Ajira Anuchinta- ବେଶ୍ୟା ନାରୀ ମାନଙ୍କର ଲକ୍ଷଣ କିପରି ?

ନମସ୍କାର ବନ୍ଧୁଗଣ, ସମାଜରେ ବେଶ୍ୟା ନାରୀ ମାନଙ୍କର କୌଣସି ସମ୍ମାନ ନଥାଏ । ସମସ୍ତେ ସେମାନଙ୍କୁ କଳୁଷିତ ଏବଂ ହିନ ଦୃଷ୍ଟିରେ ଦେଖିଥାନ୍ତି । କାରଣ ସେମାନେ କରୁଥିବା କାମ ତଥା ବିକୁଥିବା ଇଜ୍ଜତକୁ ରକ୍ଷା କରିବା ପାଇଁ ଅନେକ ମହିଳା ନିଜ ଜୀବନ ମଧ୍ୟ ଦେଇ ଦେଇଥାନ୍ତି । ଏହି କାରଣ ପାଇଁ ସେମାନେ ସମାଜରେ ସମସ୍ତଙ୍କ ଠାରୁ ଅସମ୍ମାନ ପାଇଥାନ୍ତି ଏବଂ ମୁଣ୍ଡ ଉଠାଇ ବାଟ ଚାଲିପାରନ୍ତି ନାହିଁ ।

ତେବେ ଆପଣ କିଭଳି ଜାଣିବେ କେଉଁ ନାରୀ ବେଶ୍ୟା ଅଟେ । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ବେଶ୍ୟା ନାରିଙ୍କ ଲକ୍ଷଣ ସମ୍ପର୍କରେ । ଗୋଟିଏ ଗ୍ରାମରେ ଜଣେ କାଶି ପଣ୍ଡିତ ରହୁଥିଲେ । ତାଙ୍କୁ ତାଙ୍କ ପତ୍ନୀ ପଚାରିଲେ ପାପର ବାପା କିଏ କହିଲ ଟିକେ । ସେ କିନ୍ତୁ ଏହାର ଉତ୍ତର କେଉଁଠାରୁ ମଧ୍ୟ ପାଇଲେ ନାହି । ତେଣୁ କାଶି ଭାରି ପଡିଲେ ପୁଣି ପାଠ ପଢି ଆସି ଏହାର ଉତ୍ତର କହିବେ ବୋଲି ।

ସେହି ବାଟରେ ତାଙ୍କ ସସହ ଗୋଟିଏ ବେଶ୍ୟା ଦେଖା ହେଲା ଆଉ ମୁଣ୍ଡିଆ ମାରିବାକୁ ଯାଉଥିଲା ତ ପଣ୍ଡିତ କହିଲେ ଦୂରେଇ ମୁଣ୍ଡିଆ ମାରେ । ବେଶ୍ୟା ମଧ୍ୟ ଦୂରେଇ ମୁଣ୍ଡିଆ ମାରିଲା ।ଆଉ କୁଆଡେ ଜାଉଚ ବୋଲି ପଚାରିଲା । ପଣ୍ଡିତ କହିଲେ ପାପର ବାପା କିଏ ଉତ୍ତର ଖୋଜିବା ପାଇଁ ଯାଉଛି । ବେଶ୍ୟା କହିଲା ତମେ ମୋ ଘରକୁ ଚାଲ ମୁଁ ଏହାର ଉତ୍ତର ଦେବୀ ।

ପଣ୍ଡିତ ଭାବିଲେ ବେଶ୍ୟା ଘରକୁ ଗଲେ ସେ ତ ଅପବିତ୍ର ହୋଇଯିବେ । ହେଲେ ଉତ୍ତର ଜାଣିବା ପାଇଁ ବାଧ୍ୟ ହୋଇ ଚାଲିଗଲେ । ସେଠାରେ ବେଶ୍ୟା ତାଙ୍କୁ ଆସନ ଦେଇ ବସାଇଲା ଏବଂ ଖାଇବା ପାଇଁ ଯାଚିଲା । ପଣ୍ଡିତ କହିଲେ ନାଇ ନାଇ ତୋ ଘରେ ମୁଁ ଖାଇବିନି ମୁଁ ଅପବିତ୍ର ହୋଇଯିବି । ବେଶ୍ୟା କହିଲା ହଉ ଠିକ ଅଛି ତାହାଲେ ତମେ 100 ଟଙ୍କା ନିଅ ଆଉ ନିଜ ହାତରେ ରୋଷେଇ କରି ମୋ ଘରେ ଖାଇଦିଅ ।

ଟଙ୍କା ଲୋଭରେ ପଣ୍ଡିତ କହିଲେ ହଉ । ଏହାପରେ ବେଶ୍ୟା ଆଉ 100 ଟଙ୍କା ଦେଇ କହିଲା ମୋ ଘରେ ଯଦି ରୋଷେଇ କରିହବ ତାହେଲେ ମୁଁ ବଜାରରୁ କିଛି ଆଣି ତମକୁ ଖାଇବାକୁ ଦେଲେ ତ ପାପ ହବନି ପଣ୍ଡିତ ତାଙ୍କ ଦେଖିଲେ କହିଲେ ହଉ ଆଣେ। ଏହାପରେ ବେଶ୍ୟା ପୁଣି ଆଉ 100 ଟଙ୍କା ଦେଇ କହିଲା ଯଦି ବାହାରୁ ମୁଁ ନିଜ ହାତରେ ଆଣିଛି ତାହାଲେ ଖୁଆଇବାରେ ତ କିଛି ପାପ ନାହିଁ ।

ପଣ୍ଡିତ କହିଲେ ନା ନା ହେଇପାରିବନି ବେଶ୍ୟା ପୁଣି ଆଉ 100 ତାଙ୍କୁ ଦେଲେ ପଣ୍ଡିତ ପଇସା ଦେଖି କହିଲେ ହ୍ଯାମ ଯଦି ତୁ ହାତରେ କିଣିକି ଆଣିଲେ କିଛି ନାଇ ତାହାଲେ ଖୁଆଇ ଦେବାରେ ମଧ୍ୟ କିଛି ନାହିଁ । ବେଶ୍ୟା ଠିକ ଏହି ସମୟରେ ପଣ୍ଡିତଙ୍କୁ ଖୁଆଇବ କଣ ତାଙ୍କୁ ଏକ ଚାପୁଡା ମାରିଲା । ପଣ୍ଡିତ କହିଲେ ଆରେ ତୁ ମତେ ମାରିଲୁ କଣ ପାଇଁ ।

ବେଶ୍ୟା କହିଲା ଏବେ ତମକୁ ତମ ଉତ୍ତର ମିଳିଯିବ କାରଣ ତମେ ଜାଣିଛ ମୁ ପାପୀ ମୋ ହାତରେ ଖାଇଲେ ତମ ପାପ ହେବ କିନ୍ତୁ ତୁମେ ପଇସା ଲୋଭରେ ପାପ କରିବାକୁ ବି ରାଜି ହେଲ । ତେଣୁ ପାପର ବାପା ହେଉଛି ଲୋଭ । ତେଣୁ ବେଶ୍ୟା ଯେଉଁ କାରଣ ପାଇଁ ବେଶ୍ୟା ହେଲେ ମଧ୍ୟ ତାଙ୍କ ଲକ୍ଷଣ ହୋଇଥାଏ ସିଏ କରିଥିବା କାମ ଦ୍ଵାରା ଦୁନିଆକୁ କିଛି ଉଚିତ ଶିକ୍ଷା ଦେବା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *