ନବରାତ୍ରିରେ ଏହି 5 ସ୍ତ୍ରୀ ଭୁଲରେ ବି ରଖନ୍ତୁ ନାହିଁ ବ୍ରତ, ମା’ ହୁଅନ୍ତି କ୍ରୋଧିତ (Chaitra Navratri Special)

ନମସ୍କାର ବନ୍ଧୁଗଣ , 2023 ରେ ଚୈତ୍ର ନବରାତ୍ରି 22 ମାର୍ଚ୍ଚ ରେ ପ୍ରାରମ୍ଭ ହୋଇ 30 ମାର୍ଚ୍ଚ ରେ ଶେଷ ହେଉଛି । ଏହି ନବରାତ୍ରି ବହୁତ ବିଶେଷ ଧାରଣ ଅଟେ କାରଣ ମା ‘ ସ୍ଵୟଂ ପୃଥିବୀ ପୁଷ୍ଟ କୁ ଆସୁଛନ୍ତି ଏବଂ ଭକ୍ତମାନଙ୍କ ସମସ୍ତ କାମନାକୁ ପୂରଣ କରିଥାନ୍ତି । ମାତ୍ର ଏହି ପଞ୍ଚୋଟି ମହିଳାମାନଙ୍କୁ ଏହି ନବରାତ୍ରି ର ବ୍ରତ ଏବଂ ଉପବାସ ରଖିବା ମା ‘ ଦୂର୍ଗାଙ୍କୁ କ୍ରୋଧିତ କରିଥାଏ । ତେଣୁ ଏହି ପାଞ୍ଚ ଜଣ ମହିଳା ଭୁଲ ରେ ବି ରଖନ୍ତୁ ନାହିଁ  ଉପବାସ ।

ନଚେତ୍ ଆପଣ କରିଥିବା ଉପବାସ ଦ୍ଵାରା ଘରେ ଆର୍ଶୀବାଦ ଆସିବା ବଦଳରେ ଆସିଥାଏ ମା ‘ଙ୍କ  କ୍ରୋଧ ଏବଂ ହେଇପାରେ ସ୍ଵାମୀଙ୍କ ମୃତ୍ୟୁ  । ଯେଉଁମାନେ ସଠିକ ସମୟରେ ମାତାରାଣୀଙ୍କ ପୂଜା ଆରାଧନା କରିଥାନ୍ତି ସେମାନେ ପୂଜାର ଶହେ ଗୁଣ  ଫଳ ପ୍ରାପ୍ତ ହୋଇଥାନ୍ତି । ଯେବେ ବି ମା ‘ ଦୂର୍ଗାଙ୍କ ପର୍ବ ଆସିଥାଏ ତେବେ ମା ‘ ନିଜେ ପୃଥିବୀ ମଧ୍ୟ କୁ ଆସି ନିଜର କୃପା ବର୍ଷାଇ ଥାନ୍ତି । ମା ‘ ଦୂର୍ଗା ଘରୁ ଗରିବତା କୁ ଦୂର କରିଥାନ୍ତି ।

1- ଛାଡପତ୍ର ହୋଇଯାଇଥିବା ମହିଳା ଏବଂ ପୁରୁଷ ନବରାତ୍ରି ବ୍ରତ ରଖିବା ଅନୁଚିତ୍ ହୋଇଥାଏ । କାରଣ ମା ‘ ଦୂର୍ଗା ଭାଙ୍ଗି ଯାଇଥିବା ବିବାହ ର ବନ୍ଧାନ କୁବ ସ୍ଵୀକାର କରିନଥାନ୍ତି ତେଣୁ ଏହି ମହିଳାମାନେ ବ୍ରତ ଉପବାସ କରିବା ଦ୍ଵାରା ମାତାରାଣୀ କ୍ରୋଧିତ ହୋଇଥାନ୍ତି । 2- ବେଶ୍ୟା କୁ କେବେ ବି ଉପବାସ ରଖିବା କଥା ନୁହେଁ କାରଣ ଶରୀର ଅପବିତ୍ରତାକୁ ମାତାରାଣୀ କେବେ ବି ଗ୍ରହଣ କରିନଥାନ୍ତି ।

ତେଣୁ ବେଶ୍ୟା କୁ କଦାପି ଏହି ଉପବାସ ରଖିବା ଅନୁଚିତ୍ ଅଟେ । 3-ଯଦି ମହିଳାମାନଙ୍କୁ ଡାଇବେଟିସ , ହୃଦୟ ରୋଗ , ରକ୍ତଚାପ , ପ୍ରାଣ ଘାତକ ରୋଗ ହୋଇଥାଏ , ତେବେ ଏହି ପରିସ୍ଥିତିରେ ଆପଣ ବ୍ରତ ରଖିବା ଦ୍ଵାରା ଆପଣଙ୍କ ସହ କିଛି ଘଟି ପରେ ତେଣୁ ଆପଣମାନେ ଉପବାସ ରଖିବେ ନାହିଁ । 5- ଯେଉଁ ମହିଳାମାନେ ବାହାର କୁ ଦେଖାଇବା ପାଇଁ ବ୍ରତ ଉପବାସ କରିଥାନ୍ତି , ତେବେ ମାତାରାଣୀଙ୍କ ଦ୍ରୁଷ୍ଟିରେ ଏହା ଘୋର ପାପ ହୋଇଥାଏ ।

ଏପରି କରିବା ଦ୍ଵାରା ଆପଣ ଦେବାଦେବୀ ମାନଙ୍କର ଅପମାନ କରିବା ସହ ପାପର ଭାଗୀଦାରୀ ହୋଇନଥାନ୍ତି । ଏପରି ବ୍ୟକ୍ତିଙ୍କ ଉପରେ ମାତାରାଣୀ ପ୍ରସନ୍ନ ହୋଇନଥାନ୍ତି । ପରନ୍ତ ଏହି ବ୍ୟକ୍ତିମାନଙ୍କୁ ବର୍ବାଦ କରିଥାନ୍ତି , ଯଦି ଆପଣ ବାରମ୍ବାର ମନ୍ଦ ଭାଷା ର ପ୍ରୋୟଗ ବ୍ରତ ଉପବାସ ସମୟରେ କରିଥାନ୍ତି । ତେବେ ମାତା ଏହି କାରଣରୁ କ୍ରୋଧିତ ହୋଇଥାନ୍ତି ।

ତେଣୁ ଆପଣମାନେ ଏହି ନବରାତ୍ରି ସମୟରେ ଏହି ପଞ୍ଚୋଟି ଭୁଲ କଦାପି କରନ୍ତୁ ନାହିଁ ବିଶେଷ କରି ମହିଳାମାନେ ଅଧିକାଂଶ ବ୍ରତ ରଖିଥାନ୍ତି । ତେଣୁ ମହିଳାମାନେ ଉପବାସ ଦିନରେ ଏହି ସବୁ ଭୁଲ କୁ ଅଜଣା ଭାବରେ ମଧ୍ୟା କରିବେ ନାହିଁ । ନଚେତ ମାତା ହୋଇଯାଆନ୍ତି ଆପଣଙ୍କ ଉପରେ କ୍ରୋଧିତ । ଆଶା କରେ କି ଆପଣମାନେ ଏହି ବିଷୟ ପ୍ରତି ଧ୍ୟାନ ଦେବେ । ଏହି ପୋଷ୍ଟ ଯଦି ଆପଣଙ୍କୁ ଭଲଲାଗିଥାଏ । ତେବେ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *