ଯଦି ଏହି 9 ଟି ରୁ କୌଣସି ଗୋଟେ ବି ଲକ୍ଷଣ ଆପଣଙ୍କ ମଧ୍ୟରେ ଦେଖାଯାଏ ତ ଆପଣ କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି

ନମସ୍କାର ବନ୍ଧୁଗଣ , ଏହି ସଂସାର ରେ ଇଶ୍ଵରଙ୍କ ବିନା  କେହି ନାହିଁ । ସେ ପ୍ରତ୍ୟକ୍ଷ ଭାବରେ ଦେଖାଯାଇନଥାନ୍ତି , କିନ୍ତୁ ବିଶ୍ଵ ର ପ୍ରତ୍ୟେକ କୋଣରେ ସେ ବିଦ୍ୟମାନ ଅଟନ୍ତି । ଏହା ମଧ୍ୟ ସତ୍ୟ ଯେ ଆମମାନଙ୍କ ଭିତରେ କିଛି ଲୋକମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି । କାରଣ ସେମାନେ ଇଶ୍ଵରଙ୍କ ବିଶେଷ ଶକ୍ତି ପ୍ରାପ୍ତ କରିଥାନ୍ତି । ଏହି ଲୋକମାନଙ୍କ ଭିତରେ ଇଶ୍ଵରଙ୍କ ଅଦୃଶ୍ୟ ଶକ୍ତି ବିଦ୍ୟମାନ ରହିଥାଏ ।

ଏମାନଙ୍କ ଚର୍ତୁପାର୍ଶ୍ଵ ରେ କିଛି ଶକ୍ତି ଗୁଡାକ ରହିଥାନ୍ତି ଯାହା ସେମାନଙ୍କୁ ସର୍ବଦା ଭଲ ପଥ ର ଶିକ୍ଷା ଦେଇଥାନ୍ତି । ଇଶ୍ଵରଙ୍କ ଶକ୍ତି ସେହି ବ୍ୟକ୍ତିମାନଙ୍କର ଅନୁସନ୍ଧାନ କରିଥାନ୍ତି ଯେଉଁମାନେ ସତ୍ୟ କୁ ପାଳନ କରିଥାନ୍ତି ଓ ଅନ୍ୟକୁ ମଧ୍ୟ ତାହା କରିବାର ଶିକ୍ଷା ଦେଇଥାନ୍ତି । ଆମ ପ୍ରାଚୀନ ଗ୍ରନ୍ଥରେ  ବର୍ଣ୍ଣନା କରାଯାଇଛି ଯେ କେଉଁ ଲୋକମାନଙ୍କ ଭିତରେ ଇଶ୍ଵରଙ୍କ ଅଦୃଶ୍ୟ ଶକ୍ତି ରହିଥାଏ ।

1- ଯେଉଁ ଲୋକମାନଙ୍କ ଭିତରେ କ୍ରୋଧ , ହିଂସା , ମୋହ , ମାୟା ଆସି ନଥାଏ । ଯେଉମାନେ ସର୍ବଦା ଶାନ୍ତି ସ୍ଵଭାବ ବ୍ୟକ୍ତି ବିଶେଷ ହୋଇଥାନ୍ତି । ବ୍ୟଭିଚାର କରନ୍ତି ନାହିଁ ପର ର କୋଣସି ଜିନିଷ କୁ ଆଶା କରନ୍ତୁ ନାହିଁ । ଏମାନେ ସବୁ ବେଳେ ଇଶ୍ଵରଙ୍କ ସତ୍ୟ ପଥରେ ଗମନ କରିଥାନ୍ତି । ଏହି ଲୋକମାନଙ୍କ ଭିତରେ ଇଶ୍ଵର ଶକ୍ତି ରହିଥାଏ , ଯାହା ସେମାନଙ୍କୁ ସର୍ବଦା ଠିକ ଭୁଲ ର ପଥ ଦେଖାଇଥାଏ ।

2 – ଯେଉଁ ବ୍ୟକ୍ତି କୁ ସବୁବେଳେ ସ୍ଵପ୍ନ ରେ ଇଶ୍ଵର ଦେଖାଯାଇଥାନ୍ତି । ବାରମ୍ବାର ସ୍ଵପ୍ନ ରେ ଆସିବା ଏହା ମଧ୍ୟ ଇଶ୍ଵରଙ୍କ ସଂକେତ ହୋଇଥାଏ ଯେ ଈଶ୍ବରୀୟ ଶକ୍ତି  ସେହି ବ୍ୟକ୍ତି ଭିତରେ ରହିଛି  ।  3- ଯେଉଁ ଲୋକମାନେ ଅନ୍ୟ ର ଜିନିଷ କୁ ଲୋଭ କରନ୍ତୁ ନାହିଁ ନିଜ ପାଖ ରେ ଯାହା ରହିଥାଏ ସେଥିରେ ସନ୍ତୁଷ୍ଟ ରହିଥାନ୍ତି । ଏହି ଭଳି ଲୋକମାନଙ୍କ ମଧ୍ୟରେ ଇଶ୍ଵରଙ୍କ ଶକ୍ତି ବାସ କରିଥାନ୍ତି ।

4- ଯେଉଁ ଲୋକମାନେ ଦୈନନ୍ଦିକ କାର୍ଯ୍ୟ କରି ଅଳ୍ପ ସମୟ ବାହାର କରି ଇଶ୍ଵରଙ୍କ ପୂଜା ଧ୍ୟାନ କରିଥାନ୍ତି , ଏଭଳି ବ୍ୟକ୍ତିଙ୍କ ଭିତରେ ଇଶ୍ଵରଙ୍କ ଶକ୍ତି ରହିଥାଏ । 5- ଏହି ବ୍ୟକ୍ତିମାନଙ୍କ ର ଇଶ୍ଵରଙ୍କ ଶକ୍ତି ଭିତର ରୁ ମୁଖ୍ୟ ଶକ୍ତି ପ୍ରାପ୍ତ କରିଥାନ୍ତି , ତାହା ହେଉଛି ପୂର୍ବ ଆଭାସ ଯଥା ଭବିଷ୍ୟତ ବିଷୟ କୁ ପୂର୍ବରୁ ଜାଣିପାରିଥାନ୍ତି ।  6- ଏହି ଲୋକମମାନେ ସମାଜ ରେ ଥିବା ଏମାନଙ୍କ କର୍ତ୍ତବ୍ୟ କୁ ବୁଝି ଦିନ ଦରିଦ୍ରମାନଙ୍କୁ ସାହାଯ୍ୟ କରିଥାନ୍ତି ।

ଏହି କାମ ସମସ୍ତେ କରିପାରିବେ ନାହିଁ କେବଳ ଇଶ୍ଵରଙ୍କ ଶକ୍ତି ପାଇଥିବା ବ୍ୟକ୍ତି କରିଥାଏ । 7- ଯେଉଁ ବ୍ୟକ୍ତି ର ନିଦ ବ୍ରାଂହ ମୂହୁର୍ତ୍ତ ରେ ଆପେ ଖୋଲିଯାଇଥାଏ ଓ ସେ ବ୍ୟକ୍ତି ଅଜ୍ଞ ଦେଇଥାଏ ତେବେ ଏହା କରିବାକୁ ଇଶ୍ଵର କହିଥାନ୍ତି । 8- ଯେଉଁ ବ୍ୟକ୍ତିକୁ ସର୍ବଦା ପୂଜା , ସୁଗନ୍ଧ ର ଆଭାସ ହୋଇଥାଏ , ଏହି ବ୍ୟକ୍ତିମାନଙ୍କ ଠାରେ ଇଶ୍ଵରଙ୍କ ଶକ୍ତି ରହିଥାଏ ।

9- ଯେଉଁ ବ୍ୟକ୍ତି ଇଶ୍ଵରଙ୍କ ଛାମୁଖ ରେ ଆନନ୍ଦ ଅଣୁଭା କରିଥାଏ ଏବଂ ଭକ୍ତି ଶ୍ରଦ୍ଧା ରେ ଲୀନ ହୋଇଯାଇଥାଏ । ଏହି  ବ୍ୟକ୍ତି ଇଶ୍ଵରଙ୍କ ଶକ୍ତି ପ୍ରାପ୍ତ କରିଥାଏ ।  ଆମ ପୋଷ୍ଟ କୁ ଅନ୍ୟମାନଙ୍କୁ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *