୍ତି ।

O ବ୍ଲଡ଼ଗୃପ ;- ଏହି ବ୍ୟକ୍ତି ମାନେ ନିଜ କ୍ଯାରିଅର ଉପରେ ବହୁତ ଫୋକୋଷ କରିଥାନ୍ତି । ଏମାନେ ସବୁ କାମରେ ସଫଳତା ପାଇବା ପାଇଁ ବହୁତ କିଛି ପ୍ରଚେଷ୍ଟା ଜାରୀ ରଖିଥାନ୍ତି । ଏମାନଙ୍କର ଚ୍ନିତାଧାରା ବହୁତ ଉନ୍ନତ ଧରଣର ହୋଇଥାନ୍ତି । ଏମାନେ ବହୁତ ଦୟାଳୁ ହୋଇଥାନ୍ତି ।

ଯଦି ସେ ନିଜ ଆଡୁ କାହାକୁ ହର୍ଟ କରିଦେଇଥିବେ । ସେ ନିଜେ ନିଜେ ବହୁତ ଦୁଃଖୀତ ହୋଇଯାଇଥାନ୍ତି । ଏମାନେ ପ୍ରତ୍ଯେକ ସ୍ଥିତିରେ ନିଜକୁ ଖାପଖୁଆଇ ଚଳିବାକୁ ପସନ୍ଦ କରିଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *