ନବରାତ୍ରିରେ ଭୁଲରେ ବି କରନ୍ତୁ ନାହିଁ ଏହି10ଟି  କି କାମ ! ରାଗି ଯାଆନ୍ତି ମା’ ଦୂର୍ଗା, ପରିବାର ହୋଇଯାଏ ବର୍ବାଦ 

ନମସ୍କାର ବନ୍ଧୁଗଣ , ନବରାତ୍ରି ରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ ନଚେତ୍ ମା ‘ ଦୂର୍ଗା ହୋଇଯାଇଥାନ୍ତି କ୍ରୋଧିତ । ନବରାତ୍ରିର ଏହି ନଅ ଦିନର ପର୍ବ ରେ ମା ‘ ଦୂର୍ଗା ଏହି ପୃଥିବୀ ପୁଷ୍ଟକୁ ଆସିଥାନ୍ତି । ସାଧାରଣତ ମାତା ତାଙ୍କ ଭକ୍ତ ମାନଙ୍କ ସାମାନ୍ୟ ପୂଜା ପାଠ ରେ ପ୍ରସନ୍ନ ହୋଇ ଭକ୍ତଙ୍କ ସମସ୍ତ ମନର କାମନା କୁ ପୁରଣ କରିଥାନ୍ତି , କିନ୍ତୁ ସେହି ଭକ୍ତମାନଙ୍କ ଛୋଟ ଭୁଲରେ କ୍ରୋଧିତ ହୋଇଥାନ୍ତି ।

ତେଣୁ ସର୍ବଦା ଆମ କୁ ତାଙ୍କ ଇଛାନୁସାର କାର୍ଯ୍ୟ କରି ମା ‘ ଙ୍କୁ ପ୍ରସନ୍ନ କରିବା ଉଚିତ୍। ଆମେ ସର୍ବଦା ମା ‘ ଙ୍କ ପ୍ରସନ୍ଦ କାମ କରିଥାଉ କିନ୍ତୁ ଅଜଣା ରେ କରିଥିବା କାର୍ଯ୍ୟ ପାଇଁ ଆମକୁ ଭୋଗିବାକୁ ପଡିଥାଏ ତାହାଙ୍କ କ୍ରୋଧ । ଆସନ୍ତୁ ଜାଣିବା ଏମିତି କେଉଁ କାମ କୁ ଆମେ ଏହି ନବରାତ୍ରି କରିବା ଅନୁଚିତ୍ ହୋଇଥାଏ । 1- ଯଦି ଆପଣ ଏହି ନବରାତ୍ରି ରେ ବ୍ରତ ଏବଂ ଉପବାସ ରଖିଥାନ୍ତି ତାହାକୁ ପୁରା କରିବା ଉଚିତ୍ ।

କାରଣ ମା ‘ ଦୂର୍ଗା କେବେ ବି ଆପଣଙ୍କୁ ଉପବାସ କରିବାକୁ କହିନଥାନ୍ତି । ଏହା ଆମେ ନିଜେ କରିଥାଉ କିନ୍ତୁ ଯଦି ଆମେ ଏହାକୁ ମଝିରେ ଭାଙ୍ଗି ଦେଇଥାଉ , ତେବେ ମା ‘ ଦୂର୍ଗା ଆମ ଉପରେ କ୍ରୋଧିତ ହୋଇଥାନ୍ତି । 2-ଏହି ପର୍ବ ସମୟରେ ମୁଖ ତୁ କୋଣସି ମନ୍ଦ ଭାଷା ର ଊଚାରଣ କରିବା ଅନୁଚିତ୍ ହୋଇଥାଏ । 3- ନବରାତ୍ରି ରେ ଆମିଷ ଖାଦ୍ୟ ର ସେବନ କରିବା ଦ୍ଵାରା ମା ‘ ଦୂର୍ଗା କ୍ରୋଧିତ ହୋଇଥାନ୍ତି ।

4- ଏହି ଦିନମାନଙ୍କ ରେ ଆବଶ୍ୟକ ଲୋକମାନଙ୍କୁ ଖାଲି ହାତ ରେ ପଟେଇବା ଅନୁଚିତ୍ ହୋଇଥାଏ , ବିଶେଷ କରି କନ୍ୟାମାନଙ୍କୁ ଖାଲି ହାତରେ ପଟେଇବା ଦ୍ଵାରା ମାତା କ୍ରୋଧିତ ହୋଇଥାନ୍ତି । 5- ଏହି ଦିନ ରେ ଚୁଟି ଏବଂ ନଖ କାଟିବା ଅନୁଚିତ୍ ହୋଇଥାଏ କାରଣ ଉପବାସ ଥିବା ସମୟରେ ଏହାକୁ କାଟିବା ଦ୍ଵାରା ଶକ୍ତି କ୍ଷୟ ହୋଇଥାଏ । 6- ଚର୍ମ ରେ ପ୍ରସ୍ତୁତ ବସ୍ତ୍ର , ପର୍ସ , ବେଲ୍ଟ ଆଦି ପ୍ରୋୟଗ କରିବା ମାତା ଙ୍କୁ କ୍ରୋଧିତ କରିଥାଏ ।

7- ଯଦି ଘରେ କଳସ ଏବଂ ଦୀପ ର ସ୍ଥାପନ କରିଥାନ୍ତି ତେବେ ତାହାକୁ ଛାଡି ଯିବା ମା ‘ ଙ୍କୁ କ୍ରୋଧିତ କରିଥାଏ । 8- ମା ‘ ଙ୍କ ପୂଜା ପାଠ କରୁଥିବା ସମୟରେ ଶ୍ରଦ୍ଧା ସହ କରିବା ଉଚିତ୍ , ଏହାକୁ ମଝିରୁ ଛାଡିକି ଯିବା ମାତାଙ୍କୁ କ୍ରୋଧିତ କରିଥାଏ । 9- ନବରାତ୍ରି ଦିନମାନଙ୍କରେ ଦିନରେ ଶୋଇବା ଅନୁଚିତ୍ ହୋଇଥାଏ । 10 – ମାସିକ ଋତୁସ୍ରାବ ଥିବା ସମୟରେ ଉପବାସ ଆଦି ରଖିବା ଅନୁଚିତ୍ ହୋଇଥାଏ ।

ଏହି ନବରାତ୍ରି ସମୟରେ ଭୁଲରେ ବି ଏହି ଦଶ ଟି ଜିନିଷ କରନ୍ତୁ ନାହିଁ । ସବୁ ବେଳେ ଘର ଆଖ ପାଖ ପରିବେଶ କୁ ପରିଷ୍କାର ରଖିବା ଉଚିତ । ଏହି ପୋଷ୍ଟ ଯଦି ଆପଣଙ୍କୁ ଭଲଲାଗିଥାଏ ତେବେ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *