ମୂଷା ମାନଙ୍କୁ ଘରୁ ବାହାର କରିବାର ସହଜ ଏବଂ ସରଳ ଉପାୟ ! Home remedy

ମୂଷା ଘରୁ ବାହାର କରିବାର ସବୁଠାରୁ ଭଲ ଉପାୟ ! ବନ୍ଧୁଗଣ ଯେଉଁ ଘରେ ମୂଷା ମାନଙ୍କର ବାସ ରହିଥାଏ । ସେହି ଘରର ଲୋକ ମାନଙ୍କର ଭୌତିକ ବିକାଶ ଠିକ ଭାବରେ ହୋଇନଥାଏ ବୋଲି କୁହାଯାଇଥାଏ । କାରଣ ମୂଷା ମାନେ ଘରେ ମଇଳା ଓ ଦରିଦ୍ରକୁ ବୃଦ୍ଧି କରିଥାଏ । ଯାହା ଫଳରେ କି ଘରେ ଅନେକ ପ୍ରକାର ବେମାରୀ ଆସିଥାଏ । ମୂଷା ମାନେ ଘରେ ରହିବା ଦ୍ଵାରା ଘରର ଅଭୁତ କ୍ଷତି ମଧ୍ୟ କରିଥାନ୍ତି । ତେଣୁ ଯଦି ଆପଣଙ୍କ ଘରେ ମଧ୍ୟ ମୂଷା ମାନେ ରହି ଘରର କ୍ଷତି କରୁଥାନ୍ତି । ତେବେ ଘରୁ ମୂଷା ମାନଙ୍କୁ ତଡିବା ପାଇଁ ବହୁତ ସହଜ ଉପାୟ ଆଜି ଆପଣଙ୍କୁ କହିବାକୁ ଯାଉଛୁ ।

ତେବେ ଆପଣଙ୍କୁ ଯେଉଁ ଉପାୟ କହିବା ପାଇଁ ଯାଉଛୁ । ସେହି ଉପାୟ କରିବା ପାଇଁ ହେଲେ ଆପଣଙ୍କୁ ପେପରମିଣ୍ଟ ତେଲର ଆବଶ୍ୟକ ପଡିବ । ତୁଳାର ଛୋଟ ଛୋଟ ଗୋଳା କରି ସେଥିରେ ଏହି ପେପରମିଣ୍ଟ ତେଲକୁ ଲଗାଇ ଦିଅନ୍ତୁ । ତାପରେ ତାହାକୁ ନେଇ ସେହି ସବୁ ସ୍ଥାନରେ ରଖିବେ । ଯେଉଁ ସ୍ଥାନରେ ମୂଷା ମାନଙ୍କର ପ୍ରଭାବ ବହୁ ଅଧିକ ରହୁଥିବ । ଏହା ଗନ୍ଧ ଯେତେବେଳେ ମୂଷା ମାନଙ୍କ ନାକରେ ବାଜୀବ ।

ସେତେବେଳେ ଘରୁ ମୂଷା ମାନେ ତୁରନ୍ତ ପଳାଇବେ । କାରଣ ଏହି ପେପରମିଣ୍ଟ ତେଲର ଗନ୍ଧ ଏତେ ହାର୍ଡ ହୋଇଥାଏ । ଯେ ମୂଷା ମାନେ ଏହାର ଗନ୍ଧକୁ ଜମାରୁ ମଧ୍ୟ ସହ୍ୟ କରିପାରିନଥାନ୍ତି । ତେଣୁ ଯେତେବେଳେ ଏହାର ଗନ୍ଧ ମୂଷା ମାନଙ୍କ ପାଖକୁ ଚାଲିଯିବ । ସେତେବେଳେ ମୂଷା ମାନେ ସେହି ଘରେ ଆଉ ନରହି ତୁରନ୍ତ ସେହି ଘର ଛାଡି ପଳାଇବେ ।

ତେବେ ଘରୁ ମୂଷା ତଡିବା ପାଇଁ ଆଉ ଏକ ଜବରଦସ୍ତ ଉପାୟ ମଧ୍ୟ ରହିଛି । ଏଥିପାଇଁ ନାଲି ଲଙ୍କା ଗୁଣ୍ଡର ଦରକାର ପଡିବ । ଅଳ୍ପ ଶୁଖିଲା ଅଟାକୁ ନେଇ ସେଥିରେ ନାଲି ଲଙ୍କାଗୁଣ୍ଡକୁ ଗୋଳାଇ ଦିଅନ୍ତୁ । ତାପରେ ସେଥିରେ ଛୋଟ ଛୋଟଗୁଲା କରି ମୂଷା ରହୁଥିବା ସ୍ଥାନରେ ରଖନ୍ତୁ ।

ଯେତେବେଳେ ମୂଷା ମାନେ ଏହାକୁ ଖାଇବାକୁ ଚେଷ୍ଟା କରିବେ । ସେତେବେଳେ ଏହି ନାଲିଲଙ୍କା ଗୁଣ୍ଡର ବାସ୍ନାକୁ ମୂଷା ମାନେ ସହି ନପାରି ଘରୁ ଶୀଘ୍ର ପଳାଇଯିବେ । ତେବେ ବନ୍ଧୁଗଣ ଆପଣ ମାନେ ଏଥିମଧ୍ୟରୁ କୌଣସି ଉପାୟକୁ ଆପଣାଇ ମୂଷା ମାନଙ୍କୁ ଘରୁ ଅତି ସହଜରେ ବିଦା କରିପାରିବେ ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ଯଦି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *