Krishna Vani- ସଙ୍କଟ ସମୟରେ ଏହି 3 ଟି କଥା କେବେ ବି ଭୁଲନ୍ତୁ ନାହିଁ !

ନମସ୍କାର ବନ୍ଧୁଗଣ, ଖରାପ ସମୟକୁ ନିଜ ଜୀବନରେ ଆଗମନ ହେବାକୁ କେହି ମଧ୍ୟ ଚାହିଁନଥାନ୍ତି । ଖରାପ ସମୟ ତଥା ସଙ୍କଟ କଥା ଭାବିଲା ବେଳକୁ ଲୋକେ ଡରିବାକୁ ଲାଗନ୍ତି । ହେଲେ ଦୁନିଆର ନିୟମ ତ ହେଉଛି ଖରାପ ଏବଂ ଭଲ ଉଭୟର । ତେଣୁ ଦିନେ ନା ଦିନେ ନ ଚାହିଁଲେ ମଧ୍ୟ ସଙ୍କଟର ସାମ୍ନା କରିବାକୁ ପଡିଥାଏ । ଏହି ସଙ୍କଟ ସମୟରେ ଆପଣଙ୍କୁ ବହୁତ କିଛି କଥା ଜାଣିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ସଙ୍କଟ ସମୟରେ ଆପଣଙ୍କୁ କେଉଁ କଥା ଭୁଲିବା ଅନୁଚିତ ।

କିଛି ଲୋକ ଅଛନ୍ତି ଯେଉଁମାନେ କି ସଙ୍କଟର ସାମ୍ନା ସାହସର କରିଥାନ୍ତି ଏବଂ ସେହି ସଙ୍କଟ ଉପରେ ବିଜୟ ହାସଲ କରିଥାନ୍ତି । ଆଉ କିଛି ଲୋକ ଥାନ୍ତି କି ସଙ୍କଟ ସମୟରେ ବିବାସ ହୋଇ କିଛି କରିପାରନ୍ତି ନାହିଁ ଏବଂ ହାର ମାନି ନିଅନ୍ତି । ପ୍ରାୟ ସମସ୍ତ ଲୋକ ସଙ୍କଟ ସମୟ ବିତିଯିବା ପରେ ସଙ୍କଟ ସମୟରେ ଘଟିଥିବା ସମସ୍ତ ଘଟଣାକୁ ଭୁଲିଯାଇଥାନ୍ତି । ଏହା ଆମ ମଣିଷର ଜୀବନର ଏକ ବିଶେଷ ଭୁଲ ହୋଇଥାଏ ।

ସର୍ବଦା ଆପଣଙ୍କୁ ଧ୍ୟାନ ରଖିବା ଆବଶ୍ୟକ ଏବଂ ମନେ ମଧ୍ୟ ରଖିବା ଆବଶ୍ୟକ କି ସଙ୍କଟ ସମୟରେ ଆପଣଙ୍କୁ କିଏ ଧୋକା ଦେଇଛନ୍ତି । କିଏ ଆପଣଙ୍କୁ ସେହି ସଙ୍କଟରେ ପକାଇଛନ୍ତି । ଏମାନଙ୍କୁ କେବେ ମଧ୍ୟ ଭୁଲିବେ ନାହିଁ । ଏହି କଥାର ଧ୍ୟାନ ରଖି ଆଗକୁ ସବୁବେଳେ ସବୁ କଥାରେ ଏବଂ କାମରେ ସଚେତ ରହିବା ଆବଶ୍ୟକ ହୋଇଥାଏ ।

ଦିତୀୟ: ଯେଉଁଲୋକ ଖରାପ ସମୟରେ ଆପଣଙ୍କ ହାତ ଛାଡି ଦେଇଥାନ୍ତି, ଯିଏ ଆପଣ ଭାଙ୍ଗିଯାଇଥିବା ସମୟରେ ଆପଣଙ୍କୁ ସାହାରା ଦିଅନ୍ତି ନାହିଁ । ସେ କେବେ ମଧ୍ୟ ଆପଣଙ୍କ ବନ୍ଧୁ ହୋଇପାରିବେ ନାହିଁ । ତେଣୁ ଆଗାମୀ ଭାବିଷ୍ୟତରେ ଆପଣ ତାଙ୍କ ଠାରୁ କୌଣସି କଥାର ଆଶା ମଧ୍ୟ ରଖିବା ଉଚିତ ନୁହେଁ ।

ତୃତୀୟ: ଯେଉଁ ଲୋକ ଖରାପ ସମୟରେ ଆପଣଙ୍କ ଖରାପ ଅବସ୍ତାରେ ଆପଣଙ୍କ ସାଥ ଦେଇଛନ୍ତି ଏବଂ ଆପଣଙ୍କ ଭିତରେ ଥିବା ସାହସକୁ ଜଗାଇଛନ୍ତି, ଆପଣଙ୍କୁ ସାହାରା ଦେଇଛନ୍ତି କେବେ ତାଙ୍କୁ ଆପଣଙ୍କ ଜୀବନରୁ ଦୂରକୁ ଯିବାକୁ ଦିଅନ୍ତୁ ନାହିଁ । କାରଣ ଏହା କରୁଥିବା ବ୍ୟକ୍ତି ହିଁ ଆପଣଙ୍କ ପ୍ରକୃତ ମିତ୍ର ହୋଇଥାନ୍ତି ।

ଯଦି ଆପଣ ସଙ୍କଟ ସମୟରେ ଏହି ତିନୋଟି କଥାର ଧ୍ୟାନ ରଖନ୍ତି ତେବେ ସଙ୍କଟ ଆପଣଙ୍କ ଜୀବନରୁ ଦୂରକୁ ଚାଲିଯିବ । ଦୁନିଆରେ ଭଲ ଖରାପ ଉଭୟ ଲୋକ ରହିଛନ୍ତି । କିନ୍ତୁ ଆପଣଙ୍କ କାମ ହେଉଛି  ଆପଣଙ୍କ ଜୀବନରେ ଥିବା ଖରାପ ଲୋକଙ୍କୁ ବାଛିବା ଏବଂ ତାଙ୍କ ଠାରୁ ଦୂରେଇ ରହିବା । ତେବେ ଯାଇ ଆପଣ ନିଜ ଜୀବନରେ ସଙ୍କଟରେ ପଡିବେ ନାହିଁ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲେବେନି ।

Leave a Reply

Your email address will not be published. Required fields are marked *